Browsing Category

Odisha

All about all odisha state news updates

ଆଜି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଯିବେ । ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ସହ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ୫୯ଟି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବା ସହ ୨୧ଟି ବିଭିନ୍ନ…

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ମାସ ୨୦ ତାରିଖ ୨୦୨୪ ମସିହା(ମଙ୍ଗଳବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ମାଘମାସ- ଶୁକ୍ଳପକ୍ଷ ତିଥି- ଏକାଦଶୀ ଦିବା ଘ ୦୯/୫୪ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ନକ୍ଷତ୍ର- ଆର୍ଦ୍ରା ଦିବା ଘ୧୨/୫୪ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ…

ସୋମବାରଠୁ ଆଉ ୫ଜିଲାରେ ଗଡିଛି ଲକ୍ଷ୍ମୀ ବସ୍‌

ରାଜ୍ୟରେ ସୋମବାରଠୁ ଆଉ ୫ଜିଲାରେ ଗଡିଛି ଲକ୍ଷ୍ମୀ ବସ୍‌ । କଟକ, ସମ୍ବଲପୁର, ଝାରସୁଗୁଡା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍‌ ସେବା । ଭିଡ଼ିଓ କନଫରେନ୍ସିଂରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ଷ୍ମୀ ବସ ଦ୍ୱାରା…

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ମାସ ୧୯ ତାରିଖ ୨୦୨୪ ମସିହା(ସୋମବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ମାଘମାସ- ଶୁକ୍ଳପକ୍ଷ ତିଥି- ଦଶମୀ ଦିବା ଘ ୦୮/୪୯ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର- ମୃଗଶିରା ଦିବା ଘ୧୧/୧୩ ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରା…

ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଆଜି ୨ ହଜାର ୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଡାକିଛନ୍ତି ରାଜ୍ୟ ସରକାର

ନିର୍ବାଚନ ପୂର୍ବରୁ ପିପିପି ମୋଡରେ ହେବାକୁ ଥିବା ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଆଜି ୨ ହଜାର ୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଡାକିଛନ୍ତି ରାଜ୍ୟ ସରକାର।  ପ୍ରକଳ୍ପ ପାଇଁ  ପରିବେଶ ମଞ୍ଜୁରୀ ମିଳିଛି ହେଲେ ଏବେ ବି କୋଷ୍ଟାଲ ରେଗୁଲେସନ ଜୋନ୍ କ୍ଲିୟରାନ୍ସ ବାକି ଅଛି।ଟେଣ୍ଡର…

ଲକ୍ଷ୍ମୀନାରାୟଣ ମନ୍ଦିରର ତାଲାଭାଙ୍ଗି

ତିହିଡି, ୧୭.୦୨: ଭଦ୍ରକ ଜିଲ୍ଲା ତିହିଡ଼ି ସିନ୍ଦୋଳ ପଞ୍ଚାୟତ ନୂଆପାଟଣାସ୍ଥିତ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରର ତାଲାଭାଙ୍ଗି ହୁଣ୍ଡି ବାକ୍ସରୁ ଲୁଟିନେଲେ ଦୁର୍ବୁ । ମନ୍ଦିରର ମୁଖ୍ୟ ଫାଟକ ଓ ମଧ୍ୟମ ସ୍ଥଳରେ ଲାଗିଥିବା ଗ୍ରୀଲ୍ ଭାଙ୍ଗିବା ପ୍ରଥମେ ହୁଣ୍ଡି ବାକ୍ସକୁ କାବୁ କରିଥିଲେ…

ପୁରୀକୁ ମିଳିବ ବିମାନ ସେବା

ଖୁବଶୀଘ୍ର ପୁରୀ ଶ୍ରୀକ୍ଷେତ୍ରରୁ ବିମାନ ସେବା ପାଇପାରିବେ ଶ୍ରଦ୍ଦାଳୁ । ଏଥିପାଇଁ ଟେଣ୍ଡର ଆହ୍ୱାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ପିପିପି ମୋଡରେ ମୋଟ ୨୨୦୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ ଦେଇଛି ଇୟଡକୋ ।…

୧୫ ଜିଲ୍ଲାରେ ୭୩ ‘ଆମ ହସ୍ପିଟାଲ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ରାଜ୍ୟର ୧୫ଟି ଜିଲ୍ଲାରେ ୭୩ଟି ‘ଆମ ହସ୍ପିଟାଲ’, ପାଞ୍ଚଟି ଉପଖଣ୍ଡସ୍ତରୀୟ ଡାଏଲିସିସ୍ କେନ୍ଦ୍ରର ଲୋକାର୍ପଣ କରିଛନ୍ତି। ଏହାସହ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଆଇଭିଆରଏସ୍‌ ପଦ୍ଧତିରେ ରୋଗୀ ମତାମତ ସଂଗ୍ରହ ବ୍ୟବସ୍ଥା ସହ…

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ମାସ ୧୮ ତାରିଖ ୨୦୨୪ ମସିହା(ରବିବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ମାଘମାସ- ଶୁକ୍ଳପକ୍ଷ ତିଥି- ନବମୀ ଦିବା ଘ ୦୮/୧୬ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର- ରୋହିଣୀ ଦିବା ଘ୧୦/୦୨ ପର୍ଯ୍ୟନ୍ତ ତଦନ୍ତେ ମୃଗଶିରା ଚନ୍ଦ୍ର-…