Trending
- ପୁଣି ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡ଼ିବ ବିମାନ,ଅକ୍ଟୋବର ୨ତାରିଖରୁ ବ୍ୟାଙ୍କକ ପାଇଁ ବୁକିଂ ଆରମ୍ଭ କରିଛି ଇଣ୍ଡିଗୋ
- ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଘୋଷଣା
- ଘୁଞ୍ଚିଲା ଦାରା ସିଂ ମୁକ୍ତି ମାମଲାର ଶୁଣାଣି,୩ ସପ୍ତାହ ସମୟ ମାଗିଲେ ଦାରାଙ୍କ ଓକିଲ
- ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର ,ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି
- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ,ଦେଶବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ
- ଆଜି ପବିତ୍ର ବିଶ୍ବକର୍ମା ପୂଜା , ଦେବଶିଳ୍ପୀଙ୍କ ଆବାହାନ ପାଇଁ ଚଳଚଞ୍ଚଳ ଶିଳ୍ପାଞ୍ଚଳ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ୱଲପୁର ଗସ୍ତ : ଦେଶର ୫୧ତମ ଓ ରାଜ୍ୟର ୩ୟ ଡଫଲର ରାଡାର ଉଦଘାଟନ
- ରାଷ୍ଟ୍ରପତି ଭବନରେ ଲାଞ୍ଜିଆ ସଉରାଙ୍କ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ
- ଝିରଘାଟି ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ ୧୦ ମାଓବାଦୀଙ୍କୁ ମୃତ୍ୟୁଦଣ୍ଡାଦେଶ
- ଶଙ୍ଖ ନଦୀରେ ବଡ଼ ଅଘଟଣ , ନଦୀରେ ବୁଡ଼ିଗଲେ 6 ନାବାଳିକା, 3 ମୃତ 3 ଉଦ୍ଧାର
Browsing Category
Odisha
All about all odisha state news updates
କ୍ୟାପିଟାଲ ହସ୍ପିଟାଲରେ ମନ୍ମଥ ରାଉତରାୟ , ପଚାରି ବୁଝିଲେ ରୋଗୀଙ୍କ ସମସ୍ୟା
ଲିଙ୍ଗରାଜ ମନ୍ଦିରରେ ପହଞ୍ଚିି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ପୂଜା କରିଛନ୍ତି ଭୁବନେଶ୍ୱରର ବିଜେଡିର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ସାଂସଦ ହେଲେ ଲିଙ୍ଗରାଜ ମନ୍ଦିର ଆକ୍ଟ ପାଇଁ ସଂସଦରେ ପ୍ରସ୍ତାବ ରଖିବେ ବୋଲି ମନ୍ମଥ କହିଛନ୍ତି । ଏପରି କହି ସେ ପରୋକ୍ଷରେ ବିଜେପିର ସାଂସଦ…
ଡାଲି ଦର ବୃଦ୍ଧି
ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଏବଂ ପ୍ରଚାର ଜୋର ଧରିଲାଣି। ଏଭଳି ସମୟରେ ଦରଦାମ୍ ଅସ୍ତବ୍ୟସ୍ତ କଲାଣି। ପୂର୍ବରୁ ଅନ୍ୟାନ୍ୟ ସାମଗ୍ରୀର ଦର ଉଚ୍ଚା ଥିବାବେଳେ ଏବେ ବଜାରରେ ହଠାତ୍ ହରଡ଼ ଡାଲି ମହଙ୍ଗା ହୋଇଯାଇଛି। କ୍ବିଣ୍ଟାଲ ପିଛା ୩୦୦ରୁ ୪୦୦ ଟଙ୍କା ବଢ଼ିଯାଇଛି।…
ହାଇ ସ୍ପିଡରେ ଆସି ଟ୍ରେନକୁ ପିଟିଲା କାର୍
ସକାଳୁ ସକାଳୁ ଟ୍ରେନ ଏବଂ କାର୍ ମଧ୍ୟରେ ଦୁର୍ଘଟଣା ଦେଖିବାକୁ ମିଳିଛି । ଦ୍ରୁତ ଗତିରେ ଆସି ଏକ କାର୍ ଟ୍ରେନ ସହ ଧକ୍କା ହୋଇଛି ବିଶାଖାପାଟନମ୍-ଅମୃସର ହୀରାକୁଦ ଏକ୍ସପ୍ରେସକୁ ପିଟିଛି ହାଇସ୍ପିଡ କାର୍ । ଅନୁପୁରରେ ରେଲୱେ ଫାଟକ ଭାଙ୍ଗି ପଶିଯିବାରୁ କାରଟି ଟ୍ରେନକୁ ଡ଼କ୍କ ଦେଇଛି । ଫଳରେ…
ନିଜକୁ ମହାନ ବୋଲି ଭାବି ଦେଶ ଏବଂ ଗଣତନ୍ତ୍ରର ମର୍ଯ୍ୟାଦା ହାନି କରୁଛନ୍ତି ମୋଦି’- ସୋନିଆ ଗାନ୍ଧି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଲୋକ ସଭା ନିର୍ବାଚନ ୨୦୨୪ ଲାଗି ସୋନିଆ ଶନିବାର ବଡ଼ ରାଲି କରିଥିଲେ। ଜୟପୁରରେ ହୋଇଥିବା ଏହି ରାଲିରେ ସୋନିଆ କହିଛନ୍ତି ଯେ, ମୋଦି ନିଜକୁ ମହାନ ଭାବି ଦେଶ ଏବଂ ଗଣତନ୍ତ୍ରର ମର୍ଯ୍ୟାଦା…
