Browsing Category

Odisha

All about all odisha state news updates

ଧାମନଗର ବିଧାନସଭା ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଚର୍ଚ୍ଚା

ଭଦ୍ରକ : ଧାମନଗରରେ ଆଗାମୀ ନିର୍ବାଚନରେ କିଏ ବାଜି ମାରିବ । ଏଠୁ ବିଜେପିକୁ ହରାଇବା ପାଇଁ ବିଜେଡି ରଣନୀତି ଆରମ୍ଭ କରିଛି ।  ୨୦୨୪ ସାଧାରଣ ନିର୍ବାଚନକୁ ସାମ୍‌ନା କରିବା ପାଇଁ ବିଜେଡି ପାଗ ଭିଡ଼ିଲାଣି। ରାଜ୍ୟ ସରକାରଙ୍କର ୫-ଟି ସଚିବ ମଧ୍ୟ ନିଜେ ଜିଲ୍ଲାର ୪ଟି ବ୍ଲକ୍‌ ବୁଲି ଅଞ୍ଚଳର…

ଓଡିଶା ଐତିହ୍ୟ ସୁରକ୍ଷା ପାଇଁ ସଂସଦରେ କେନ୍ଦ୍ରକୁ ୩ ବିଜେଡି ସାଂସଦଙ୍କ ପ୍ରଶ୍ନ

ଭୁବନେଶ୍ୱର: କେନ୍ଦ୍ରୀୟ ସୁରକ୍ଷା ତାଲିକାରେ ଓଡ଼ିଶାର କେତେ ଐତିହ୍ୟ ରହିଛି ? ଏହି ଐତିହ୍ୟସ୍ଥଳରୁ ବାର୍ଷିକ କେତେ ରାଜସ୍ବ ସଂଗ୍ରହ ହେଉଛି ? ଐତିହ୍ୟ ସୁରକ୍ଷା ବାବଦରେ କେତେ ରାଜସ୍ବ ବିନିଯୋଗ ହୋଇଛି ? ଏଭଳି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ ଓ ପ୍ରଶାନ୍ତ…

ମୋର କଣ ଭୁଲ ରହିଲା ? ମୋକିମ

ଭୁବନେଶ୍ବର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ ପରେ ଜୋର ଧରିଛି କଂଗ୍ରେସ ରାଜନୀତି  । ଗୋଟେ ପଟେ ବିଧାୟକ ମୋକିମ ତାଙ୍କର କଣ ଭୁଲ ରହିଲା ବୋଲି ପ୍ରଶ୍ନ କରିଥିବା ବେଳେ  ମୋକିମ ଓ ଚିରଞ୍ଜୀବଙ୍କ ସମର୍ଥକ ତାଙ୍କ ଉପରୁ ନିଲମ୍ବନ…

ନୟାଗଡ଼ର ଆରାଧ୍ୟ ଦେବୀ ମାଆ ମଣିନାଗଙ୍କ ପୀଠର ରୂପାନ୍ତରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ

ନୟାଗଡ଼: ନୟାଗଡ଼ର ନବକଳେବର ପାଇଁ ନକ୍ସା ଅଙ୍କନ । ଚମକିବ ମାଆ ମଣିନାଗଙ୍କ ମନ୍ଦିର । ନୟାଗଡ଼ ଜିଲ୍ଲା ରଣପୁରର ଆରାଧ୍ୟ ଦେବୀ ମାଆ ମଣିନାଗଙ୍କ ପୀଠର ରୂପାନ୍ତରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଗଞ୍ଜାମର ମାଆ ତାରାତାରିଣୀଙ୍କର ମନ୍ଦିରର ରୂପାନ୍ତରଣ ଭଳି ଏହାର…

ଟମାଟୋ ଦର କମାଇଲେ କେନ୍ଦ୍ର ସରକାର, ଆସନ୍ତାକାଲିଠାରୁ ୭୦ ଟଙ୍କାରେ ବିକ୍ରି ହେବ

ନୂଆଦିଲ୍ଲୀ:  ଆସନ୍ତାକାଲି ଠାରୁ କମିବ ଟମାଟୋ ଦର । ହୁତୁ ହୁତୁ ବଢ଼ିଚାଲିଥିବା ଦରରେ ବ୍ରେକ ଲାଗିବ ।  କିଲୋପ୍ରତି ୭୦ ଟଙ୍କାର ଖୁଚୁରା ଦରରେ ଟମାଟୋ ବିକ୍ରିକରିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏନସିସିଏଫ୍ ଏବଂ ନାଫେଡ ଜରିଆରେ ଲୋକେ କିଣିପାରିବେ । ଦରବୃଦ୍ଧି ଉପରେ ଅଙ୍କୁଶ…

