Trending
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
Browsing Category
Odisha
All about all odisha state news updates
ବିଜେଡି ଛାଡ଼ୁଛନ୍ତି ନେତା, ଆଗକୁ କିଏ
ଏନ୍ ଭାସ୍କର ରାଓ, ଲାଲ୍ ବିହାରୀ ହିମିରିକା ଓ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଉ ଛାତ୍ର ନେତା ହରିଶଙ୍କର ରାଉତ ଏଇ ନିକଟରେ ବିଜେଡି ଛାଡିଛନ୍ତି । ଏମାନେ ଯେ ବିଜେଡି ଛାଡ଼ିବେ କେହି କଳ୍ପନା ବି କରିନଥିଲେ। କିନ୍ତୁ ଘଟଣାଚକ୍ର ଏମିତି ହେଲା ଯେ ଏମାନଙ୍କୁ ବିଜେଡି ଛାଡ଼ିବାକୁ ପଡ଼ିଛି। ପୂର୍ବତନ…
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କ୍ୟାରିୟର ପ୍ରଦର୍ଶନୀ
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ଏକ ଦୁଇଦିନିଆ କ୍ୟାରିୟର୍ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ପିଏଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୩ରେ ଉଦଯାପିତ ହୋଇଯାଇଛି । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଏହାକୁ ଉଦ୍ଘାଟନ କରି କହିଛନ୍ତି, …
ଘର ଆଟାଚ୍ମେଣ୍ଟ୍ ବିରୁଦ୍ଧରେ ଚ୍ୟାଲେଞ୍ଜ୍ କରିପାରନ୍ତି ଅର୍ଚ୍ଚନା
ଇଡି ଅର୍ଚ୍ଚନା ନାଗଙ୍କ ଘର ଆଟାଚ କଲା ପରେ ଏବେ ଚର୍ଚ୍ଚା ହେଉଛି ଯେ କଣ ଅର୍ଚ୍ଚନା ଏହା ବିରୋଧରେ କୋର୍ଟରେ ଚ୍ୟାଲେଂଜ କରିବେ । କାରଣ ପୂର୍ବରୁ ତାଙ୍କ ନାମରେ ଇଡି ଯେଉଁ ମାମଲାରେ ଏହି ଘର ଆଟାଚ କରିଛି ତାକୁ ସେ ବିରୋଧ କରିଥିଲେ । ଏପରିକି ଘର ରେଡ ବେଳେ ତାଙ୍କ…
ଅର୍ଚ୍ଚନା ନାଗଙ୍କ ଘର ଆଟାଚ
ଅର୍ଚ୍ଚନା ନାଗଙ୍କ ଘରେ ପଶି ଆଟାଚ କଲା ଇଡି। ସତ୍ୟବିହାର ସ୍ଥିତ ବିଲ୍ଡିଂ ସହ ଆସବାବପତ୍ର ଆଟାଚ କରଥିବା ସୂଚନା ମିଳିଛି। ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧୀନରେ ଘର ଆଟାଚ ହୋଇଛି। ୨୦୨୨ ଅର୍ଥ କାରବାର ମାମଲାରେ ସମ୍ପୃକ୍ତି ନେଇ ଏହି ଆକ୍ସନ ନିଆଯାଇଛି। ପୂର୍ବରୁ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ…
ପୂର୍ବତନ ଛାତ୍ର ବିଜେଡି ସଭାପତି ଦଳ ଛାଡିଲେ, ଆଣିଲେ ସଙ୍ଗୀନ ଅଭିଯୋଗ
ପୂର୍ବତନ ଛାତ୍ର ବିଜେଡି ସଭାପତି ହରିଶଙ୍କର ରାଉତ ଦଳ ଛାଡିଛନ୍ତି।ସେ ତିନି ଫର୍ଦ୍ଦର ଅଭିଯୋଗ ଦାଖଳ କରିଛନ୍ତି। ଛାତ୍ର ବିଜେଡି ସଭାପତି ଏବଂ ଯୁବ ବିଜେଡି ସଭାପତି ଭିକେ ପାଣ୍ଡିଆଙ୍କ ନିର୍ଦ୍ଦେଶରେ ହୋଇଥିବା ସେ ଅଭିଯୋଗ କରିଛନ୍ତି ।
ଯେଉଁମାନେ ପାଣ୍ଡିଆନଙ୍କ ନିର୍ଦେଶରେ କାମ…
ବିଜେଡିରୁ ନିଲମ୍ବିତ ନୁହେଁ, ବରଂ ମୁଁ ଦଳରୁ ଗତକାଲି ଇସ୍ତଫା ଦେଇଛି- ପ୍ରଫୁଲ୍ଲ ମଲ୍ଲିକ
ବିଜେଡିରୁ ନିଲମ୍ବିତ ନୁହେଁ, ବରଂ ମୁଁ ଦଳରୁ ଗତକାଲି ଇସ୍ତଫା ଦେଇଛି। ମୁଁ ନିଜର ବ୍ୟକ୍ତିଗତ କାରଣରୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଉପସଭାପତି ଦେବୀ ମିଶ୍ରଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲି। ଏହି ଇସ୍ତଫା ପତ୍ର ପାଇବା ପରେ ନିଲମ୍ବନ କରାଯାଇଥିବା କହୁଛନ୍ତି। ଆଜି ଏଭଳି ପ୍ରତିକ୍ରିୟା…
ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ମନ୍ତ୍ରୀ ତଥା କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଉପସଭାପତି ପ୍ରତାପ ଜେନାଙ୍କ ଏକ…
ନିୟୁ ସିଟିକୁ କ୍ୟାବିନେଟ ମୋହର
ରାଜଧାନୀ ଭୁବନେଶ୍ୱରରେ ଗଢ଼ିଉଠିବ ଆଉ ଏକ ନୂଆ ସହର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଛିଦିନ ତଳୁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବୁଧବାର ରାଜ୍ୟ କ୍ୟାବିନେଟ୍ର ମୋହର ବାଜିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ…
ସୁଭଦ୍ରା ଯୋଜନା ଟଙ୍କା ମିଳୁନଥିଲେ ପୁଣି ଆବେଦନ କରିପାରିବେ
ସୁଭଦ୍ରା ଯୋଜନାରୁ କାହିଁକି ନାମ କଟିଲା । ଏହାର କାରଣକୁ ନେଇ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ସୁଭଦ୍ରା ଯୋଜନାର ସମୀକ୍ଷା କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ତୃତୀୟ ପର୍ଯ୍ୟାୟରେ ବାଦ ପଡ଼ିଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ କରିବା…
ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଦଳର ପ୍ରଭାବଶାଳୀ ନେତା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ବିଜେଡି ଛାଡିଛନ୍ତି । ସେ ଯାହା କହିଛନ୍ତି ତାହାର ସାଂରାସ ହେଉଛି ତାଙ୍କ କଥା କେହି ଶୁଣୁନାହାଁନ୍ତି । ଯେଉଁମାନେ ବର୍ଷ ପରେ ବର୍ଷ କାମ କରିଛନ୍ତି ସେମାନଙ୍କୁ ଜିଲ୍ଲା…