Trending
- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ,ଦେଶବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ
- ଆଜି ପବିତ୍ର ବିଶ୍ବକର୍ମା ପୂଜା , ଦେବଶିଳ୍ପୀଙ୍କ ଆବାହାନ ପାଇଁ ଚଳଚଞ୍ଚଳ ଶିଳ୍ପାଞ୍ଚଳ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ୱଲପୁର ଗସ୍ତ : ଦେଶର ୫୧ତମ ଓ ରାଜ୍ୟର ୩ୟ ଡଫଲର ରାଡାର ଉଦଘାଟନ
- ରାଷ୍ଟ୍ରପତି ଭବନରେ ଲାଞ୍ଜିଆ ସଉରାଙ୍କ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ
- ଝିରଘାଟି ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ ୧୦ ମାଓବାଦୀଙ୍କୁ ମୃତ୍ୟୁଦଣ୍ଡାଦେଶ
- ଶଙ୍ଖ ନଦୀରେ ବଡ଼ ଅଘଟଣ , ନଦୀରେ ବୁଡ଼ିଗଲେ 6 ନାବାଳିକା, 3 ମୃତ 3 ଉଦ୍ଧାର
- ଏପ୍ରିଲ ୧ରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ,ଯେଉଁ ହିତାଧିକାରୀଙ୍କୁ ୨୧ ବର୍ଷ ବୟସ ହୋଇଥିବ ସେମାନେ କରିବେ ଆବେଦନ
- ଫ୍ରିଜ୍ ବିସ୍ଫୋରଣରେ ପରିବାରର ୪ ମୃତ,ବଞ୍ଚିଗଲେ ୨
- ଦାରା ସିଂଙ୍କ ଆଗୁଆ ଜେଲ୍ ମୁକ୍ତି ଆଶା କ୍ରମଶଃ କ୍ଷୀଣ,ପରବର୍ତ୍ତୀ ଶୁଣାଣି ପାଇଁ ଆଗାମୀ ସେପ୍ଟେମ୍ବର ୧୭ ତାରିଖ ସ୍ଥିର
- କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଘରେ ପହଞ୍ଚି ଗଣେଣଙ୍କ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
Browsing Category
Odisha
All about all odisha state news updates
ସମ୍ବଲପୁରରେ ଏନ୍କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଜାକବ ଗୁରୁତର
ସମ୍ବଲପୁର: ସମ୍ବଲପୁରରେ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜାକବ ଗୁରୁତର ଆହତ ହୋଇଛି। ତାକୁ ବୁର୍ଲା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଜାକବ ମଦ ଦୋକାନ ଚୋରି ଅଭିଯୋଗରେ ସମ୍ପୃକ୍ତ ଥିଲା। ତା’ ଛଡ଼ା ଅନ୍ୟ ୧୧ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ…
ମୁଖ୍ୟମନ୍ତ୍ରୀଙ୍କୁ ମା’ ସମଲେଶ୍ବରୀଙ୍କ ନିମନ୍ତ୍ରଣ
ଭୁବନେଶ୍ବର: ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପରେ ମାସ ଶେଷ ବେଳକୁ ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏଥିପାଇଁ ଏକାମ୍ର କ୍ଷେତ୍ରରେ ପହଞ୍ଚିଛି ମା’ ସମଲେଶ୍ବରୀଙ୍କ ନିମନ୍ତ୍ରଣ ପତ୍ର । ମହାପ୍ରଭୁ ଲିଙ୍ଗରାଜ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମା’ ସମଲେଶ୍ବରୀଙ୍କ…
ହାଇଟେକ୍ ହସ୍ପିଟାଲ ବିସ୍ଫୋରଣର କରୁଣ କାହାଣୀ, ଶବକୁ ନେଇ ବଢିଲା ସସପେନ୍ସ
ଭୁବନେଶ୍ବର: ହାଇଟେକ୍ ହସ୍ପିଟାଲ ଟ୍ରାଜେଡି । ଦ୍ଵନ୍ଦକୁ ଦୂର କରିବା ଲାଗି ତୃତୀୟ ମୃତଦେହ ପୋଲିସକୁ ହସ୍ତାନ୍ତର କଲା ହାଇଟେକ ହସ୍ପିଟାଲ । ଦିଲ୍ଲୀପ ସାମନ୍ତରାୟଙ୍କ ମୃତଦେହ ନା ଆଉ କାହାର ସେନେଇ ହେବ ଡିଏନଏ ଟେଷ୍ଟ । ଦିଲ୍ଲୀପଙ୍କ ମାଆଙ୍କ ସ୍ବାସ୍ଥ୍ୟର ଦାୟିତ୍ବ ନେବ ହସ୍ପିଟାଲ । ମୃତକଙ୍କ…
