Trending
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
Browsing Category
Sports
All sports related news will be uploaded
ଆଫଗାନିସ୍ତାନକୁ ୫ ଓ୍ବିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା
ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ବିଶ୍ବକପର ୪୨ତମ ମ୍ୟାଚରେ ଆଫଗାନିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହି ପରାଜୟ ସହ ବିଶ୍ବକପରେ ଆଫଗାନିସ୍ତାନର ମୁକାବିଲା ଶେଷ ହୋଇଯାଇଛି । ସେମିରେ ପ୍ରବେଶ କରିପାରିନଥିଲେ ବି ଏହି ବିଶ୍ବକପରେ…
ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବନ କଲା ଆଇସିସି
ଶ୍ରୀଲଙ୍କା ହରାଇଲା ଆଇସିସି ସଦସ୍ୟତା। ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବନ କଲା ଆଇସିସି। ଶ୍ରୀଲଙ୍କା ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ଆଇସିସିର ପଦକ୍ଷେପ। ଆଇସିସି ବୋର୍ଡ ପକ୍ଷରୁ ଆଜି ବିସିଥିବା ଜରୁରୀକାଳିନ ବୈଠକରେ ଶ୍ରୀଲଙ୍କା କ୍ରିକେଟର ସଦସ୍ୟତା ପଦକୁ ରଦ୍ଦ କରିବାକୁ ନିଷ୍ପତ୍ତି…
ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ
ବାଙ୍ଗାଲୋର: ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ । ଶ୍ରୀଲଙ୍କାକୁ ହରାଇ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ବେଙ୍ଗାଳୁରୁରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୧ ରନ କରିଥିଲା ଶ୍ରୀଲଙ୍କା। କୁଶଲ ପରେରା ଦଳ ପାଇଁ ସର୍ବାଧିକ ୫୧ରନ…
ଗିଲ୍ ନୂଆ ୧ ନମ୍ବର
ଶୁବମନ୍ ଗିଲ୍ ଆନ୍ତର୍ଜାତିକ ଦିନିକିଆ ମାନ୍ୟତାରେ ପାକିସ୍ତାନର ବାବର ଆଜମଙ୍କୁ ଗାଦିଚ୍ୟୁତ କରି ନୂଆ ୧ ନମ୍ବର ହୋଇଛନ୍ତି। ଚଳିତ ବିଶ୍ବକପ୍ରେ ଶ୍ରୀଲଙ୍କା (୯୨) ଓ ଦକ୍ଷିଣ ଆଫ୍ରିକା (୨୩) ବିପକ୍ଷରେ ଭଲ ପ୍ରଦର୍ଶନ କରି ଏହି ମାନ୍ୟତା ପାଇଛନ୍ତି। ଏହା ଫଳରେ ଗିଲ୍ ଚତୁର୍ଥ ଭାରତୀୟ ଭାବେ…
ନେଦରଲାଣ୍ଡ୍ସ ବିପକ୍ଷରେ ଇଂଲଣ୍ଡ ୧୬୦ ରନ୍ରେ ବିଜୟୀ
ପୁଣେ: ନେଦରଲାଣ୍ଡ୍ସକୁ ଇଂଲଣ୍ଡ ୧୬୦ ରନ୍ରେ ପରାସ୍ତ କରିଛି। ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ନେଦରଲାଣ୍ଡ୍ସ ୩୪୦ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। କିନ୍ତୁ ଦଳ ୩୭.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୯ ରନ୍ରେ ଅଟକି ଯାଇଥିଲା। ଇଂଲଣ୍ଡ…
ଭାରତ ଓ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ସେମିଫାଇନାଲକୁ ଉନ୍ନୀତ
ଭାରତ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଟିମ ଇଣ୍ଡିଆ ୮ଟି ମ୍ୟାଚ ଖେଳି ୧୬ ପଏଣ୍ଟ ହାସଲ କରିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ୮ଟି ମ୍ୟାଚ ଖେଳି ୧୨ ପଏଣ୍ଟ ହାସଲ କରିଛି । ସେହିପରି ଅଷ୍ଟ୍ରେଲିଆ 8ଟି ମ୍ୟାଚରୁ ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର…
ଅଷ୍ଟ୍ରେଲିଆର ଦମଦାର ବିଜୟ
ଆଫଗାନିସ୍ତାନ ହାତରୁ ବିଜୟ ଛଡ଼ାଇ ନେଲେ ମାକ୍ସଓ୍ବେଲ, ମାରିଲେ ଡବଲ ସେଞ୍ଚୁରୀ । ବିଶ୍ବକପରେ ଅଷ୍ଟ୍ରେଲିଆର ବିଜୟ । ଆଫଗାନିସ୍ତାନକୁ ୩ ଓ୍ବିକେଟରେ ହରାଇଲା କଙ୍ଗାରୁ ଦଳ । ୨୦୧ ରନ କରି ଦଳକୁ ଜିତାଇଥିବା ଗ୍ଲେନ ମାକ୍ସଓ୍ବେଲ ହେଲେ ମ୍ୟାଚ ଅଫ୍ ଦି ମ୍ୟାଚ୍ । ୨୯୨ ରନର ବିଜୟ ଲକ୍ଷ୍ୟକୁ…
ଶ୍ରୀଲଙ୍କାକୁ ୩ ଓ୍ବିକେଟରେ ହରାଇଲା ବାଂଲାଦେଶ
ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଶ୍ରୀଲଙ୍କାକୁ ୩ ଓ୍ବିକେଟରେ ହରାଇଦେଇଛି ବାଂଲାଦେଶ। ଶ୍ରୀଲଙ୍କା ଦ୍ବାରା ରଖାଯାଇଥିବା ୨୮୦ ରନ ଜବାବରେ ବାଂଲାଦେଶ ୭ ଓ୍ବିକେଟରେ ୨୮୨ ରନ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ନଜମୁଲ ହୋସେନ…
ଆଉଟ୍ ନହୋଇ ବଲ ଖେଳିବା ପୂର୍ବରୁ ଆଉଟ୍
ନୂଆଦିଲ୍ଲୀ: ଆଉଟ୍ ନହୋଇ ବଲ ଖେଳିବା ପୂର୍ବରୁ ଆଉଟ ହେଲେ ଶ୍ରୀଲଙ୍କା ଖେଳାଳି । ଏପରି ଘଟଣା ଦେଖିବାକୁ ବିରଳ ହୋଇଥିଲେ ମଧ୍ୟ ଆଜି ତାହା ଘଟିଛି । କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ବଲ ଖେଳିବା ପୂର୍ବରୁ ଆଉଟ୍ ହେଲେ ବ୍ୟାଟ୍ସମ୍ୟାନ । ବିଶ୍ବକପରେ ଶ୍ରୀଲଙ୍କା ବାଂଲାଦେଶ ବିପକ୍ଷ ମ୍ୟାଚ୍…