Browsing Category

Odisha

All about all odisha state news updates

ଭାରତ ପାଇଁ ପ୍ରଥମ ହାଇଜମ୍ପ ପଦକ ବିଜେତା ତେଜସ୍ୱୀନ ଶଙ୍କରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ପାଇଁ ପ୍ରଥମ ହାଇଜମ୍ପ ପଦକ ବିଜେତା ତେଜସ୍ୱୀନ ଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଟ୍ରାକ ଆଣ୍ଡ ଫିଲ୍ଡରେ ତେଜସ୍ୱୀନ ଶଙ୍କରଙ୍କ କାଂସ୍ୟ ପଦକ ଭାରତର ପ୍ରଥମ ପଦକ । ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଓଡ଼ିଶାର ସାତକୋଶିଆକୁ ମିଳିଲା ରାମସାର କ୍ଷେତ୍ର ମାନ୍ୟତା

ଓଡ଼ିଶାର ସାତକୋଶିଆ ଗର୍ଜ (ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ) ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି । ଏହାକୁ ମିଶାଇ ଦେଶରେ ମୋଟ୍‌ ରାମସାର କ୍ଷେତ୍ର ସଂଖ୍ୟା ୬୪ରେ ପହଞ୍ଚିଛି । ଏବେ ଦେଶରେ ମୋଟ୍‌ ୧୨,୫୦,୩୬୧ ହେକ୍ଟର ଆର୍ଦ୍ରଭୂମି କ୍ଷେତ୍ରକୁ

ପୂର୍ବତଟ ରେଳପଥ ଏହାର ସମସ୍ତ ଏକ୍ସପ୍ରେସ ଟ୍ରେନ ପୁନଃ ଚଳାଚଳ ପାଇଁ ଶେଷ ପର୍ଯ୍ୟାୟରେ

ଯାତ୍ରୀ ମାନଙ୍କର ଚାହିଦା ଏବଂ ସାଧାରଣ ଜନତାଙ୍କ ସୁବିଧା ପାଇଁ କୋଭିଡ19 ଲକଡାଉନ୍ ଠାରୁ ବାତିଲ କରାଯାଇଥିବା ପୂର୍ବ ତଟ ରେଳପଥର ଚାରି ଯୋଡ଼ା ଏକ୍ସପ୍ରେସ ଟ୍ରେନର ସେବାକୁ ପୁନ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଅଛି | ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ଗରିବ ରଥ ଏକ୍ସପ୍ରେସ ବ୍ୟତୀତ

ରାଷ୍ଟ୍ରପତିଙ୍କୁ ଭେଟିବେ ୨୬ ବିଧାୟକ

ଦିଲ୍ଲୀ ଗସ୍ତରେ ଯିବେ ୨୬ ଜଣ ବିଧାୟକ । ଓଡ଼ିଶା ବିଧାନସଭା ପକ୍ଷରୁ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୬ ଜଣ ବିଧାୟକ ଦିଲ୍ଲୀ ଗସ୍ତରେ ଯିବେ । ୩ ତାରିଖରେ ରାଷ୍ଟ୍ରପତିଙ୍କୁ ଭେଟି ୪ ତାରିଖରେ

ସରକାରୀ ଉଦ୍ୟୋଗ ଉପରେ ୧୩,୧୮୨ କୋଟି ଋଣ

ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୩୩ଟି ଉଦ୍ୟୋଗ ଓ ନିଗମଗୁଡ଼ିକ ମଧ୍ୟରୁ ୧୦ଟି ସଂସ୍ଥା ଉପରେ ୨୦୨୦ ମାର୍ଚ୍ଚ ସୁଦ୍ଧା‌ ୧୩,୧୮୨.୫୭ କୋଟି ଟଙ୍କାର ଦୀର୍ଘକାଳୀନ ଋଣ ରହିଛି। ସେହି ଋଣ ମଧ୍ୟରୁ ରାଜ୍ୟ ସରକାରଙ୍କ କରଜ ୧୨୭୭.୨୯ କୋଟି ଟଙ୍କା ଥିଲା। ‌କୋଣାର୍କ ଝୋଟ ଲିମିଟେଡ୍‌କୁ ୧୨.୧୩ କୋଟି

କାଶୀପୁରରେ ୨୪ ଦିନରେ ଗଲାଣି ୧୩ ଜୀବନ

ରାୟଗଡ଼ା କାଶୀପୁର ବ୍ଲକରେ ୨୪ ଦିନରେ ୧୩ ଜଣଙ୍କ ଜୀବନ ଗଲାଣି । କାଶୀପୁର ବ୍ଲକର ବିଭିନ୍ନ ଗାଁ ମାନଙ୍କରେ କାଳ ସାଜିଛନ୍ତି କ୍ୱାକ୍ । ଅନେକ ଗାଁ ମାନଙ୍କରେ କ୍ୱାକ୍ମଙ୍କ ଦ୍ୱାରା ଚିକିତ୍ସା ଚାଲିଛି ।ଏଭଳିକି ଯେଉଁମାନଙ୍କ ମୃତ୍ୟୁ ହୋଇଛି ସେଥିରୁ କିଛି ଜଣ କ୍ୱାକ୍ ଦ୍ୱାରା ପ୍ରଥମେ

ମଙ୍କିପକ୍ସ ନମୁନା ପରୀକ୍ଷା ହେବ ଭୁବନେଶ୍ୱରରେ

ଭୁବନେଶ୍ୱରରେ ହେବ ମଙ୍କିପକ୍ସ ନମୁନା ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି । ଆରଏମ୍ଆରସିରେ ନମୁନା ପରୀକ୍ଷା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ ରହିଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ କେବଳ କିଟ୍ ଅଣାଯାଇ

କାଶୀପୁରରେ ପୁଣି ମୁଣ୍ଡ ନେଲା କଲେରା

କାଶୀପୁରରେ ପୁଣି ମୁଣ୍ଡ ନେଲା କଲେରା । ଟିକରପଡା ଗାଁରେ କଲେରାରେ ଜଣେ ପ୍ରାଣ ହରାଇଛନ୍ତି । ଏହା ସହ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ବେସରକାରୀ ଭାବେ ଏହି ସଂଖ୍ୟା ୧୩ ବୋଲି କୁହାଯାଉଛି । ପ୍ରାଣ ହରାଇଥିବା ମହିଳା ୫୫ ବର୍ଷୀୟା ଗୁରୁବାର ଦୋରୀ ବୋଲି ଜଣାଯାଇଛି

ମଙ୍କିପକ୍ସ ସ୍ଥିତି ନେଇ ରାଜ୍ୟରେ ଅପରାହ୍ନରେ ବସିବ ବୈଠକ

ରାଜ୍ୟରେ ମଙ୍କିପକ୍ସ ସ୍ଥିତି ନେଇ ଅପରାହ୍ନ ୪.୩୦ରେ ବସିବ ଉଚ୍ଚସ୍ତରୀୟ ବୈଠକ। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ,ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ପରିବାର

ସସ୍ମିତ୍‌ ଓ ସୁଲତାଙ୍କୁ ନୂତନ ନିଯୁକ୍ତି

ରାଜ୍ୟସଭାରେ ବିଜେଡି ନେତା ହେଲେ ସାଂସଦ ଡ. ସସ୍ମିତ ପାତ୍ର । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ସେହିପରି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ରାଜ୍ୟସଭାରେ ବିଜେଡି ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି ।ଉଭୟଙ୍କୁ ନବୀନ