Browsing Category

Odisha

All about all odisha state news updates

ଓଡ଼ିଆ ଅସ୍ମିତା ଓ ଅକୁହା କାହାଣୀର ନୂଆ ପରିଚୟ: ମେଟ୍ରୋ ଟିଭିର ନୂଆ ପଡ଼କାଷ୍ଟ ‘ଓ ଓଡ଼ିଶା’

https://www.youtube.com/watch?v=-OR1rxdm_HY ଭୁବନେଶ୍ୱର: ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଏବଂ ଏହି ମାଟିର ଅକୁହା କାହାଣୀକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ପ୍ରମୁଖ ଗଣମାଧ୍ୟମ ସଂସ୍ଥା ମେଟ୍ରୋ ଟିଭି। ଲୋକାର୍ପିତ ହୋଇଛି ନୂଆ…

ଆହାର କେନ୍ଦ୍ରରେ ଭୋଜନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଆହାର କେନ୍ଦ୍ରରେ ପହଞ୍ଚିଲେ ମନ୍ତ୍ରୀ । କୋରାପୁଟ ସୁନାବେଡ଼ା ଜାତିୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଭୋଜନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତାକୁ ନିଜେ ତଦାରଖ କରିବା ସହିତ ଖାଦ୍ୟର ଶୁଷମତା ଏବଂ ସ୍ବାଦକୁ ପରଖିଛନ୍ତି ମନ୍ତ୍ରୀ ।…

ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଓଡି଼ଆ ଖାଦ୍ୟ ମହୋତ୍ସବ 2025 ଆରମ୍ଭ

ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଓଡ଼ିଆ ଖାଦ୍ୟ ସଂସ୍କୃତି ଓ ପରମ୍ପରାର ପ୍ରସାର ପାଇଁ ଭୁବନେଶ୍ୱରଠାରେ ଓଡି଼ଆ ଖାଦ୍ୟ ମହୋତ୍ସବ2025 ଆଡମ୍ବର ସହ ଅନୁଷ୍ଠିତ ହେଉଛି । ଓଡ଼ିଆ ଖାଦ୍ୟ ସଂସ୍କୃତି ଓ ପରମ୍ପରା ଅନନ୍ୟ । ଅନେକ ପୌଷ୍ଟିକ ଓ ସ୍ୱାଦଯୁକ୍ତ ଆହାର ଓଡ଼ିଆଙ୍କର ଜୀବନଶୈଳୀର ଅଂଶ ବିଶେଷ । ଉଲ୍ଲେଖ…

ବିଭିନ୍ନ ସମସ୍ୟାକୁ ନେଇ ଆଜି ସମ୍ୱଲପୁର ବନ୍ଦ ଡ଼ାକରେ ଦେଇଛି ଚାଷୀ ସଂଗଠନ

ଆଜି ସମ୍ୱଲପୁର ବନ୍ଦ ।  ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ ।  ଜରୁରୀ ସେବା ବ୍ୟତୀତ ସବୁ ବନ୍ଦ ରହିବ ।  ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ମାନେ ବାରମ୍ବାର ପ୍ରତିବାଦ ପରେ ମଧ୍ୟ ସମାଧାନର ବାଟ ଫିଟିଲାନି । ସମସ୍ୟାର ସମାଧାନ ଦାବିରେ ଆଜି…

ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ କାନ୍ଧରେ କାନ୍ଧ ମିଳାଇ କାର୍ଯ୍ୟ କରିବ କୃଷକ ମୋର୍ଚ୍ଚା: ଶୁଭ୍ରାଂଶୁ ମୋହନ ପାଢ଼ୀ

ଚାଷୀ ସମସ୍ୟାର ସମାଧାନ କରି ସେମାନଙ୍କ ସାମଗ୍ରିକ ବିକାଶ ପାଇଁ କାନ୍ଧରେ କାନ୍ଧ ମିଳାଇ, ହାତକୁ ହାତ ମିଳାଇ କାର୍ଯ୍ୟ କରିବ ବିଜେପି କୃଷକ ମୋର୍ଚ୍ଚା। ଚାଷୀଙ୍କ ଉନ୍ନତି ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ ଯୋଜନା…

ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ଓ ସ୍ମାର୍ଟ ମିଟର ଲଗାଇବା ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳର ବିଶାଳ ବିକ୍ଷୋଭ

ଆଜି ଭୁବନେଶ୍ୱର ଠାରେ ପାୱାର ହାଉସ ଛକ ସ୍ଥିତ ଟାଟା ପାୱାର ଅଫିସ ସମ୍ମୁଖରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଟିପିସିଓଡିଏଲ୍ (ଟାଟା ପାୱାର) ପକ୍ଷରୁ ଅତିରିକ୍ତ…

କେନ୍ଦୁଝରରେ ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲ , ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝରରେ ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ । ରୁଦ୍ର ନାରାୟଣ ମିଶ୍ରକୁ ଗିରଫ କରିଛି ଟାଉନ ଥାନା ପୋଲିସ । କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ହୋମ ସାଇନ୍ସ ବିଭାଗର ଅତିଥି ଅଧ୍ୟାପିକା ପ୍ରିୟାଙ୍କ ଦାସଙ୍କ ଗତକାଲି ତାଙ୍କ ପୁରୁଷ…

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ପ୍ରମୁଖ ନେତୃମଣ୍ଡଳୀ

ଆଜି ନୂଆପଡ଼ା ନିର୍ବାଚନମଣ୍ଡଳୀର କୋମନା ବ୍ଲକ, ନୂଆପଡ଼ା ବ୍ଲକ, ଖରିଆର ରୋଡ୍ ଏନଏସି ଓ ନୂଆପଡ଼ା ମୁ୍ୟନିସିପାଲିଟିର ବିଜୁ ଜନତା ଦଳର ପ୍ରମୁଖ ନେତା ମାନେ ନବୀନ ନିବାସ ଠାରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟି ଗତ ଉପନିର୍ବାଚନର ଫଳାଫଳ ଉପରେ ଆଲୋଚନା…

ଧର୍ମଶାଳା ରାଜନୈତିକ ସଂଘର୍ଷ

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା କ୍ଷେତ୍ରରେ ଘଟିଥିବା ରାଜନୈତିକ ହିଂସାକାଣ୍ଡକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ରବିବାର ଘଟିଥିବା ସଂଘର୍ଷକୁ କେନ୍ଦ୍ର କରି ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତେଜିବାରେ ଲାଗିଛି।…

ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବ…

ଗଞ୍ଜାମ ଓ ବ୍ରହ୍ମପୁର ସହର ହେଉଛି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର । ଓଡ଼ିଶାର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାର ବିକାଶ ଅତି ଜରୁରୀ । ଏଣୁ ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବ ଏବଂ ଏଥିପାଇଁ ୫୨ କୋଟି ୧୭ ଲକ୍ଷ…