Trending
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
- ୭୦ ବର୍ଷ ପରେ ନୂଆ ରୂପ ନେବ ଲୋକସେବା ଭବନ ଓ ବିଧାନସଭା, ଭତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
Odisha
All about all odisha state news updates
ରାଜ୍ୟରେ କମିବ ଶୀତ,୧୦ରୁ ବର୍ଷା ସମ୍ଭାବନା
ମେଟ୍ରୋ ଟିଭି ଓଡିଶା,୭/୧:ଗତକାଲି ରାତିରେ ଶୀତର ତାପମାତ୍ରା କମ୍ ରହିଥିବା ବେଳେ ଆସନ୍ତା ୩ଦିନରେ ରାତିର ତାପମାତ୍ରା ପ୍ରାୟ ୪ଡିଗ୍ରୀ ବଢିବ ସହ ରାଜ୍ୟରେ ଶୀତର ତାପମାତ୍ରା କମିବ । ଏହା ସହ ରାଜ୍ୟରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭାବରେ ଆଫଗାନିସ୍ତାନ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ!-->!-->!-->…
ଭିତରକନିକାରେ ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଶ୍ୱେତା
ମେଟ୍ରୋ ଟିଭି ଓଡିଶା,୬/୧: ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳରେ ଥିବା ବଉଳା କୁମ୍ଭୀର କେନ୍ଦ୍ରରେ ୩ବର୍ଷର ଧଳା କୁମ୍ଭୀର ମନମୋହୁଛି । ଗତବର୍ଷ ଭିତରକନିକାର ନଦୀ ନାଳରେ ୧୬ଟି ଧଳା କୁମ୍ଭୀର ଚିହ୍ନଟ କରାଯାଇଥିଲା । ପ୍ର।କୃତିକ ପରିବେଶରେ ଏତେ ସଂଖ୍ୟାର ଧଳା କୁମ୍ଭୀର!-->!-->!-->…
୨୦୨୨ ଭୋଟର ତାଲିକା ପ୍ରକାଶିତ
ମେଟ୍ରୋ ଟିଭି ଓଡିଶା,୬/୧: ୨୦୨୨ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇିଛି ।ଏହି ତାଲିକାନୁସାରେ ରାଜ୍ୟରେ ମୋଟ ୩କୋଟି ୨୯ଲକ୍ଷ ୮୩ହଜାର ୬୪୩ଜଣ ଭୋଟର ଥିବାବେଳେ ସେଥିମଧ୍ୟରୁ ୧କୋଟି ୬୭ଲକ୍ଷ ୯୬ହଜାର ୬୦୩ଜଣ ପୁରୁଷ,ଓ ୧କୋଟି ୬୧ଲକ୍ଷ ୮୩ହଜାର ୮୩୫ଜଣ ମହିଳା ଭୋଟର ଓ ୩ହଜାର ୨୫ଜଣ!-->!-->!-->!-->!-->…
ବିବାଦର ଅନ୍ତ ଘଟିଛି ସୁମିତଙ୍କ ଘରେ ରହିବେ ତପସ୍ୱିନୀ
ମେଟ୍ରୋ ଟିଭି ବ୍ୟୁରୋ,୨/୧: ସୁମିତ ଓ ତପସ୍ୱିନୀ ବିବାଦର ଅନ୍ତ ଘଟିଛି । ବ୍ରହ୍ମପୁର ଜିଲ୍ଲା ଜଜ୍ କୋର୍ଟଙ୍କ ରାୟନୁସାରେ ସୁମିତଙ୍କ ଘରେ ରହିବେ ତପସ୍ୱିନୀ । ସୁମିତ ସହ ତାଙ୍କ ବ୍ରହ୍ମାନଗରରେ ଥିବା ଘରେ ରହିବେ ତପସ୍ୱିନୀ ।କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁମିତ ତପସ୍ୱିନୀଙ୍କୁ ପ୍ରତି!-->!-->!-->…
୩ଦିନ ଯାଏ ପ୍ରବଳ ଶୀତ
photo credit newindianexpress.com
ମେଟ୍ରୋ ଟିଭି ବ୍ୟୁରୋ,୩/୧: ଭାରତୀୟ ପାଣିପାଗ ବିଭାଗ ରାଜ୍ୟର ପାଞ୍ଚଟି ଜିଲ୍ଲା ପାଇ ୟେଲୋ ୱାର୍ଣ୍ଣଂ ଜାରି କରିଛନ୍ତି । ଆସନ୍ତା ୩ଦିନ!-->!-->!-->!-->!-->…
କୋର୍ଟରେ ମାଇଁ ଲଡ୍ ବଦଳରେ ସାର୍ କହିବେ ଓକିଲ
ମେଟ୍ରୋ ଟିଭି ବ୍ୟୁରୋ,୩/୧: କୋର୍ଟରେ ଆଉ ଶୁଭିବାକୁ ମିଳିବନି ମାଇଁ ଲଡ୍ ଶଦ୍ଦ । ଏହା ବଦଳରେ ଓକିଲ ମାନେ ସାର୍ ଶଦ୍ଦ ଉଚ୍ଚାରଣ କରିବେ । ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏପରି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ରୁମ୍ରେ ଆଉ ମାଇଁ ଲଡ୍ ସମ୍ବୋଧନ କରିବେନି।
!-->!-->!-->!-->!-->!-->!-->…