Browsing Category

Odisha

All about all odisha state news updates

ସରକାରୀ କର୍ମଚାରୀଙ୍କ 3 ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଲା । ଏହା ଜୁଲାଇ ପହିଲା ୨୦୨୪ରୁ ପିଛିଲା ଭାବରେ ଲାଗୁ ହେବ। ଏହି…

ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବଡ ନିଷ୍ପତ୍ତି

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି । ଭ୍ରମଣରେ ଯାଇଥିବା ପର୍ଯ୍ୟଟକଙ୍କୁ ପୁରୀ ଛାଡିବାକୁ ନିର୍ଦ୍ଦେଶ । ଆସନ୍ତା ୨୩ ତାରିଖ ସୁଦ୍ଧା ପୁରୀ ଛାଡିବାକୁ ନିର୍ଦ୍ଦେଶ । ସହରରେ ଥିବା ହବିଷ୍ୟାଳିଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ବାତ୍ୟାର ରୂପ…

ମିଛ କନିଆଁ ଠକିନେଲା ତିନି ଲକ୍ଷ ଟଙ୍କା

ରାଜଧାନୀରେ ପ୍ରତିଦିନ କିଏ କାହାକୁ ଲୁଟିବାକୁ ଷଡ଼ଯନ୍ତ୍ର କରୁଛି । ଯିଏ ଏହି ଠକଙ୍କ ହାବୁଡ଼ରେ ପଡିବେ ସେମାନେ ସର୍ବସ୍ବ ହରାଇବେ । ଏବେ ଏକ  ମ୍ୟାରେଜ୍ ରାକେଟ୍ ବର ପରିବାରଠୁ ତିନି ଲକ୍ଷ ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ମିଛ ବାହାଘର,  ମିଛ କନିଆଁ ।,ଫେକ୍ ବାପା ମାଆ ଓ ଭାଇ…

ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ପାଇଁ କ୍ଷମା ମାଗିଲେ ବୁଦ୍ଧାଦିତ୍ୟ ମହାନ୍ତି

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ପାଇଁ ଓଲିଉଡର ଜଣାଶୁଣା ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଭୁଲ୍ ବଶତଃ ଏଭଳି ପୋଷ୍ଟ କରିଥିଵା କହିଛନ୍ତି ବୁଦ୍ଧାଦିତ୍ୟ। ଏନେଇ ସେ ସମଗ୍ର କଂଗ୍ରେସ ପରିବାର ଓ ରାହୁଲ ଗାନ୍ଧୀଙ୍କୁ…

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଅନ୍ତରୀଣ ବୈଠକ ଶେଷ ହୋଇଛି। ରାଜ୍ୟରେ ବାତ୍ୟା ସ୍ଥିତି ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଓଡ଼ିଶା ପଶ୍ଚିମବଙ୍ଗ ଆଡେ ଗତି କରିବ ଏହି ବାତ୍ୟା । ଏହା ୨୪ ତାରିଖରେ ବାତ୍ୟାର ରୂପ ନେଇପାରେ ।…

ବାତ୍ୟାରେ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କଲେ ଯିବେ ଜେଲ!

୨୩ରେ ବାତ୍ୟା ଆସୁଛି । ବାତ୍ୟା ଖବର ଶୁଣୁ ଶୁଣୁ କଳାବଜାରୀମାନେ ବିଭିନ୍ନ ସାମଗ୍ରୀର ଦର ବଢ଼ାଇଦେଇଛନ୍ତି । ବିଶେଷ କରି ଖାଦ୍ୟଦ୍ରବ୍ୟ ଦାମ ଅହେତୁକ ବୃଦ୍ଧି ପାଇଛି । ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ଥିବାରୁ ପରିବା ଦର ହୁ ହୁ ହୋଇ ବଢ଼ୁଛି। ଅତ୍ୟାବଶ୍ୟକ…

ଆସୁଛି ଅକ୍ଟୋବର ବାତ୍ୟା, ଚାଷୀଙ୍କ ମନରେ ଛନକା

ପୁରୀ:ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ପରିଣତ ହେବ ଓ ପରବର୍ତ୍ତି ସମୟରେ ଏହା ଏକ ଅବପାତରେ ପରିଣତ ହେବ, ଯାହାକି ବାତ୍ୟାର ରୂପ ନେଇପାରେ। ପରିସ୍ଥିତି ଉପରେ ରାଜ୍ୟ…

ପୁରୀରେ ହବିଷ୍ୟାଳୀ ଶିବିର ପରିଦର୍ଶନ କରିଲେ ମୁଖ୍ୟମନ୍ତ୍ରୀ

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୃନ୍ଦାବତୀ ନିବାସ ହବିଷ୍ୟାଳୀ ଶିବିର ପରିଦର୍ଶନ କରିବା ସହ ବୃନ୍ଦାବତୀ ନିବାସ ଶିବିରରେ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା ସହ ବ୍ରତଧାରୀ ମାନଙ୍କ ସହ ଆଲୋଚନା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ହୁଳହୁଳି ଦେଇ ସ୍ବାଗତ କରିଛନ୍ତି ବ୍ରତଧାରୀ…

ଜାନୁୟାରୀ ୩ରୁ ଆରମ୍ଭ ହେବ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା

ଆସନ୍ତା ଜାନୁଆରୀ ୩ ରୁ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ। ୭୭ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ ଜାନୁଆରୀ ୩ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ…

IED ବିସ୍ଫୋରଣରେ ଦୁଇ ITBP ଯବାନ ସହିଦ

ଓଡିଶା ସୀମାନ୍ତ ନାରାୟଣପୁର ଜିଲ୍ଲାରେ IED ବିସ୍ଫୋରଣରେ ଦୁଇ ITBP ଯବାନ ସହିଦ। ନକ୍ସଲ ଆକ୍ରମଣରେ  ଆଉ ଦୁଇ ଯବାନ ଆହତ ହୋଇଛନ୍ତିITBP, BSF ଏବଂ DRG ର ମିଳିତ ଟିମ ଅପରେସନରୁ ଫେରୁଥିବାବେଳେ ହୋଇଥିଲା ବିସ୍ଫୋରଣ। ନକ୍ସଲଙ୍କୁ ଦୃଢ଼ ଜବାବ ଦେବାକୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି |