Browsing Category

Odisha

All about all odisha state news updates

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ମାସ ୨୭ ତାରିଖ ୨୦୨୪ ମସିହା(ମଙ୍ଗଳବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ଫାଲଗୁନମାସ- କୃଷ୍ଣପକ୍ଷ ତିଥି- ତୃତୀୟା ରାତ୍ରି ଘ୦୨/୦୯ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର- ହସ୍ତା ଚନ୍ଦ୍ର- କନ୍ୟା ଯୋଗ- ଶୂଳ କରଣ -…

ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ ଯୁବକ

ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ବାଲିଗୁଡ଼ା ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅଧୀନ ପାଙ୍ଗାପଡ଼ା ଗ୍ରାମର ସପନ ପାଟ୍ଟମାଝୀ। ଅଭିଯୋଗ ମୁତାବକ, ସପନ ଘର ନିର୍ମାଣ କାମ କରିବାକୁ ଗୁମୁଡୁମାହାରୁ…

ବରମୁଣ୍ଡା ଆମ୍ବେଦକର ବସ ଟର୍ମିନାଲରେ ହେବ ପୁଲିସ୍‌ ଆଉଟପୋଷ୍ଟ, ନିଯୁକ୍ତି ପାଇବେ ୮୯ ପୁଲିସ କର୍ମଚାରୀ

ନିକଟରେ ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ଏକ ପୋଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୮୯ ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ। ସୂଚନାଯୋଗ୍ୟ ଯେ ୫-ଟି…

ମଂଚକୁ ଆସିବା ପୂୃର୍ବରୁ ଚାଲିଗଲା ଜୀବନ

ମଂଚକୁ ଆସିବା ପୂୃର୍ବରୁ ଚାଲିଗଲା ଜୀବନ । କେନ୍ଦ୍ରାପଡା ନରଣପୁରରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ କଳାକାରଙ୍କ ମୃତ୍ୟୁ ହୋଇଛି । ରିହରସାଲ ସାରି ଫେରୁଥିବାବେଳେ କଳାକାରଙ୍କ ଗାଡି ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ୩ ଜଣ କଳାକାର ପ୍ରାଣ ହରାଇଥବାବେଳେ ୪ ଗୁରୁତର…

ଓଡ଼ିଶା ଆସିବେ ବିଲ୍‌ ଗେଟ୍‌ସ

ଓଡ଼ିଶା ଆସିବାକୁ ଯାଉଛନ୍ତି ମାଇକ୍ରୋସଫ୍ଟ ସିଇଓ ବିଲ୍‌ ଗେଟ୍‌ସ। ଫେବୃଆରୀ ୨୮ ତାରିଖରେ ଆସି ସେ ଭୁବନେଶ୍ୱରରେ ପହଞ୍ଚିବେ। ଏହି ଗସ୍ତ ସମୟରେ ସେ କୃଷି ଭବନକୁ ଯାଇପାରନ୍ତି। ୨୦୧୭ରେ ମେଲିଣ୍ଡା ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ଓଡ଼ିଶାରେ କୃଷିରେ ଉନ୍ନତି ପାଇଁ…

କମିଶନରେଟ ପୋଲିସକୁ ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା

କମିଶନରେଟ ପୋଲିସକୁ ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା ।  ଆପାର୍ଟମେଣ୍ଟ୍ ବାସିନ୍ଦାଙ୍କ ସହିତ ଆଲୋଚନା କରିଛନ୍ତି ଖୋଦ ପୋଲିସ କମିଶନର । ଗତକାଲି ଏନେଇ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜିଆପାର୍ଟମେଣ୍ଟ ବାସିନ୍ଦାଙ୍କ ସହିତ ଆଲୋଚନା କରିଛନ୍ତି ପୋଲିସ…

ବୀରମହାରାଜାପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା

ରାଜ୍ୟ ସରକାର ରବିବାର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଭାବେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶନିବାର ୫ଟି ନୂଆ ମ୍ୟୁନିସିପାଲିଟି ସହିତ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ…

ଚିଲିକାରେ ଫସିଲା ଡଙ୍ଗା

ଚିଲିକା ମଝିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଅଟକି ଯାଇଛି । ତେବେ ମଝି ଚିଲିକାରେ ୩୦ ରୁ ଅଧିକ ଲୋକ ଫସି ରହିଛନ୍ତି ବୋଲି ଜଣାପଡିଛି । ଯାତ୍ରୀମାନଙ୍କ ସହ ୮ଟି ବାଇକ ମଧ୍ୟ ଡଙ୍ଗାରେ ରହିଛି । ଅଧଘଣ୍ଟାରୁ ଅଧିକ ସମୟ ହେଲାଣି ଫସି ରହିଛି ଏହି ଡଙ୍ଗା ।ସୂଚନା ଅନୁଯାୟୀ, କିଛି ଯାନ୍ତ୍ରିକ…

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ମାସ ୨୫ ତାରିଖ ୨୦୨୪ ମସିହା(ରବିବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ଫାଲଗୁନମାସ- କୃଷ୍ଣପକ୍ଷ ତିଥି- ପ୍ରତିପଦ ରାତ୍ରି ଘ ୦୮/୫୪ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା ନକ୍ଷତ୍ର- ପୂର୍ବା ଫା ରାତ୍ରି ଘ୦୨/୨୩ ପର୍ଯ୍ୟନ୍ତ ତଦନ୍ତେ…

କେନ୍ଦୁଝର ଜିଲାର ବିଭିନ୍ନ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ କପି ହେଉଥିବା ଏଆଇ ପକ୍ଷରୁ ଜଣାପଡ଼ିଛି

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କପି ହେଉଥିବା ଅଭିଯୋଗ ହେଉଛି । ଏହା ମଧ୍ୟ ସିସିଟିଭି କ୍ୟାମେରାରେ ଧରାପଡୁଛି । କେନ୍ଦୁଝରରେ ଏଆଇ କ୍ୟାମେରା କପି ଧରିଛି ।  ଜିଲା ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରର ୬ ଅଧୀକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ବଦଳି କରାଯାଇଛି। ଜିଲା ଶିକ୍ଷା ଅଧିକାରୀ ଗୌରୀରାଣୀ…