Browsing Category

Odisha

All about all odisha state news updates

ଏପଟେ ଗରମ ସେପଟେ ବର୍ଷା

ମେଟ୍ରୋ ଟିଭି ଓଡିଶା (୧୭.୫. ୨୦୨୨) ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ଭୀଷଣ ଗରମର ମାହୋଲ ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଜସ୍ଥାନର କିଛି ଭାଗରେ ତାପମାତ୍ରା ୪୯ ଡିଗ୍ରୀ ଟପିଲାଣି । ଅନ୍ୟପକ୍ଷରେ ଅସମ, କେରଳରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି ।

ପୁରୀ ଏମାର ମଠ ପରିସରରୁ ମିଳିଲା ପୁରାତନ ସିଂହ ମୂର୍ତ୍ତି

ମେଟ୍ରୋ ଟିଭି ଓଡିଶା (୧୬.୫.୨୦୨୨) ଆଜି ପୁରୀ ଏମାର ମଠ ପରିସରରୁ ପୁରାତନ ସିଂହ ମୂର୍ତ୍ତି ମିଳିଛି। ମାଟି ଖନନ ବେଳେ କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି ଉଦ୍ଧାର କରାଯାଇଛି। ଖନନ ବେଳେ ବିରଳ ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ନେଇ ସୂଚନା ମିଳିଛି। ଜିପିଆରଏସ୍‍ ହୋଇ ନଥିବାରୁ