Browsing Category

Odisha

All about all odisha state news updates

ସୌମ୍ୟଙ୍କୁ କଡ଼ା ସମାଲୋଚନା କଲେ ପ୍ରତାପ , କହିଲେ ଦଳ ଛାଡ଼, ସମ୍ପାଦକୀୟ ଲେଖ

ଭୁବନେଶ୍ବର:  ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ଦଳକୁ ବିରୋଧ କରିବା ଠିକ୍ ନୁହେଁ । ଯଦି ଗଣମାଧ୍ୟମରେ ଦଳକୁ ବିରୋଧ କରିବାର ଅଛି ତେବେ ଦଳ ଛାଡିଦେବା ଉଚିତ । ଏକ ନିର୍ଦ୍ଦିଷ୍ଟ ଦଳର ବିଧାୟକ  ହୋଇ ମଧ୍ୟ ବାରମ୍ବାର ଦଳ…

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି। ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ ଦେବାକୁ ଏବେ ଆଗେଇ ଆସିଛନ୍ତି ଜୟନାରାୟଣ। କିନ୍ତୁ ସୌମ୍ୟ ଯଦି କହିବେ ବିଜେପିରେ ଯୋଗ ଦେବି, ତେବେ ସେ ଡିପ୍ରେସନକୁ ପଳାଇବେ ବୋଲି କହି ଜୟନାରାୟଣଙ୍କୁ…

ସୁରଙ୍କ ପୁଅ ମନ୍ମଥଙ୍କୁ ନିଲମ୍ବନ କଲା କଂଗ୍ରେସ

ଭୁବନେଶ୍ୱର: ଜଟଣୀରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ସୁରଙ୍କ ପୁଅ ଘୋଷଣା କରିବା ପରେ ରାଜନୀତି ଚର୍ଚା ଜୋର ଧରିଛି । ଗଣମାଧ୍ୟମରେ ମନ୍ମଥ ଯେଉଁ ବୟାନ ଦେଇଥିଲେ ସେନେଇ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।  କଂଗ୍ରେସ ଦଳରୁ ନିଲମ୍ବିତ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ…

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ସମ୍ବଲପୁର: ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ବୁଧବାର ୨୦ ସେପ୍‌ଟେମ୍ବର ଦିବା ୧୦ଟା ୨୭ମିନିଟରୁ ୧୦ଟା ୪୨ମିନିଟ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ ନିମ‌ନ୍ନେ ଲଗ୍ନଧାର୍ଯ୍ୟ କରାଯାଇଛି। ରାଜାରାଜୁଡ଼ା ଅମଳରୁ ଚାଲି…

ଭୁବନେଶ୍ୱରରେ ମାଗଣା ଇଲେକ୍ଟ୍ରିକ ମୋ-ବସ୍ ଯାତ୍ରା

ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ଅବସରରେ ବିଏମସି ଓ କ୍ରୁଟ ପକ୍ଷରୁ ମିଳିତ ଭାବେ  ନିଆରା ପଦକ୍ଷେପ ନିଆଯାଇଛି ।  ଦିନକ ପାଇଁ ଭୁବନେଶ୍ଵରରେ ମାଗଣା ମୋ-ବସ୍ ସେବାର ଲାଭ ଉଠାଇବେ ଯାତ୍ରୀ।  କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ସବୁ ଇଲେକ୍ଟ୍ରିକ ମୋ-ବସ୍ ଓ ଇ-ରିକ୍ସାରେ…

ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର : ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ ଘଟିଛି । ୮୭ବର୍ଷ ବୟସରେ ଗବେଷକ ରବୀନ୍ଦ୍ର ନାରାୟଣ ପରଲୋକ ଗମନ କରିଛନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତି, ଚେତନା ଉପରେ ସେ ୭ଟି ପୁସ୍ତକ ଲେଖିଛନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଥିଲେ ରବୀନ୍ଦ୍ର…

ନନ୍ଦୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ପୁରୀ: ଧରାପୃଷ୍ଠରେ  ପାଳନ ହେଉଛି ନନ୍ଦୋତ୍ସବ । ବୁଧବାର ମଧ୍ୟରାତ୍ରୀରେ କଂସ ବନ୍ଦୀଶାଳାରେ ଦେବକୀଙ୍କ ଗର୍ଭରୁ ଜନ୍ମ ହୋଇଥିଲେ ଅଷ୍ଟମ ସନ୍ତାନ ଶ୍ରୀକୃଷ୍ଣ । ଭଗବାନ ଶ୍ରୀକୃଷ୍ଣ ଜନ୍ମ ହେବା ପରେ  ବସୁଦେବଙ୍କୁ ଶୂନ୍ୟରୁ ଆଦେଶ ହେଲା ଯେ ଏହି ବାଳକକୁ ନେଇ ଗୋପପୁରରେ ନନ୍ଦ ରାଜାଙ୍କ ଘରେ ଛାଡ଼ି…

ଜି-20 ଅତିଥିଙ୍କ ପାଇଁ ବାଲୁକା କଳା

ପୁରୀ:  ଅତିଥିଙ୍କ ପାଇଁ ବାଲୁକା କଳା । ବାଲୁକା କଳା ମାଧ୍ୟମରେ ଜି-20 ସମ୍ବିଳନୀରେ ଯୋଗଦାନ ପାଇଁ ଆସୁଥିବା ଅତିଥିମାନଙ୍କୁ  ସ୍ବାଗତ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।  ପୁରୀ ବେଳାଭୁମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ଏହି ବାଲୁକା କଳା । 2 ହଜାର…

କଂଗ୍ରେସରୁ ଲଢିବେନି ସୁରଙ୍କ ପୁଅ ମନ୍ମଥ

ଭୁବନେଶ୍ବର: ସୁର ରାଉତରାୟଙ୍କ ପୁଅ କେଉଁ ଦଳରୁ ଲଢ଼ିବେ ତାକୁ ନେଇ ଚର୍ଚା ଚାଲିଛି । ବିଜେଡିରୁ ଲଢ଼ିବେ କି କଂଗ୍ରେସରୁ ଲଢ଼ିବେ ସେ ନେଇ ସ୍ପଷ୍ଟ କରିଛନ୍ତି ମନ୍ମଥ ।  କଂଗ୍ରେସରୁ ଲଢିବେନି କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ୨୦୨୪ରେ ସେ କଂଗ୍ରେସ ନୁହେଁ ବରଂ ଅନ୍ୟ…

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା

ସାରା ରାଜ୍ୟରେ ଜନ୍ମାଷ୍ଟମୀ ପାଇଁ ବିଭିନ୍ନ ମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମୋତ୍ସବ ।  ଶ୍ରୀମନ୍ଦିରରେ ବିଶେଷ ଭାବେ  ଜନ୍ମୋତ୍ସବ ପାଳିତ ହେଉଛି । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ନୀତି ପାଳିତ ହେଉଛି । ଆଜି କାଲି ଦୁଇ ଦିନ ଧରି ଦେଶରେ…