Trending
- ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ
- ସାହାରାରେ ତୁଷାରପାତ , ବରଫ ଦ୍ୱାରା ଆବୃତ୍ତ ହେଲା ମରୁ ବାଲି
- ନୂଆ ରୂପ ପାଇବ କଟକ ମହାନଦୀ ରିଭର ଫ୍ରଣ୍ଟ , ଏ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଉପରାଷ୍ଟ୍ରପତି
- ୨୦୦ ଫୁଟ ତଳକୁ ଖସିଲା ସେନା ଗାଡ଼ି ,୧୦ ଯବାନ ମୃତ
- ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ପାଇଁ ଖୁସି ଖବର,୧,୮୦୦ ଟଙ୍କା ବଦଳରେ ପାଇବେ ୨,୫୦୦ ଟଙ୍କା ମାସିକ ଭତ୍ତା
- ଆଜି ମିଳିବ ସୁଭଦ୍ରା ଟଙ୍କା
- ସଂଗଠନ ଏବଂ ନିର୍ବାଚନ ଉପରେ ବିଶେଷ ଧ୍ୟାନ ଦେଇ ପ୍ରଥମ ପ୍ରମୁଖ ବୈଠକ କରିଛନ୍ତି ନୀତିନ ନବୀନ
- ଅବସର ଗ୍ରହଣ ଘୋଷଣା କଲେ ନାସାର ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ବଡ଼ ମହାସ୍ନାନ’ ନୀତି: ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଦର୍ଶନ ବନ୍ଦ
Browsing Category
Odisha
All about all odisha state news updates
ତାରିଣୀ ଦର୍ଶନ ପାଇଁ ଯିବା ବେଳେ ଚାଲିଗଲା ୮ ଜୀବନ
କେନ୍ଦୁଝର : ମାଙ୍କୁ ଦର୍ଶନ କରିବା ପୂର୍ବରୁ ଚାଲିଗଲା ପ୍ରାଣ । ଦୁର୍ଘଟଣା ନେଇଗଲା ଜୀବନ । ତାରିଣୀ ଦର୍ଶନ ପାଇଁ ଯିବା ବେଳେ ଚାଲିଗଲା ୮ ଜୀବନ । କେନ୍ଦୁଝର ବାଲିଯୋଡ଼ି ଏନଏଚ ୨୦ରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ସମସ୍ତ ମୃତକ ଗଂଜାମ ଦିଗପହଣ୍ଡି ପୋଡ଼ାମାରି ଗାଁର ବୋଲି ଜଣାପଡିଛି ।…
କେନ୍ଦ୍ରାପଡ଼ାରେ ନିପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା
କେନ୍ଦ୍ରାପଡ଼ାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଆଉ ପାଦେ ଆଗକୁ ବଢିଲେ ରାଜ୍ୟ ସରକାର। ଡିସେମ୍ବର ମାସରେ ହେବ ଜନଶୁଣାଣି ପ୍ରକ୍ରିୟା । ଡିସେମ୍ବର ଶେଷ କିମ୍ବା ଜାନୁଆରୀ ସୁଦ୍ଧା ମିଳିବ ପରିବେଶ ଅନୁମତି । ପରିବେଶ ମଞ୍ଜୁରୀ ପ୍ରକ୍ରିୟା ପାଇଁ ଲାଗେ ୬ ମାସରୁ ୮ ମାସ…
ଓଡ଼ିଶା ଜଙ୍ଗଲରେ କଳାବାଘ
ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବାଘ ଗଣନା ସମୟରେ କ୍ୟାମେରା ଟ୍ରାପ୍ରେ କଳା ରଙ୍ଗର ଏକ କଲରାପତରିଆ ବାଘ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଛନ୍ତି। କେଉଁ ଜଙ୍ଗଲ ଓ କେଉଁ…
ଆଜି ଅସଲ ଛାଡ଼ଖାଇ
ଆଜି କୋଟି କୋଟି ଟଙ୍କାର ଆମିଷ କାରବାର ହେବ ବୋଲି ଆକଳନ କରାଯାଇଛି। ବୁଧବାର ଭୋରୁ ଲୋକେ ବିଭିନ୍ନ ଅଞ୍ଚଳରେ ଆମିଷ ମାର୍କେଟରେ ଭିଡ଼ ଜମାଇଲେଣି। ରାଜଧାନୀରେ ଆଜି ଅଧିକ ଚାହିଦା ଥିବାରୁ ଆମିଷ ଦର ବି ଟିକେ ଉଚ୍ଚା ରହିଛି। ୟୁନିଟ୍-୪ ମାର୍କେଟରେ ଆଜି ମଟନ୍ ଦର କିଲୋ ପ୍ରତି ୯୦୦ ଟଙ୍କା…
ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ
ପୁରୀ: ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ ହୋଇଛି। ପ୍ରଥମେ ରତ୍ନଭଣ୍ଡାରର ବାହାର ପାର୍ଶ୍ବ କାନ୍ଥର ଲେଜର୍ ସ୍କାନିଂ ହେବ। ଆବଶ୍ୟକ ପଡ଼ିଲେ, ରତ୍ନଭଣ୍ଡାର ଭିତରପାର୍ଶ୍ବ କାନ୍ଥର ଲେଜର୍ ସ୍କାନିଂ ହେବ। ଏଥିସହ ଶ୍ରୀମନ୍ଦିର ପାର୍ଶ୍ବ ଦେବବେଦୀ ମନ୍ଦିର…
ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ଦେଇଛନ୍ତି ବାସ୍ତବ ରୂପ
ଦ୍ବିତୀୟ ଟି’ର ଅର୍ଥ ହେଲା, ଟିମ୍ ଓ୍ବାର୍କ
ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କଲେ ରାଷ୍ଟ୍ରପତି
ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି । ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ୍ ଥିଲେ ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଏହି ଅବସରରେ ନିଜର ଅଭିଭାଷଣ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…
ବିଜେଡିରେ ଯୋଗ ଦେଲେ ଭି.କେ.ପାଣ୍ଡିଆନ୍
ଭୁବନେଶ୍ବର: ବିଜେଡିରେ ଯୋଗ ଦେଲେ ଭି.କେ.ପାଣ୍ଡିଆନ୍। ବହୁ କଳ୍ପନାଜଳ୍ପନା ଓ ଚର୍ଚ୍ଚାର ଅନ୍ତ ଘଟାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍। ଶ୍ରୀ ପାଣ୍ଡିଆନ୍ ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ…