Trending
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
Browsing Category
Odisha
All about all odisha state news updates
ଆଜି ଶ୍ରାବଣ ମାସର ଶେଷ ସୋମବାର,ବୋଲବମ୍ ହର ହର ବମ୍ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ
ଆଜି ଶ୍ରାବଣ ମାସର ଶେଷ ସୋମବାର । ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି । ବୋଲବମ୍ ହର ହର ବମ୍ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ସବୁଠି ହରହର ମହାଦେବଙ୍କ ଧ୍ୱନି । ଭୋଳାବାବାଙ୍କ ଆଶୀର୍ବାଦ ପାଇବା ପାଇଁ ହାତରେ କଳସ ଓ କାନ୍ଧରେ ବାହୁଙ୍ଗି ଧରି ମାଇଲ୍ ମାଇଲ୍ ବାଟ ଚାଲି…
ବଗି ଛାଡ଼ି ଆଗକୁ ଚାଲିଲା ଇଞ୍ଜିନ
ବଲାଙ୍ଗିର ରେଳଷ୍ଟେସନରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପୁରୁଣାକଟକ-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସରେ ରବିବାର ଏକ ଅଘଟଣ ଘଟିଛି। ଚଳନ୍ତା ଟ୍ରେନରୁ ବଗିଗୁଡ଼ିକ ଅଲଗା ହୋଇଯାଇଥିବା ବେଳେ ଇଞ୍ଜିନ ବଗି ଛାଡ଼ି ଆଗକୁ ଚାଲିଯାଇଥିଲା। ଫଳରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ ଭୟ…
MV Ocean Winner’ ପାଇଁ ବଙ୍ଗୋପସାଗରରେ ବଡ଼ ରେସ୍କ୍ୟୁ ଅପରେସନ୍,୨ ଜଣ ଉଦ୍ଧାର
MV Ocean Winner’ ପାଇଁ ବଙ୍ଗୋପସାଗରରେ ବଡ଼ ରେସ୍କ୍ୟୁ ଅପରେସନ୍ । ନିଖୋଜ କ୍ରୁଙ୍କ ସନ୍ଧାନରେ କୋଷ୍ଟଗାର୍ଡର ୩ ଜାହାଜ । ବର୍ତ୍ତମାନ ସୁଦ୍ଧା ୨ ଜଣ ଉଦ୍ଧାର ହୋଇଥିବା ସୂଚନା ରହିଛି । ବଙ୍ଗୋପସାଗରରେ ବୁଡ଼ିଯାଇଥିବା MV Ocean Winnerର ନିଖୋଜ କ୍ରୁ ସଦସ୍ୟଙ୍କୁ ଖୋଜିବା ପାଇଁ ଭାରତୀୟ…
ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ,ସାତଦିନ ଧରି ଚାଲିବ
ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ । ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଏହି ଯାତ୍ରା ସାତଦିନ ଧରି ଚାଲିବ। ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯାଇଥାଏ ।…
ଗଞ୍ଜାମ ଜିଲ୍ଲାରେ ୯୦ ଦିନ ପାଇଁ ଲାଗୁ ହେଲା ଧାରା-୩୦, ସଭା ସମିତି ଓ ଶୋଭାଯାତ୍ରା ପାଇଁ ଅନୁମତି ବାଧ୍ୟତାମୂଳକ
ଗଞ୍ଜାମ ଜିଲ୍ଲାରେ ୯୦ ଦିନ ପାଇଁ ଲାଗୁ ହେଲା ଧାରା-୩୦ । ସଭା ସମିତି ଓ ଶୋଭାଯାତ୍ରା ପାଇଁ ଅନୁମତି ବାଧ୍ୟତାମୂଳକ । ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା ଏବଂ ରାଜନୈତିକ ଦଳଗୁଡ଼ିକର ସଭା, ସମାବେଶ ଓ ଶୋଭାଯାତ୍ରା ଯୋଗୁଁ ସମ୍ଭାବ୍ୟ ଅଶାନ୍ତିକୁ ଏଡ଼ାଇବା ପାଇଁ ପୋଲିସ…
ଏନଟିପିସି ପାଓ୍ୱାର ପ୍ଲାଣ୍ଟରେ ବିସ୍ଫୋରଣ,୫ ଜଣ ଶ୍ରମିକ ଗୁରୁତର
ଅନୁଗୋଳ କଣିହାଁ ଏନଟିପିସି ପାଓ୍ୱାର ପ୍ଲାଣ୍ଟରେ ବଡ଼ଧରଣର ଅଘଟଣ । କୋଇଲା ବଙ୍କର ଜାମ୍ ଲାଗି ପାଓ୍ୱାର ପ୍ଲାଣ୍ଟରେ ବିସ୍ଫୋରଣ । ଏହି ଭୟଙ୍କର ବିସ୍ଫୋରଣରେ ୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲେ କିଛି…
ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାର ପାଳିତ ହେବ ଗାରିମା ଦିବସ, ଦିବସଟି ସଫେଇ କର୍ମୀଙ୍କୁ ସମର୍ପିତ ହେବ
ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର, ସୁରକ୍ଷିତ ପରିବେଶ ଏବଂ ଯେଉଁ ଲୋକମାନେ ଏହି ସ୍ୱଚ୍ଛତାକୁ ନିଶ୍ଚିତ କରୁଛନ୍ତି, ସେମାନଙ୍କ ସୁରକ୍ଷିତ ଜୀବନ ଏକାନ୍ତ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗରିମା ଦିବସ ୨୦୨୬ ଅବସରରେ କହିଛନ୍ତି । ଲୋକସେବା ଭବନ କନଭେନସନ୍ ସେଣ୍ଟର ଠାରେ…
ୟୁନିଟ୍-୧ ରେ ଅଗ୍ନିକାଣ୍ଡ,ଦୁଇଟି ଦୋକାନ କ୍ଷତିଗ୍ରସ୍ତ
ରାଜଧାନୀର ୟୁନିଟ୍-୧ ଅଞ୍ଚଳରେ ଆଜି ସକାଳୁ ସକାଳୁ ଏକ ଅଗ୍ନିକାଣ୍ଡ ଘଟି ଦୁଇଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି । ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଭୁବନେଶ୍ୱର ଅଗ୍ନିଶମ କେନ୍ଦ୍ରର…
ଅନଲାଇନ୍ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକ ଗିରଫ
ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ଛକରେ ହୋଇଥିବା ଉତ୍ତେଜନାପୂର୍ଣ୍ଣ ଆନ୍ଦୋଳନ ଓ ଗଣ୍ଡଗୋଳ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଫେରାର ରହିବା ପରେ ଅନଲାଇନ୍ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ପୁରୀରୁ ତାଙ୍କୁ କାବୁ କରାଯାଇଥିବା ସୂଚନା…
ବରିଷ୍ଠ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ବରିଷ୍ଠ ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଦକ୍ଷ ଓ ଅଭିଜ୍ଞ ପୋଲିସ ଅଫିସରଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ନୂଆ ନିଯୁକ୍ତି ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ,…