Trending
- ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ
- ସାହାରାରେ ତୁଷାରପାତ , ବରଫ ଦ୍ୱାରା ଆବୃତ୍ତ ହେଲା ମରୁ ବାଲି
- ନୂଆ ରୂପ ପାଇବ କଟକ ମହାନଦୀ ରିଭର ଫ୍ରଣ୍ଟ , ଏ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଉପରାଷ୍ଟ୍ରପତି
- ୨୦୦ ଫୁଟ ତଳକୁ ଖସିଲା ସେନା ଗାଡ଼ି ,୧୦ ଯବାନ ମୃତ
- ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ପାଇଁ ଖୁସି ଖବର,୧,୮୦୦ ଟଙ୍କା ବଦଳରେ ପାଇବେ ୨,୫୦୦ ଟଙ୍କା ମାସିକ ଭତ୍ତା
- ଆଜି ମିଳିବ ସୁଭଦ୍ରା ଟଙ୍କା
- ସଂଗଠନ ଏବଂ ନିର୍ବାଚନ ଉପରେ ବିଶେଷ ଧ୍ୟାନ ଦେଇ ପ୍ରଥମ ପ୍ରମୁଖ ବୈଠକ କରିଛନ୍ତି ନୀତିନ ନବୀନ
- ଅବସର ଗ୍ରହଣ ଘୋଷଣା କଲେ ନାସାର ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ବଡ଼ ମହାସ୍ନାନ’ ନୀତି: ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଦର୍ଶନ ବନ୍ଦ
Browsing Category
Odisha
All about all odisha state news updates
ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ଆଜି ଜମିପଟ୍ଟା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡା: ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିବେ ଜମିପଟ୍ଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନର ଜମିଜମା ସମସ୍ୟାର…
ବୋରଓ୍ବେଲରୁ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ
ସମ୍ବଲପୁର ରେଙ୍ଗାଲି ରାଲିପାଲିର ବୋରଓ୍ବେଲରେ ଭିତରୁ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ। ଉଦ୍ଧାରକାରୀ ଦଳଙ୍କ ଅକ୍ଲାନ୍ ପରିଶ୍ରମକୁ ସାବାସୀ ଜଣାଇବା ସହିତ ପୁରା ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏଥିସହିତ ଓଡ୍ରାଫ, ଅଗ୍ନିଶମ, ଜିଲ୍ଲାପ୍ରଶାସନକୁ ମଧ୍ୟ…
ଭୁବନେଶ୍ୱରରେ ଉଦଘାଟିତ ହେଲା EY ଟେକ୍ନୋଲୋଜି ହବ୍
ଆଜି ଭୁବନେଶ୍ୱର ସ୍ଥିତ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଓ-ହବରେ EY ଟେକ୍ନୋଲୋଜି ହବ୍ ଉଦଘାଟନ କରାଯାଇଛି। ଯାହାକୁ ନେଇ ଯୁବ ବର୍ଗଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି। ତେବେ ରାଜ୍ୟର ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର କରିବା ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି…
ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ
ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ। ଆଜି ସକାଳେ ସେ ଝାରପଡ଼ା ଜେଲରୁ ବାହାରିଛନ୍ତି। ତାଙ୍କୁ ନେବା ଲାଗି ସ୍ବାମୀ ଜଗବନ୍ଧୁ ଝାରପଡ଼ା ଜେଲକୁ ଆସିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ପୂର୍ବରୁ ନୟାପଲ୍ଲୀ ଓ…
