Trending
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
- ୭୦ ବର୍ଷ ପରେ ନୂଆ ରୂପ ନେବ ଲୋକସେବା ଭବନ ଓ ବିଧାନସଭା, ଭତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
Odisha
All about all odisha state news updates
ଓଡିଆଙ୍କ ବଡପର୍ବ ମକର ସଂକ୍ରାନ୍ତି , ମକର ଚୌରାସି ବେଶରେ ଶ୍ରୀଜିଉ
ମେଟ୍ରୋ ଟିଭି ଓଡିଶା,୧୪/୧: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଭାରତବର୍ଷରେ ଏହି ମକର ସଂକ୍ରାନ୍ତି ବହୁ ଧୂମଧାମରେ ପାଳନ କରନ୍ତି । କିନ୍ତୁ କରୋନା ପାଇଁ ଧାର୍ମିକ ପୀଠସ୍ଥଳକୁ ଭକ୍ତଙ୍କୁ ବାରଣ କରାଯାଇଛି । ମକର ମେଳା ପାଇଁ ଲକ୍ଷ ଲକ୍ଷ ଲୋକ ବୁଡ ପକାଉଛନ୍ତି ।କଟକଣା ଅନୁସାରେ,!-->!-->!-->…
ମିହିରଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଉ
ମେଟ୍ରୋ ଟିଭି ଓଡିଶା,୧୩/୧: ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବର୍ଷୀୟାନ୍ କଳାକାର ମିହିର ଦାସଙ୍କ ଦେହାନ୍ତ ପରେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯାଉ ବୋଲି ଦାବି କରାଯାଉଛି । ଏହା ସହ କଟକର ଏକ ରାସ୍ତାକୁ ତାଙ୍କ ନାମରେ ନାମକ କରିବାକୁ କହିଛନ୍ତି ଅଭିନେତା ଶ୍ରୀତମ ଦାସ ।ଗତକାଲି!-->!-->!-->…
ଆଜି ୧୩ ଜିଲ୍ଲାରେ କୁଆପଥର ସାଙ୍ଗକୁ ବର୍ଷା ସମ୍ବାବନା
ମେଟ୍ରୋ ଟିଭି ଓଡିଶା,୧୨/୧: ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଛି। ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଗତକାଲି ବିଭିନ୍ନ ସ୍ଥାନରେ ଘଡଘଡି ସହ କୁଆପଥର!-->…
ଆଜି ପବିତ୍ର ଶାମ୍ବ ଦଶମୀ
ମେଟ୍ରୋ ଟିଭି ଓଡିଶା,୧୨/୧: ପୌଷମାସ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ ଏହି ଶାମ୍ବ ପର୍ବ । ଏହି ଶାମ୍ବ ଦଶମୀରେ ବିଶେଷ କରି ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ । ରୀତି ନୀତି ପରମ୍ପରା ସହ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ । ସନ୍ତାନ ସନ୍ତତିଙ୍କ ମଙ୍ଗଳ!-->…
ବାଲୁକାକଳାରେ ମିହିର ଦାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ମେଟ୍ରୋ ଟିଭି ଓଡିଶା,୧୨/୧: ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଓଡିଶାର ପ୍ରସିଦ୍ଧ ଅଭିନେତା ମିହିର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ତାଙ୍କ ଦେହାନ୍ତରେ ଓଲିଉଡ ଜଗତର ଏକ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି । ଗତକାଲି!-->!-->!-->…
ପଞ୍ଚଭୂତରେ ବିଲୀନ ହେଲେ ମିହିର ଦାସ
ମେଟ୍ରୋ ଟିଭି ଓଡିଶା,୧୨/୧: ପଞ୍ଚଭୂତରେ ବିଲୀନ ହେଲା ମିହିର ଦାସଙ୍କ ପାର୍ଥିବ ଶରୀର। କଟକ ସତୀଚୌରା ଶ୍ମଶାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି। ବଡ ପୁଅ ଅମ୍ଲାନ ମୁଖାଗ୍ନି ଦେଲେ। ତାଙ୍କ ବାସଭବନରୁ ପାର୍ଥିବ ଶରୀର ବାହାରି କଟକ ରାମଗଡ଼ରେ!-->…
ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ବସିବ ସର୍ବ ଦଳୀୟ ବୈଠକ
ମେଟ୍ରୋ ଟିଭି ଓଡିଶା,୧୦/୧: ପଞ୍ଚାୟତ ନିର୍ବାଚନ ହେବ କି ନାହି ଏ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । କୋଭିଡ୍ ସମୟରେ ନିର୍ବାଚନ ହେଲେ, କଣ ରହିବ କଟକଣା । କେମିତି ହେବ ନିର୍ବାଚନ ପରିଚାଳନା । ଏସବୁକୁ ନେଇ ରାଜନୈତିକ ଦଳଙ୍କଠାରୁ ମତାମତ ଲୋଡିବେ ରାଜ୍ୟ ନିର୍ବାଚନ କମିଶନର । ଏଥିରେ ରାଜ୍ୟର!-->…
ଏସସିବି ନର୍ସିଂ ଛାତ୍ରୀଙ୍କୁ କରୋନା
ମେଟ୍ରୋ ଟିଭି ଓଡିଶା,୯/୧: କରୋନାର କାୟା ଏସସିବି ମେଡିକାଲକୁ ମାଡିଗଲାଣି । ଏସସିବି ବିଏସି ନର୍ସିଂ ଛାତ୍ରୀ ହଷ୍ଟେଲରେ ୨୮ ଜଣ ଛାତ୍ରୀଙ୍କୁ କରୋନା ପଜେଟିଭ। ଗତ କାଲି ରାତିରେ ଆସିଛି ରିପୋର୍ଟ। ସମସ୍ତ ଛାତ୍ରୀଙ୍କ ସ୍ୱାବ୍ ଟେଷ୍ଟ ହୋଇଆସିଛି। ହଷ୍ଟେଲରେ ମୋଟ ୨୮୦ ଜଣ ଛାତ୍ରୀ ରହୁଥିଲେ।
!-->!-->!-->…
ସୋମବାରରୁ ଶ୍ରୀମନ୍ଦିର ବନ୍ଦ, ଭକ୍ତଙ୍କ ଦର୍ଶନ ମନା
ମେଟ୍ରୋ ଟିଭି ଓଡ଼ିଶା,୮/୧: ବଢୁଥିବା କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ରହିବା ଜଗନ୍ନାଥ୍ ମନ୍ଦିର । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସୋମବାର ଠାରୁ ବନ୍ଦ ରହିବ । ଭକ୍ତ କୁ ୨୨ ଦିନ ପର୍ଯ୍ୟନ୍ତ ମନ୍ଦିର ମନା । ଏଥିସହ ସର୍ବସାଧାରଣ ଦର୍ଶନ ମନା କରା ଯାଇଛି । ଜାନୁଆରୀ ୧୦ରୁ ୩୧ ପର୍ଯ୍ୟନ୍ତ!-->…
ପୋଷ୍ଟମାଷ୍ଟରଙ୍କ ପତ୍ତା ମିଳୁନି
ମେଟ୍ରୋ ଟିଭି ବ୍ୟୁରୋ,୮/୧: ନିଖୋଜ ଅଛନ୍ତି ପୋଷ୍ଟମାଷ୍ଟର । ଖୋଜି ଖୋଜି ପରିବାର ଲୋକ ନିରାଶ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ମଧ୍ୟ କେବଳ ପୋଷ୍ଟ ମାଷ୍ଟରଙ୍କ ବାଇକ ପାଇଛି । ହେଲେ ତାଙ୍କୁ ଖୋଜି ପାଇପାରୁନି । ।ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ପୁଅର ଫେରିବା ବାଟକୁ ଅନାଇ!-->…