ପୁଣି ଗୋଟିଏ ମୁଣ୍ଡ ନେଲା କଟକର ମୁକୁଳା ଡ୍ରେନ୍‌

କଟକ:  ଅବହେଳା କାରଣରୁ ଜଣକ ପରେ ଜ‌ଣଙ୍କର ଜୀବନ ନେଉଛି ମୁକୁଳା ଡ୍ରେନ ।  ଆଜି ପୁଣି ଜ‌ଣଙ୍କର ମୃତ୍ୟୁ ହୋଇଛି। ବକ୍ସିବଜାର ଅଞ୍ଚଳରେ ଡ୍ରେନ୍‌ ନିକଟରେ ସଫେଇ କାମ କରୁଥିବା ବେଳେ ଖସିପଡ଼ିଯିବାରୁ ନରସିଂହା ରାଓ ନାମକ ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଯାହାକୁ ନେଇ ସ୍ଥାନୀୟ…

ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଆତଙ୍କୀ ହମଲା ଯୋଜନା କରୁଥିବା ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ୍ । ସହରରେ ବ୍ଲାଷ୍ଟିଂ ଯୋଜନା ସମ୍ପର୍କରେ ସୂଚନା ମିଳିବା ପରେ ସିସିବି…

ପାକିସ୍ତାନ ବୁଲିବାକୁ ଯାଇଥିଲେ ଓଟିପି ସେୟାରିଂ କରିଥିବା ଦେଶଦ୍ରୋହୀ

ଭୁବନେଶ୍ୱର : ସିମ କାର୍ଡ ରହସ୍ୟ ଉପରୁ ଧିରେ ଧିର ପରଦା ଉଠୁଛି । ଗିରଫ ପରେ ଅଭିଯୁକ୍ତ ଦୁବାଇ, ପାକିସ୍ତାନ ବୁଲିବାକୁ ଯାଇଥିଲେ ବୋଲି ଜଣାପଡିଛି । ଓଟିପି ସେୟାରିଂ ମାମଲାରେ ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଅଭିଜିତ ସଞ୍ଜୟ ଜାମ୍ବୁରେ, ପଠାଣି ସାମନ୍ତ ଓ ପଶ୍ଚିମବଙ୍ଗର…

ଆଜି ସନ୍ଧ୍ୟାରେ ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର : ସଂସଦର ମୌସୁମୀ ଅଧିବେଶନ ପାଇଁ ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ । ସଂସଦର ମୌସୁମୀ ଅଧିବେଶନରେ ଉଭୟ ଗୃହରେ ଦଳ କେଉଁ କେଉଁ ପ୍ରସଙ୍ଗ ସବୁ ଉଠାଇବ ତା ଉପରେ ଆଲୋଚନା ହେବ । ବିଶେଷକରି ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରି ବିଜେଡି ସାଂସଦରେ ହକ୍ ମାଗିବ…

ମୁହଁ ଖୋଲିଲେ ଚିରଞ୍ଜୀବ: କଂଗ୍ରେସରେ ଅଛି, ରହିବି

ଭୁବନେଶ୍ୱର: ନିଲମ୍ବନ ଆଦେଶର ଦୁଇ ଦିନ ପରେ କଂଗ୍ରେସ କମିଟି ଉପରେ ଜୋରଦାର ବର୍ଷିଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ମେ 8ରେ ସେ ଯେଉଁ ମତ ରଖିଥିଲେ ତାହା କିଛି ଭୁଲ ନଥିଲା । ଚାହିଁଥିଲେ ସେ ଆଲୋଚନା କରିପାରିଥାନ୍ତେ । ସଚିନ ପାଇଲଟ ତ ପୁଣି ଦଳ ବିରୋଧରେ ଅନେକ କଥା…