Trending
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
- ‘ଫାଇଟର’ ସିକ୍ସେଲ ଆଣିବା ପାଇଁ ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଯୋଜନା କରିଥିବା ଜଣାପଡ଼ିଛି
Browsing Category
Sports
All sports related news will be uploaded
ଭାରତର ରୋମାଞ୍ଚକ ବିଜୟ
ବିଶାଖାପାଟଣା: ପ୍ରଥମ ଟ୍ବେଣ୍ଟି-୨୦ ରେ ଭାରତର ରୋମାଞ୍ଚକ । ଅଷ୍ଟ୍ରେଲିଆ ୨୦୮ ରନ୍ର ଲଢ଼ୁଆ ଲକ୍ଷ୍ୟ ଦେଇଥିଲେ ମଧ୍ୟ ବିଜୟ ହାସଲ କରିଛି। ୫ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଈଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ଭାରତକୁ ପାୱାର ପ୍ଲେ ୬ ଓଭର ଶେଷ…
ଭାରତକୁ ୩-୦ ଗୋଲରେ ପରାଜିତ କଲା କତାର
ଭୁବନେଶ୍ୱର : ଫିଫା ବିଶ୍ୱକପ ୨୦୨୬ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ରାଉଣ୍ଡରେ କତାରର ଶ୍ରେଷ୍ଠ ଖେଳ ପ୍ରଦର୍ଶନ ସହିତ ଭାରତୀୟ ଫୁଟବଲ ଦଳ ପରାସ୍ତ ହୋଇଛି। ଓଡ଼ିଶାର ଭୁବନେଶ୍ୱରର କଳିଙ୍ଗା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ କତାର ସୁନୀଲ ଛତ୍ରୀଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ଏକପାଖିଆ ୩-୦…
ଆଜି କଳିଙ୍ଗରେ ଭାରତ-କତର ମୁକାବିଲା
ଭୁବନେଶ୍ବର:ଆଜି କଳିଙ୍ଗରେ ଭାରତ-କତର ମୁକାବିଲା । ଫିଫା ବିଶ୍ବକପ୍ ୨୦୨୬ ଓ ଏଏଫ୍ସି ଏସୀୟ କପ୍ ସାଉଦି ଆରବିଆ ୨୦୨୭ ପ୍ରିଲିମିନାରି ଜଏଣ୍ଟ କ୍ବାଲିଫିକେସନ ରାଉଣ୍ଡ ୨ ମ୍ୟାଚ୍ ଅନୁଷ୍ଠିତ ହେବ। ଏଥିରେ ମୁହାଁମୁହିଁ ହେବେ ଆୟୋଜକ ଭାରତ ଓ କତର। ବିଶ୍ବ ମାନ୍ୟତାରେ ୯୯ତମ ସ୍ଥାନରେ ଥିବା…
ଭାରତର ପରାଜୟ ସହିନପାରି ଆତ୍ମହତ୍ୟା କଲେ ଯୁବକ
ଭାରତ ବିଶ୍ୱକପ୍ ଫାଇନାଲରେ ହାରିବା ଯାଜପୁର ବିଞ୍ଝାରପୁର ଅଂଚଳର ଯୁବକ ଦେବରଞ୍ଜନ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଗତକାଲି ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆଠୁ ଭାରତ ହାରିବା ପରେ ଦେବ ରଞ୍ଜନ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । କିନ୍ତୁ ଦେବରଞ୍ଜନ ପୂର୍ବରୁ ମାନସିକ ରୋଗରେ…
ୱାର୍ଲଡ କପକୁ ଅସମ୍ମାନ କଲେ ମିଚେଲ ମାର୍ଶ
ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ICC ୱାର୍ଲଡ କପ ୨୦୨୩ରେ ଅଷ୍ଟ୍ରେଲିଆ ୬ଟି ୱିକେଟ ନେଇ ଭାରତକୁ ପରାସ୍ତ କରି ଷଷ୍ଠ ଥର ପାଇଁ ୱାର୍ଲଡ କପ ବିଜେତା ହୋଇଯାଇଛି । ବ୍ଲୁ ଜର୍ସିରେ ଭରପୂର ଥିବା ଷ୍ଟାଡିୟମରେ ସମସ୍ତ ଭରାତବାସୀଙ୍କ ହୃଦୟ ଭାଙ୍ଗି ଦେଇ ନିଜ ସହିତ ବିଶ୍ୱକପ…
ଫାଇନାଲରେ ହାରିବାର ମୁଖ୍ୟ କାରଣ ଭାବେ ବ୍ୟାଟିଂ ବିଫଳତା
ଫାଇନାଲରେ ହାରିବାର ମୁଖ୍ୟ କାରଣ ଭାବେ ବ୍ୟାଟିଂ ବିଫଳତାକୁ ଦେଖାଯାଉଛି । କାରଣ ଟୁର୍ଣ୍ଣାମେଣ୍ଟ ସାରା ବଡ଼ ବଡ଼ ସ୍କୋର ଛିଡ଼ା କରିଥିବା ଟିମ ଇଣ୍ଡିଆ ଫାଇନାଲରେ ଏକ ବଡ଼ ସ୍କୋର ଛିଡ଼ା କରିପାରିଲା ନାହିଁ । ଅଧିନାୟକ ରୋହିତ ଶର୍ମା ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । କିନ୍ତୁ ୩ଟି ଓ୍ବିକେଟର…
ଭାରତକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ୱକପ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ
ଅହମଦାବାଦ୍: ଭାରତକୁ ହରାଇ ବିଶ୍ୱକପ-୨୦୨୩ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ। ଏଥିସହ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ ଟାଇଟଲ ଜିତିଛି। ଆଜିର ଫାଇନାଲ ମ୍ୟାଚ ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ ବୋଲିଂ…
୨୪୦ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ
ଅହମ୍ମଦାବାଦ:ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଟାର୍ଗେଟ ରଖିଲା ଭାରତ । ପ୍ରଥମେ ବ୍ୟାଟିଂ କରି ସମସ୍ତ ଓ୍ବିକେଟ ହରାଇ ୨୪୦ ରନ କରିଛି ଟିମ୍ ଇଣ୍ଡିଆ । କ୍ରିକେଟ ଫାଇନାଲରେ ଭାରତର କମ୍ ରନ୍ ସ୍କୋର । ଯାହା ଆଶା କରାଯାଉଥିଲା ତାହା କରିପାରିନାହାନ୍ତି ଭାରତୀୟ ବ୍ୟାଟର । ଫାଇନାଲ…
ବିଶ୍ବକପ୍ ଫାଇନାଲ: ଭାରତର ବ୍ୟାଟିଂ ଜାରି
ଅହମଦାବାଦ୍: ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚରେ ରବିବାର ଭାରତକୁ କ୍ରମାଗତ ଝଟକା ଲାଗିଛି। ଟିମ୍ ଇଣ୍ଡିଆର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଯୁବ ବ୍ୟାଟର ଶୁବମନ୍ ଗିଲ୍ ପ୍ରଥମେ ଆଉଟ୍ ହୋଇଥିଲେ। ଗିଲ୍…