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ
କେନ୍ଦ୍ରାପଡ଼ା : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ । କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଫଳରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ପର୍ଯ୍ୟଟକ ଭିତରକନିକାକୁ ଯାଇପାରିବେ ନାହିଁ । ମହାକାଳପଡା , ରାଜନଗର, ଗହିରମଥା, କନିକା, ରାଜନଗର ସମେତ ୫ଟି…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବୈଠକ: ସଭାସ୍ଥଳରେ ବସିବେ ୬୫୦ ଓ ଯଜ୍ଞସ୍ଥଳରେ ଶହେ ଅତିଥି
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନେଇ ଗଜପତି ମହରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ରାଜନଅରରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଶ୍ରୀମନ୍ଦିର…
ସୁନ୍ଦରଗଡ଼ରେ କରୋନାର ନୂଆ ଭାରିଆଣ୍ଟ!
ସୁନ୍ଦରଗଡ଼: ଦେଶରେ କରୋନା ପୁଣି ଥରେ ଫେରୁଥିବା ଚର୍ଚ୍ଚା ହେଉଛି। କିଛି ରାଜ୍ୟରେ ମାସ୍କକୁ ବାଧ୍ୟତାମୂଳକ କରାଗଲାଣି। ଏସ୍ଥିତିରେ ସୁନ୍ଦରଗଡ଼ରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।
କେରଳା ଫେରନ୍ତା ଜଣେ ବ୍ୟକ୍ତିଙ୍କ ଦେହରେ ନୂଆ…
ସୁନ୍ଦରଗଡରେ ସମୀକ୍ଷା କରୁଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
ସୁନ୍ଦରଗଡ: ଦ୍ବିତୀୟ ଦିନରେ ଆଜି ସୁନ୍ଦରଗଡ ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବର୍ତମାନ ସୁନ୍ଦରଗଡର ରାଜବାଟୀରେ ଥିବା ମା ସମଲେଇ ମନ୍ଦିର ଆସି ମନ୍ଦିରର ସୌନ୍ଦଯ୍ୟକରଣ ଦିଗରେ ଆଲୋଚନା କରୁଛନ୍ତି । କିଭଳି ଏକ ଭବ୍ୟ ମନ୍ଦିରର ରୂପନେବ ସୁନ୍ଦରଗଡର ସମଲେଇ ମନ୍ଦିର ତାକୁ ରାଜ୍ୟ…
ଜାନୁଆରି ୬ରେ ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର
ଭୁବନେଶ୍ବର: ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ନିମନ୍ତେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ପୂର୍ବତନ ସାଂସଦ ଡ. ଅଜୟ କୁମାରଙ୍କର ଆସନ୍ତା ଜାନୁଆରି ୬ ତାରିଖରୁ ୮ ତାରିଖ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଡ. ଅଜୟ କୁମାର ୬ ତାରିଖ ଦିନ ୧୧ଟାରେ ଭୁବନେଶ୍ୱର…
ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ୍
ନୟାଗଡ଼: ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ୍ । ଚେନ୍ନାଇ ଠାରେ ଥିବା କେନ୍ଦ୍ରସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ୍ ରେଜେଷ୍ଟ୍ରି ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି। କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ୩ ବର୍ଷ ତଳେ ପ୍ରୟାସ…