Trending
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
Browsing Category
Sports
All sports related news will be uploaded
ଇଂଲଣ୍ଡକୁ ୨୨୯ ରନରେ ହରାଇଲା ଦକ୍ଷିଣ ଆଫ୍ରିକା
ମୁମ୍ବାଇ: ଇଂଲଣ୍ଡର ଲଜ୍ଜାଜନକ ପରାଜୟ । ୨୨୯ ରନରେ ହରାଇଲା ଦକ୍ଷିଣ ଆଫ୍ରିକା । ଗତ ବିଶ୍ବକପରେ ଚାମ୍ପିୟନ ହୋଇଥିବା ଦଳର ଶୋଚନୀୟ ପରାଜୟ । ଦକ୍ଷିଣ ଆଫ୍ରିକାର ୪୦୦ ରନ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ମାତ୍ର ୧୭୦ ରନ କରି ଅଲଆଉଟ ହୋଇଯାଇଛି । ଦକ୍ଷିଣ ଆଫ୍ରିକାର ବୋଲିଂ ଆଗରେ ଧରାଶାୟୀ ହୋଇଛି…
ପାକିସ୍ତାନର ଲଗାତାର ପରାଜୟ; ଅଷ୍ଟ୍ରେଲିଆଠାରୁ ୬୨ ରନରେ ହାରିଲା
ବେଙ୍ଗାଲୁରୁ: ବିଶ୍ବକପରେ ପାକିସ୍ତାନର ପରାଜୟ। ନିଜର ଚତୁର୍ଥ ମୁକାବିଲାରେ ଅଷ୍ଟ୍ରେଲିଆଠାରୁ ୬୨ ରନରେ ହାରିଛି ପାକିସ୍ତାନ। ବେଙ୍ଗାଲୁରୁରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ୬୨ ରନରେ ଜିତି ନେଇଛି ଅଷ୍ଟ୍ରେଲିଆ। । ପାକିସ୍ତାନକୁ ମାତ ଦେବାପରେ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ…
ବିଶ୍ବକପରେ ଭାରତର ଚତୁର୍ଥ ବିଜୟ:ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଲା
ପୁନେ: ବିଶ୍ବକପରେ ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଲା ଭାରତ । କୋହଲିଙ୍କ ଅପରାଜିତ ଶତକ, ରୋହିତ ଶର୍ମା ୪୮ରନ ଓ ଶୁଭମନ ଗିଲ ୫୩ ରନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ବାଂଲାଦେଶ ଦ୍ବାରା ରଖାଯାଇଥିବା ୨୫୭ ରନର ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା । ବିରାଟ କୋହଲି ୪୧.୩ ତମ ଓଭରରେ ଛକା…
ଭାରତ-ବାଂଲାଦେଶ ଲଢ଼େଇ ଆଜି
ପୁଣେ: ବିଶ୍ବକପ୍ରେ ଭାରତ ଆଜି ବାଂଲାଦେଶ ସହ ମୁକାବିଲା କରିବ । ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନକୁ ପରାସ୍ତ କରିଛି ରୋହିତ ଶର୍ମାଙ୍କ ଦଳ । ବିଶ୍ବକପ୍ ଇତିହାସରେ ଭାରତ ୩-୧ରେ ଆଗୁଆ ରହିଥିବା ବେଳେ ସାକିବ୍ ଆଲ୍ ହାସନ୍ଙ୍କ ଦଳ ସ୍ପିନ୍ ଶକ୍ତି ବଳରେ ଭାରତକୁ ଅଡ଼ୁଆରେ ପକାଇବ…
ନ୍ୟୁଜିଲାଣ୍ଡର ଚତୁର୍ଥ ବିଜୟ
ଚେନ୍ନାଇ: ନିୟମିତ ଅଧିନାୟକ କେନ୍ ୱିଲିୟମସନ୍ଙ୍କ ବିନା ନ୍ୟୁଜିଲାଣ୍ଡ ଚଳିତ ଦିନିକିଆ ବିଶ୍ବକପ୍ରେ ଲଗାତାର ଚତୁର୍ଥ ବିଜୟ ପାଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ବିପର୍ଯ୍ୟୟ ସୃଷ୍ଟି କରିଥିବା ଆଫଗାନିସ୍ତାନକୁ ୧୪୯ ରନ୍ରେ…
ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ହରାଇଲା ନେଦରଲ୍ୟାଣ୍ଡସ
ହିମାଚଳ ପ୍ରଦେଶ: ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲ୍ୟାଣ୍ଡସ । ୨୪୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୨୦୭ ରନରେ ଅଲଆଉଟ ହୋଇଗଲା ଦକ୍ଷିଣ ଆଫ୍ରିକା । ଫଳରେ ମ୍ୟାଚକୁ ୩୮ ରନରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରିଥିବା ନେଦରଲାଣ୍ଡସ୍ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ…
ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ
ଲକ୍ଷ୍ନୌ : ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଚଳିତ ବିଶ୍ବକପରେ ଅଷ୍ଟ୍ରେଲିଆର ଏହା ହେଉଛି ପ୍ରଥମ ବିଜୟ । ଶ୍ରୀଲଙ୍କା ଦ୍ବାରା ରଖାଯାଇଥିବା ୨୧୦ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୩୫.୧ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ଜସ୍ ଇଂଗଲିସ୍ ୫୮ ରନ କରିଥିବାବେଳେ…
ଆଜି ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମୁକାବିଲା
ଲକ୍ଷ୍ନୌ: ବିଶ୍ବକପ୍ରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଆଜି ଲକ୍ଷ୍ନୌରେ ମୁହାଁମୁହିଁ ହେବେ। ଉଭୟ ଦଳ ଏପର୍ଯ୍ୟନ୍ତ ବିଜୟର ସ୍ବାଦ ଚାଖି ନାହାନ୍ତି। ଏକନା ଷ୍ଟାଡିୟମରେ ଉଭୟ ଦଳ ପ୍ରଥମ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ । ଅଷ୍ଟ୍ରେଲିଆ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକାଠୁ ହାରି ବିଯୁକ୍ତ…