Browsing Category

Odisha

All about all odisha state news updates

ଚଳିତ ବିଧାନସଭାର ଶେଷ କ୍ୟାବିନେଟ ବୈଠକ,ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ

ଚଳିତ ବିଧାନସଭାର ଶେଷ କ୍ୟାବିନେଟ ବୈଠକରେ ଗୁରୁତ୍ବପୂଣ୍ଣ ନିଷ୍ପତ୍ତି । ଏଥିରେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲରେ ବୈଠକରେ ସାମିଲ ହୋଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି…

ଆଜି ବିଶ୍ବ ବାଇସାଇକେଲ୍‌ ଦିବସ

ବ୍ୟକ୍ତିଗତ ଯାତାୟାତ ପାଇଁ କାର୍‌ ଓ ବାଇକ୍‌ ରାସ୍ତାକୁ କବ୍‌ଜା କରି ନେଇଛନ୍ତି। ତାହାରି ଭିତରେ କିଛି ହାତଗଣତି ସାଇକେଲ ଗଡ଼ୁଛି ସତ, କିନ୍ତୁ ତାହା ଯାତାୟାତର ଜରୁରୀ ମାଧ୍ୟମ ହୋଇ ରହିନାହିଁ। ସ୍ବାସ୍ଥ୍ୟ ସଚେତନ ଲୋକେ ଫିଟ୍‌ନେସ୍‌ ଓ ପରିବେଶ ସୁରକ୍ଷାକୁ ନଜରରେ ରଖି ସାଇକେଲ ବ୍ୟବହାର…

ଆଜି ପଞ୍ଚମ ପାଳିର ଶେଷ‌ କ୍ୟାବିନେଟ୍‌

ଆଜି(ସୋମବାର) ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ପୂର୍ବାହ୍ଣ ସାଢ଼େ ୧୧ଟାରେ ଅନୁଷ୍ଠିତ ହେବ। ବିଜେଡି ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ଏନେଇ ସବୁ ବିଭାଗର ମନ୍ତ୍ରୀ ମାନଙ୍କୁ ଅବଗତ କରାଯାଇଛି। ଚଳିତ ସାଧାରଣ…

ନିର୍ବାଚନ ଫଳାଫଳ ଘୋଷଣାକୁ ନେଇ ଓଡ଼ିଶା ପୋଲିସର ପ୍ରସ୍ତୁତି

ନିର୍ବାଚନ ଫଳାଫଳ ଘୋଷଣା ପରବର୍ତ୍ତୀ ଆଇନଶୃଙ୍ଖଳା ସ୍ଥିତି ନେଇ ଓଡ଼ିଶା ପୋଲିସର ପ୍ରସ୍ତୁତି । ଏନେଇ ସଜାଗ ରହିବା ସହ ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ନିର୍ବାଚନ ଫଳାଫଳ ଘୋଷଣା ପରେ ହେବାକୁ ଥିବା ଶୋଭାଯାତ୍ରା…

ରାଜଧାନୀ ରାସ୍ତାରେ ସ୍ପାଇକ୍‌ ବ୍ୟାରିଅର୍‌ ଲାଗିବ

ରାଜଧାନୀ ରାଜରାସ୍ତାରେ ବିଭିନ୍ନ ଟ୍ରାଫିକ୍‌ ଛକରେ ଲାଗିବ ସ୍ପାଇକ୍‌ ବ୍ୟାରିଅର୍‌। ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଚଳକୁ ରୋକିବା ସହ ଅମାନିଆଙ୍କ ଗାଡ଼ିକୁ ଅଟକାଇବା ଲାଗି କମିସନରେଟ୍‌ ପୁଲିସ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ବ୍ଲକିଂ ଚେକିଂ ବେଳେ ପୁଲିସ ଆଗରୁ ଚମ୍ପଟ ମାରୁଥିବା…

ଏକଜିଟ୍ ପୋଲ ରିପୋର୍ଟରେ ଓଡିଶାରେ ପଦ୍ମ ଫୁଟିବ

ସରିଛି ଭୋଟ ଏବେ କିଏ ଗଢ଼ିବ ସରକାର ତାକୁ ନେଇ ଚାଲିଚି ଚର୍ଚା ।  ଏକଜିଟ୍ ପୋଲ ରିପୋର୍ଟରେ  ଓଡିଶା ଲୋକସଭା ନିର୍ବାଚନରେ ବିଜେପି ୧୫ରୁ ଅଧିକ ସିଟ୍ ଜିତିବା ନେଇ ଏକାଧିକ ସଂସ୍ଥା ଦାବି କରିଛନ୍ତି । ତେବେ ଏଗଜିଟ୍ ପୋଲର ଆକଳନ ଅନୁସାରେ, ଲୋକସଭା ନିର୍ବାଚନରେ ବିଜେପି, ବିଜେଡିଠାରୁ ଆଗରେ…

ଓଡ଼ିଶାରେ କିଏ ମାରିବ ବାଜି?

ସରିଛ ଲୋକ ସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍‌ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ସରିଛି। ତେବେ ଏହାରି ଭିତରେ ଏକଜିଟ ପୋଲ ବା ବୁଥ୍‌ ବାହୁଡା ମତ ପ୍ରକାଶ ପାଇଛି। ଓଡ଼ିଶାକୁ ନେଇ ବିଭିନ୍ନ ଏଜେନ୍ସି ଭିନ୍ନ ଭିନ୍ନ ଆକଳନ କରିଥିବାବେଳେ ଇଣ୍ଡିଆ ଟୁଡେ-ଆକ୍ସିସ…

ଜଳୁଛି ପଶ୍ଚିମ ଓଡ଼ିଶା

ପଶ୍ଚିମ ଓଡ଼ିଶାରେ ଆହୁରି ଦୁଇ ଦିନ କଲବଲ କରିବ ଗ୍ରୀଷ୍ମପ୍ରବାହ । ପରେ କମିବ ତାତି । ଆଗାମୀ ୨ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।ଗ୍ରୀଷ୍ମଲହରୀ ନେଇ ଆଜି ପଶ୍ଚିମ ଓଡିଶାର ୫ ଜିଲ୍ଲା ବରଗଡ଼,…

ଓଡିଶା ଲୋକସଭା ଆସନକୁ ନେଇ ‘ଇଣ୍ଡିଆଟିଭି’ର ଆକଳନ:ବିଜେଡିକୁ ୪ରୁ୬ ସିଟ ମିଳିବା ନେଇ ପୂର୍ବାନୁମାନ

ଓଡିଶା ଲୋକସଭା ଆସନକୁ ନେଇ ଇଣ୍ଡିଆ ଟିଭିର ପୂର୍ବାନୁମାନ । ବିଜେପିକୁ ୧୫ରୁ ୧୭ ଆସନ ମିଳିବା ନେଇ ଆକଳନ । ବିଜେଡିକୁ ୪ରୁ ୬ ଆସନ ମିଳିବା ନେଇ ପୂର୍ବାନୁମାନ । ସେହିପରି କଂଗ୍ରେସକୁ ମିଳିପାରେ ୦ରୁ ୧ ଆସନ । ସେହିପରି ଏନଡିଏ ମେଣ୍ଟକୁ ୩୭୧ ଆସନ ମିଳିବା ନେଇ ଆକଳନ ହୋଇଥିବାବେଳେ ଇଣ୍ଡିଆ…

ରାଜ୍ୟରେ ସନ୍ଧ୍ୟା ୫ସୁଦ୍ଧା ୬୨.୪୬% ମତଦାନ

ସାଧାରଣ ନିର୍ବାଚନ-୨୦୨୪ ପାଇଁ ମତଦାନ ସମୟ ଶେଷ ହୋଇଛି। କିନ୍ତୁ ମତଦାନ କେନ୍ଦ୍ର ପରିସରରେ ଯେଉଁ ମତଦାତା ଏବେ ବି ଧାଡ଼ିରେ ଅଛନ୍ତି ସେମାନେ ‌ଭୋଟ୍‌ ଦେବେ। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ହୋଇଛି। ଏହାରି ମଧ୍ୟରେ ଜଗତସିଂହପୁରରେ ସର୍ବାଧିକ ଓ ଭଦ୍ରକରେ ସର୍ବନିମ୍ନ…