Browsing Category

Odisha

All about all odisha state news updates

ଛଅ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି ଦୌପତି ମୁର୍ମୁ

ଛଅ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି ଦୌପତି ମୁର୍ମୁ ।  ଆଜି ସକାଳେ ଲୋକ ଭବନରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ଏହାପରେ ଛତିଶଗଡ଼ ଜଗଦଲପୁର ଗସ୍ତ କରିଛନ୍ତି ରାଷ୍ଟ୍ରପତି । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଓଡ଼ିଶା ଗସ୍ତ ସମୟରେ…

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ପାଇଁ ଅର୍ଥନୈତିକ କରିଡରର ଶୁଭାରମ୍ଭ

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ପାଇଁ ଅର୍ଥନୈତିକ କରିଡରର ଶୁଭାରମ୍ଭ ହୋଇଛି । ଏହି ଅର୍ଥନୈତିକ କରିଡରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କରିଡରର ଶୁଭାରମ୍ଭ ହୋଇଛି ।…

ଆଉ ନିର୍ବାଚନ ଲଢ଼ିବେନି ଖଣି ମନ୍ତ୍ରୀ ବିଭୂତି ଜେନା

ଖଣି ମନ୍ତ୍ରୀ ବିଭୂତି ଜେନା ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଆଉ ନିର୍ବାଚନ ଲଢ଼ିବେନି ବୋଲି ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ ଆହକୁ ଆଉ ନିର୍ବାଚନ ନଲଢ଼ି ଯୁବ ବର୍ଗଙ୍କ ପାଇଁ ବାଟ ଛାଡ଼ିବେ ବୋଲି କହୁଛନ୍ତି । ସେ ସୂଚନା ଦେଇ କହିଛନ୍ତି ଯେ, ନିର୍ବାଚନ ଲଢ଼ିବାର ଇଛା ନାହିଁ ।…

୧୫ଜଣ ମାଓବାଦୀ ଆଜି ଅସ୍ତ୍ର ଛାଡ଼ି ଭଲ ମାର୍ଗ ବାଛିଛନ୍ତି

ଏକଦା ଘଞ୍ଚ ଜଙ୍ଗଲ ଭିତରେ ରହି ନିକଟସ୍ଥ ଗାଁଗୁଡ଼ିକରେ ବ୍ୟାପକ ଧନଜୀବନ ନେଇଥିବା ୧୫ଜଣ ମାଓବାଦୀ ଆଜି ଅସ୍ତ୍ର ଛାଡ଼ି ଭଲ ମାର୍ଗ ବାଛିଛନ୍ତି। ମାଓ ଦଂପତି ନିଖିଲ ଏବଂ ଇନ୍ଦୁଙ୍କ ସମେତ ମୋଟ ୧୫ଜଣ କ୍ୟାଡର ଆଜି ରାୟଗଡ଼ା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀମାନେ ଆତ୍ମସମର୍ପଣ…

ଦୁଇ ଦିନିଆ ବ୍ଲାକ ସ୍ୱାନ ସମିଟ୍ ଉଦଯାପିତ, ଉଦଯାପନୀ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ଲୋକସେବା ଭବନରେ ଉଦଯାପିତ ହୋଇଛି ଦୁଇ ଦିନିଆ ବ୍ଲାକ ସ୍ୱାନ ସମିଟ୍ । ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିକଶିତ ଭାରତ ୨୦୪୭ର ସ୍ବପ୍ନକୁ ସରକାର କରିବା ପାଇଁ ହେଲେ ଆମକୁ AI ଉପଯୋଗୀତାରେ ଫାଇନାନ୍ସ ସହ ଟେକ୍ନୋଲୋଜି ଉଭୟର ଆବଶ୍ୟକତା ରହିଛି ।…

ବରିଷ୍ଠ ଆଇଏଏସସ୍ତରରେ ଅଦଳ ବଦଳ

ରାଜ୍ୟ ସରକାର ବରିଷ୍ଠ ଆଇଏଏସସ୍ତରରେ ଅଦଳ ବଦଳ କରିଛନ୍ତି। ଉନ୍ନୟନ ଆୟୁକ୍ତ ତଥା ଯୋଜନା ଓ ସଂଯୋଜନ ବିଭାଗ ସଚିବ ଥିବା ଦେଓରଞ୍ଜନ କୁମାର ସିଂ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ବ ତୁଲାଇବେ। ସେହିପରି ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସହିତ ଅତିରିକ୍ତ…

ଘରେ ବସି WhatsAppରେ ମିଳିବ ରାଜସ୍ବ ସେବା,ଉନ୍ମୋଚନ ହେଲା ଆମ ସାଥି ସହାୟକ ୟୁନିଫାଏଡ଼ WhatsApp ଚାଟ୍ ବଟ୍

ରାଜସ୍ବ ବିଭାଗରେ ବନ୍ଦ ହେଲା ମଧ୍ୟସ୍ଥି ଯୁଗ । ରାଜସ୍ବ ସେବା ଓ ଲୋକଙ୍କ ମଧ୍ୟରେ ଆଉ ରହିବେନି ମଧ୍ୟସ୍ଥି । ଏଣିକି ସିଧା ସଳଖ ଗୋଟିଏ କ୍ଲିକ୍‌ରେ ମିଳିବ ସମସ୍ତ ରାଜସ୍ବ ସେବା । ଆଉ ବାରମ୍ବାର ତହସିଲକୁ ଦୌଡିବାକୁ ପଡ଼ିବ ନାହିଁ । ଘରେ ବସି WhatsAppରେ ମିଳିବ ରାଜସ୍ବ ସେବା । ଉନ୍ମୋଚନ ହେଲା…

ଫେବ୍ରୁଆରୀ ୧୫ରୁ କଟକ ଜିଲ୍ଲାରେ ଜନଗଣନା

ଫେବ୍ରୁଆରୀ ୧୫ରୁ କଟକ ଜିଲ୍ଲାରେ ଜନଗଣନା । ଏପ୍ରିଲ ସୁଦ୍ଧା ଘର ଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ । ଘର ଗଣନା ପରେ ଆରମ୍ଭ ହେବ ଜନଗଣନା । ଡିଜିଟାଲ ପ୍ରକ୍ରିୟାରେ ହେବ ଜନଗଣନା କାର୍ଯ୍ୟ । ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ ସୂଚନା ଦେଇଛି । ତେବେ ଏଥର ଜନଗଣନା…

ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା

କୋରାପୁଟ ଜିଲ୍ଲା ଆଜିଠୁ ନକ୍ସଲମୁକ୍ତ ହୋଇଛି। ଏ ନେଇ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡକ୍ଟର କନୱର ବିଶାଳ ସିଂହ। ଏସିଏମ୍‌ କ୍ୟାଡର ମାଓବାଦୀ ମମତା ପଡ଼ିଆମି ଆତ୍ମସମର୍ପଣ କରିଛନ୍ତି। ମମତାଙ୍କ ଆତ୍ମସମର୍ପଣ ପରେ କୋରାପୁଟ ନକ୍ସଲମୁକ୍ତ ହେଲା ବୋଲି…

ଆଜି ଆରମ୍ଭ ହେବ ବ୍ଲାକ୍ ସ୍ବାନ୍ ସମ୍ମିଳନୀ, ଯୋଗଦେବେ ରାଷ୍ଟ୍ରପତି

ରାଜଧାନୀରେ ଆଜି ଆରମ୍ଭ ହେଉଥିବା ଦୁଇ ଦିନିଆ ବ୍ଲାକ୍ ସ୍ବାନ୍ ସମ୍ମିଳନୀ ଓଡ଼ିଶାରେ ଫିନଟେକ୍ କ୍ଷେତ୍ରରେ ସମ୍ଭାବନାର ନୂଆ ଦ୍ବାର ଉନ୍ମୁକ୍ତ କରିବ। ଡିଜିଟାଲ ଫାଇନାନ୍ସ କ୍ଷେତ୍ରରେ ପାରଙ୍ଗମ ବିଶ୍ବର ଶତାଧିକ ନେତୃତ୍ବ ଏବଂ ପ୍ରତିନିଧି ଯୋଗ ଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ…