Browsing Category

Odisha

All about all odisha state news updates

ରାଜ୍ୟରେ ସରକାରୀ ଚାକିରି ବିକ୍ରୀ ହେବାରେ ଲାଗିଛି

ଭୁବନେଶ୍ବର : ଓଡ଼ିଶାରେ ଏକ ବଡ଼ ସ୍କାଣ୍ଡାଲ ଚାଲିଛି ବୋଲି ସରକାରଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛି ବିଜେଡି । ମଧ୍ୟପ୍ରଦେଶର ବ୍ୟାପକ ଦୁର୍ନୀତି ପରି ଓଡ଼ିଶାରେ ମଧ୍ୟ ନିଯୁକ୍ତିରେ ବଡ଼ କେଳେଙ୍କାରୀ ଚାଲିଛି ବୋଲି ଅଭିଯୋଗ ଆଣିଛି ବିଜେଡି । ଆଜି ସାମ୍ବାଦିକ ସମ୍ମିଳନୀ…

ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମିଳିଲା ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବରେ ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ…

ପୂଜା ପାଇଁ ଭୁବନେଶ୍ବରରେ ଅସମ୍ଭାଳ ଭିଡ଼ , ଟ୍ରାଫିକ ଜାମ୍ ଦେଖି ଲୋକେ ଘରୁ ବାହାରିବାକୁ କୁନ୍ଥୁକୁନ୍ଥୁ ଶ୍ରଦ୍ଧାଳୁ

ମାଆ ଆସିଛନ୍ତି ବୋଲି ସଜେଇ ହୋଇଛି ମନ୍ଦିରମାଳିନୀ ଭୁବନେଶ୍ବର । ସହରର ପ୍ରମୁଖ ଛକ ଛକରେ ବଡ଼ ବଡ଼ ପୂଜା ପେଣ୍ଡାଲ, ଆକାଶଛୁଆଁ ତୋରଣ । ରଙ୍ଗୀନ ଆଲୋକମାଳା ସହ ଭିନ୍ନ ଭିନ୍ନ ଥିମରେ ପେଣ୍ଡାଲ ନିର୍ମାଣ କରିଛନ୍ତି ବିଭିନ୍ନ ପୂଜା କମିଟି । ଖାଲି କଣ ପେଣ୍ଡାଲ,ମୀନା ବଜାର, ଦୋଳି ସହ ବିଭିନ୍ନ…

ମଣ୍ଡପରେ ପବିତ୍ର ମହାସପ୍ତମୀ ଆଜି

ଆଜି ମା’ଦୁର୍ଗାଙ୍କ ପୀଠେ ମହାଷ୍ଟମୀ ଓ ମଣ୍ଡପରେ ପବିତ୍ର ମହାସପ୍ତମୀ। ଏଥିଲାଗି ଶ୍ରଦ୍ଧାଳୁମାନେ ସକାଳ ସକାଳୁ ପୂଜାମଣ୍ଡପରେ ଭିଡ଼ ଜମେଇଲେଣି। ଆଜି ଦେବୀପୀଠ ଓ ମନ୍ଦିରରେ ମା’ଙ୍କର ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମଣ୍ଡପରେ ମାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି। ମାଆ ଦୁର୍ଗା…

ଭୁବନେଶ୍ୱର ମହନଗରରେ ଚଳିତ ବର୍ଷ ୧୭୨ ପୂଜା ମଣ୍ଡମରେ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛି

ଶାରଦୀୟ ନବରାତ୍ରୀ ପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଉତ୍ସବର ବାତାବରଣ ଦେଖାଯାଇଛି। ଧରାପୃଷ୍ଠକୁ ମାଙ୍କ ବିରାଜ ପାଇଁ ଶକ୍ତିପୀଠଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ଦେବୀପୀଠଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ରହୁଛି। ଆଜି ଦେବୀପୀଠ ଓ ମନ୍ଦିରରେ ମା’ଙ୍କର ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇ…

ଭାରତ ବିକାଶ ପରିଷଦ ସେଣ୍ଟ୍ରାଲ ବ୍ରାଞ୍ଚ ଭୁବନେଶ୍ବର ପକ୍ଷରୁ ଭବ୍ୟ କନ୍ୟା ପୂଜନ ଉତ୍ସବ

ଭାରତ ବିକାଶ ପରିଷଦ ଭୁବନେଶ୍ବର ସେଣ୍ଟ୍ରାଲ ବ୍ରାଞ୍ଚ ପକ୍ଷରୁ ଏକ ଭବ୍ୟ କନ୍ୟା ପୂଜନ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ୩୭ ଜଣ ଛୋଟ ଝିଅଙ୍କୁ ଦେବୀ ଦୁର୍ଗାଙ୍କ ରୂପେ ଝାରପଡ଼ାସ୍ଥିତ ଭାରତୀ ବିଦ୍ୟାମନ୍ଦିର ସ୍କୁଲରେ ପୂଜା କରାଯାଇଥିଲା। ଝିଅମାନଙ୍କୁ ସୁନ୍ଦର ଭାବେ ସଜାଇ ଫୁଲ, ଆଳତି ଓ…

ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ଆଗକୁ ବଢୁଛି

ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଝାରସୁଗୁଡ଼ା ଯୁବ ସମାବେଶରେ ହେଲେ ସାମିଲ । ଓଡ଼ିଶାବାସୀଙ୍କୁ ଝାରସୁଗୁଡ଼ାରୁ ଦେଲେ ଅଭିଭାଷଣ । ଜୟ ଜଗନ୍ନାଥ, ମାଆ ସମଲେଇ କହି ମଞ୍ଚରେ ମୋଦୀ ଅଭିଭାଷଣ ଆରମ୍ଭ କଲେ । ସ୍ଥାନୀୟ ଲୋକଙ୍କୁ ଜୁହାର ଜଣାଇଲେ । କର୍ମଠ ମୁଖ୍ୟମନ୍ତ୍ରୀ କହି ମୋହନ ମାଝୀଙ୍କୁ…

ଆଜି ଝାରସୁଗୁଡ଼ା ଆସୁଛନ୍ତି ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି। ସେବାପକ୍ଷ ଅବସରରେ ଆୟୋଜିତ ହେ‌ଉଥିବା ଏହି ପର୍ବରେ ଯୁବ ସମାବେଶକୁ ସମ୍ବୋଧିତ କରିବେ ମୋଦୀ। ଏଥିସହିତ ଓଡ଼ିଶା ସମେତ ସମଗ୍ର ଦେଶବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ଭେଟି ଦେବାର କାର୍ଯ୍ୟକ୍ରମ ରହିଛି।…

ଉପନିର୍ବାଚନରେ କାହାର ପଲା ଭାରି

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜର ହିଞ୍ଜିଳି ଆସନ ସହ ବିଜେପୁରରେ ନିର୍ବାଚନ ଲଢ଼ିଥିଲେ। ଉଭୟ ଆସନରେ ଜିତିଲା ପରେ ବିଜେପୁରକୁ ଛାଡ଼ି ଦେଇଥିଲେ। ସେଠାରେ ହୋଇଥିବା ଉପନିର୍ବାଚନରେ ରୀତା ସାହୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ସେ ବିଜେପି ପ୍ରାର୍ଥୀ ସନତ…

ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷାର ଫଳ ପ୍ରକାଶ : ପ୍ରିୟାଂଶୁ ପାଲ ଟପ୍ପର

ବହୁ ପ୍ରତୀକ୍ଷିତ ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରିୟାଂଶୁ ପାଲ ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ…