Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Sports
All sports related news will be uploaded
ଏସିଆନ ଗେମ୍ସରେ ପଦକ ସଂଖ୍ୟା ୯୫ରେ ପହଞ୍ଚିଲା
ହାଙ୍ଗଝୋଉ: ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଟିମଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା । ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ପ୍ରତି ଖୋଳାଳିଙ୍କ ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍; ଜାପାନକୁ ୫-୧ରେ ହରାଇ ଆଣିଲା ସ୍ବର୍ଣ୍ଣ
ହାଙ୍ଗଝୌ: ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍ । ଜାପାନକୁ ୫-୧ରେ ହରାଇ ଜିତିଲା ସ୍ବର୍ଣ୍ଣ । ଭାରତୀୟ ପୁରୁଷ ହକି ଟିମ୍ ଶୁକ୍ରବାର ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି। ଚୀନର ହାଙ୍ଗଝୌରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଗତ ଚାମ୍ପିଅନ ଜାପାନକୁ ୫-୧ ଗୋଲରେ ପରାସ୍ତ କରିଛି। ଭାରତୀୟ…
ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ
ଅହମ୍ମଦାବାଦ: ବିଶ୍ବକପ ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡର ଦମଦାର ବିଜୟ। ପ୍ରତିପକ୍ଷ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଲା କିଓ୍ବି ଟିମ୍। ନିର୍ଦ୍ଧାରିତ ଓଭରରୁ ୮୨ ବଲ ବାକି ଥାଇ ମ୍ୟାଚ ହାତେଇ ନେଇଛି ନ୍ୟୁଜିଲାଣ୍ଡ। କନଓ୍ବେ ୧୨୧ ବଲରେ ୧୫୨ ରନ କରିଥିବାବେଳେ ରବୀନ୍ଦ୍ର ୯୬ ବଲରେ ୧୨୩ ରନ…
ଆଜିଠୁ ବିଶ୍ବକପ୍ : ଖେଳିବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ
ଅହମଦାବାଦ: ବିଶ୍ବକପ୍ ମ୍ୟାଚରେ ଆଜି ପୂର୍ବ ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଦୁଇ ଦଳ ଏନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଇଂଲଣ୍ଡ ବ୍ୟାଟିଂଲାଇନ ସହ ବୋଲିଂ ଲାଇନ ଶକ୍ତ ଅଛି । ମଧ୍ୟକ୍ରମରେ ଏକାଧିକ ବାମହାତୀ ଖେଳାଳି ଥିବା ବେଳେ ବ୍ରୁକ୍ ଓ…
ଏସିଆନ ଗେମ୍ସର ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କଲେ ଓଡ଼ିଆ ପୁଅ କିଶୋର
ଏସିଆନ ଗେମ୍ସର ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କଲେ ଓଡ଼ିଆ ପୁଅ କିଶୋର । ଏସିଆନ ଗେମ୍ସରେ ଜାଭେଲିନରେ କିଶୋର ଜେନାଙ୍କୁ ମେଡାଲ । ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କଲେ କିଶୋର । ୮୭.୫୪ ମିଟର ଥ୍ରୋ କଲେ କିଶୋର ଜେନା । ବିଶ୍ବ ଚାମ୍ପିଆନସିପ୍ରେ ୫ ନମ୍ବର ସ୍ଥାନରେ ଥିଲେ କିଶୋର…
ଟି-ଟ୍ବେଣ୍ଟି କ୍ରିକେଟରେ ସେମିରେ ପ୍ରବେଶ କଲା ଭାରତ
ନୂଆଦିଲ୍ଲୀ : ଏସିଆନ ଗେମସରେ ଟି-ଟ୍ବେଣ୍ଟି କ୍ରିକେଟରେ ନେପାଳକୁ ହରାଇ ସେମିଫାଇନଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ୨୩ ରନରେ ପରାସ୍ତ ହୋଇଛି ନେପାଳ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୨୦୨ ରନ କରିଥିବାବେଳେ ନେପାଳ ୧୭୯ ରନରେ ଅଟକି ଯାଇଥିଲା । ଜୟସ୍ବାଲ ୪୯ ବଲରେ…
ଏସୀୟ କ୍ରୀଡ଼ା ଟି-୨୦ରେ ଶତକ କରି ଇତିହାସ ରଚିଲେ ଜୈଶୱାଲ୍
ଚୀନରେ ହୋଇଥିବା ଏସୀୟ କ୍ରୀଡ଼ା-୨୦୨୩ର ଟିମ୍ ଇଣ୍ଡିଆର ଓପେନିଂ ମ୍ୟାଚ୍ରେ ମଙ୍ଗଳବାର ନେପାଳ ବିପକ୍ଷରେ ଖେଳି ଇତିହାସ ସୃଷ୍ଟି କରିଛନ୍ତି ଭରତୀୟ କ୍ରିକେଟ୍ର ଯଶସ୍ବୀ ଜୈଶୱାଲ୍। ଏହି ୨୧ ବର୍ଷୀୟ ବାମହାତୀ କ୍ରିକେଟର୍ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ଶତକ ହାସଲ କରିବାରେ ହେଉଛନ୍ତି…
ନେଦରଲ୍ୟାଣ୍ଡସକୁ ଭେଟିବ ଟିମ୍ ଇଣ୍ଡିଆ
ଭାରତ ଦ୍ବିତୀୟ ଓ୍ବାର୍ମଅପରେ ନେଦରଲ୍ୟାଣ୍ଡକୁ ଭେଟିବାକୁ ଥିବାବେଳେ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ-ଶ୍ରୀଲଙ୍କା ଓ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ହେବ ଟକ୍କର । ଥିରୁବନନ୍ତପୁରମରେ ନେଦରଲ୍ୟାଣ୍ଡସ- ଭାରତ ମଧ୍ୟରେ ହେବ ମୁକାବିଲା । ଅପରାହ୍ନ ୨ଟାରେ ଖେଳାଯିବ ମ୍ୟାଚ ।…