କେନ୍ଦ୍ରାପଡ଼ାରେ ହେବ ମେଗା ଶିଳ୍ପ କାରଖାନା
କେନ୍ଦ୍ରାପଡା: କେନ୍ଦ୍ରାପଡ଼ାରେ ଦେଶର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଗ୍ରାମସଭା । ଆର୍ସେଲର ମିତ୍ତଲ ଏବଂ ନିପ୍ପନ ଷ୍ଟିଲ ପାଇଁ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ହେବ।ମହାକାଳପଡା ବ୍ଲକର ପ୍ରସ୍ତାବିତ ତିନୋଟି ପଞ୍ଚାୟତ ଅଞ୍ଚଳରେ ଆଜି…
ରେଙ୍ଗାଳି ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ସହ ୭ ଦଫା ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ…
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ସେମାନଙ୍କର ୭ ଦଫା ଦାବିକୁ ପୂରଣ କରିବା ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ…
ସାଂସଦଙ୍କ ମଦ ସାମ୍ରାଜ୍ୟ ଗୁମର: ଜବତ ହେଲାଣି ୪୫୪.୫ କୋଟି
ବଲାଙ୍ଗୀର: ସାଂସଦଙ୍କ ମଦ ସାମ୍ରାଜ୍ୟ ଗୁମର ଖୋଲୁଛି । ଜବତ ହେଲାଣି ୪୫୪.୫ କୋଟି । ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ ମଦ ଲିଙ୍କ୍ ନେଇ ସାରା ଦେଶରେ ଚର୍ଚା ହେଉଛି । ଆୟକର ବିଭାଗ ପକ୍ଷରୁ ୫ଦିନ ଧରି ଚଢ଼ଉ ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ କଥା ପଦାକୁ ଆସୁଛି। ଆୟକର ବିଭାଗ…
ବାହାରୁଛି ମଦ ସାମ୍ରାଜ୍ୟର କଳା ଟଙ୍କାର ପାହାଡ : କିଏ ସେ ଇନସିପେକ୍ଟର ତିଓ୍ବାରୀ?
ମଦ ସାମ୍ରାଜ୍ୟରେ ଆଇଟି ରେଡ୍ ଯେତିକି ଆଗକୁ ବଢୁଛି, ସେତିିକି ଖୋଲି ଚାଲିଛି କଳାଟଙ୍କାର ଗୁମର ।ବଲାଙ୍ଗିରରେ ଏଯାଏଁ ମିଳିଲାଣି ପ୍ରାୟ ୧୪୦ କୋଟି ଟଙ୍କା। ୧୭୬ଟି ଟଙ୍କା ବ୍ୟାଗ୍ ରୁ ୧୦୬ଟିର ଗଣତି ଶେଷ ହୋଇଥିବାବେଳେ ଆହୁରି ୭୦ଟି ଟଙ୍କା ଭର୍ତ୍ତି ବ୍ୟାଗ୍ ଗଣତି ପାଇଁ ବାକି ରହିଛି। ଗଣତି…
ଦୂର ହେବ ଲୋ-ଭୋଲଟେଜ୍ ସମସ୍ୟା
ଭୁବନେଶ୍ବର: ଦୂର ହେବ ଲୋ-ଭୋଲଟେଜ୍ ସମସ୍ୟା । ଆଗାମୀ ଏକ ବର୍ଷ ଭିତରେ ଲୋଡ ସେଡିଂ ଦୂର କରିବା ସହ ଲୋ-ଭୋଲଟେଜ୍ ସମସ୍ୟାରୁ ମିଳିବ ମୁକ୍ତି । ଯାହା ଫଳରେ ବାତ୍ୟା ସମୟରେ ତୁରନ୍ତ ବିଦ୍ୟୁତ ସଂଯୋଗ ହୋଇ ପାରିବ । ଲୋ-ଭୋଲଟଜ ସମସ୍ୟା ବହୁ ମାତ୍ରାରେ ନିୟନ୍ତ୍ରଣକୁ ଅଣାଯାଇଛି । କାଁ ଭାଁ…
୧୫ ତାରିଖରେ ବସିବ ବିଜେଡି କାର୍ଯ୍ୟକାରିଣୀ, ପ୍ରତିଷ୍ଠା ଦିବସ ପାଇଁ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା
ଭୁବନେଶ୍ବର: ବିଜେଡିର ବଡ଼ ଷ୍ଟ୍ରାଟେଜି । ୧୫ରେ ବସିବ କାର୍ଯ୍ୟକାରିଣୀ । ପ୍ରତିଷ୍ଠା ଦିବସ ପାଇଁ ସ୍ଥିର ହେବ କାର୍ଯ୍ୟକ୍ରମ । ଫୋକସରେ ବିକାଶ ଓ ଲୋକାଭିମୁଖୀ ଯୋଜନା । ୧୯୯୭ ଡିସେମ୍ବର ୨୬ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଜନ୍ମ ନେଇଥିଲା ବିଜୁ ଜନତା ଦଳ । ୨୦୦୦…