ଅଂଶୁଘାତରେ ୮ ଜଣ ଆକ୍ରାନ୍ତ
ଅଂଶୁଘାତରେ ୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ଗୋଟିଏ ଦିନରେ ଅଂଶୁଘାତରେ ୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଅନୁଗୁଳର ସର୍ବାଧିକ ୫ ଜଣ ଅଂଶୁଘାତରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୟୁରଭଞ୍ଜ, ସୁନ୍ଦରଗଡ ଏବଂ ଭୁବନେଶ୍ୱରରୁ ଜଣେ ଲେଖାଏଁ ଅସୁସ୍ଥ ହୋଇଛନ୍ତି।ଚଳିତ ବର୍ଷ…
ବିଜେପିରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି , ୨୦୧୯ରେ ବିଜେପି ଟିକେଟରୁ ଲଢି ହୋଇଥିଲେ ପରାଜିତ
ବିଜେପି ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରଘୁ । ନିଜର ଇସ୍ତଫାପତ୍ର ଦଳର ସଭାପତିଙ୍କୁ ପଠାଇଛନ୍ତି ରଘୁ ମହାନ୍ତି । ୨୦୧୯ ନିର୍ବାଚନରେ ରଘୁ ମହାନ୍ତି ବିଜେପିରେ ସାମିଲ ହେବା ସହ ବସ୍ତା ଆସନରୁ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ…
ମୋ ବସ୍’ ଦୁର୍ଘଟଣା
ଖୋର୍ଦ୍ଧା ପିତାପଲ୍ଲୀ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଛି ମୋ-ବସ୍ । ଭାରସାମ୍ୟ ହରାଇ ମୋ-ବସ୍ ରାସ୍ତାକଡ଼ ଏକ ନାଳକୁ ଖସି ଯାଇଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱରରୁ ଖୋର୍ଦ୍ଧା ଯିବା ରାସ୍ତାରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ।…
ତାଳଚେରରେ ଭୟଙ୍କର ଅଗ୍ନିକାଣ୍ଡ,
ତାଳଚେର କଣିହାଁ ଏନ୍ଟିପିସିରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଛି । ୨ ଓ ୩ ନମ୍ବର କନଭେୟର ବେଲ୍ଟରେ ଲାଗିଛି ନିଆଁ । ୨ଟି ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଚେଷ୍ଟା କରୁଛି । କୋଇଲାରେ ନିଆଁ ଲାଗିଥିବାରୁ ପୁରା ଅଞ୍ଚଳ ଧୁଆଁମୟ ହୋଇ…
ଏଣିକି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ କରିବେ ନାହିଁ ଶ୍ରମିକ
ଏପ୍ରିଲ ଆରମ୍ଭରୁ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥିବାରୁ ଅଂଶୁଘାତକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ସମ୍ପୂର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକମାନେ ଏପ୍ରିଲରୁ ଜୁନ୍ ୧୫ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ କରିବେ ନାହିଁ। ଏନେଇ ଶ୍ରମ ଓ…
୨ ନୂଆ ଏସ୍ପି, ଜଣେ ଡିସିପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ
ଦୁଇ ଏସ୍ପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ୱ ନେଇ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି। ରାଉରକେଲା ଏସ୍ପି ଭାବେ ବ୍ରିଜେଶ କୁମାର ରାୟ ଏବଂ ଅନୁଗୋଳର ଏସ୍ପି ଭାବେ ଉମାକାନ୍ତ ଦାସ ଦାୟିତ୍ୱ ନେଇଛନ୍ତି। କଟକର ନୂଆ ଡିସିପି ଭାବେ ଆର ପ୍ରକାଶ ଦାୟିତ୍ୱ ନେଇଛନ୍ତି। ଏନେଇ ମୁଖ୍ୟ ଶାସନ…