Browsing Category

Sports

All sports related news will be uploaded

ୱାର୍ଲଡ କପକୁ ଅସମ୍ମାନ କଲେ ମିଚେଲ ମାର୍ଶ

ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ICC ୱାର୍ଲଡ କପ ୨୦୨୩ରେ ଅଷ୍ଟ୍ରେଲିଆ ୬ଟି ୱିକେଟ ନେଇ ଭାରତକୁ ପରାସ୍ତ କରି ଷଷ୍ଠ ଥର ପାଇଁ ୱାର୍ଲଡ କପ ବିଜେତା ହୋଇଯାଇଛି । ବ୍ଲୁ ଜର୍ସିରେ ଭରପୂର ଥିବା ଷ୍ଟାଡିୟମରେ ସମସ୍ତ ଭରାତବାସୀଙ୍କ ହୃଦୟ ଭାଙ୍ଗି ଦେଇ ନିଜ ସହିତ ବିଶ୍ୱକପ…

ଫାଇନାଲରେ ହାରିବାର ମୁଖ୍ୟ କାରଣ ଭାବେ ବ୍ୟାଟିଂ ବିଫଳତା

ଫାଇନାଲରେ ହାରିବାର ମୁଖ୍ୟ କାରଣ ଭାବେ ବ୍ୟାଟିଂ ବିଫଳତାକୁ ଦେଖାଯାଉଛି । କାରଣ ଟୁର୍ଣ୍ଣାମେଣ୍ଟ ସାରା ବଡ଼ ବଡ଼ ସ୍କୋର ଛିଡ଼ା କରିଥିବା ଟିମ ଇଣ୍ଡିଆ ଫାଇନାଲରେ ଏକ ବଡ଼ ସ୍କୋର ଛିଡ଼ା କରିପାରିଲା ନାହିଁ । ଅଧିନାୟକ ରୋହିତ ଶର୍ମା ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । କିନ୍ତୁ ୩ଟି ଓ୍ବିକେଟର…

ଭାରତକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ୱକପ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ

ଅହମଦାବାଦ୍‌: ଭାରତକୁ ହରାଇ ବିଶ୍ୱକପ-୨୦୨୩ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ। ଏଥିସହ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ ଟାଇଟଲ ଜିତିଛି। ଆଜିର ଫାଇନାଲ ମ୍ୟାଚ ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ…

୨୪୦ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ

ଅହମ୍ମଦାବାଦ:ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଟାର୍ଗେଟ ରଖିଲା ଭାରତ । ପ୍ରଥମେ ବ୍ୟାଟିଂ କରି ସମସ୍ତ ଓ୍ବିକେଟ ହରାଇ ୨୪୦ ରନ କରିଛି ଟିମ୍ ଇଣ୍ଡିଆ । କ୍ରିକେଟ ଫାଇନାଲରେ ଭାରତର କମ୍ ରନ୍ ସ୍କୋର । ଯାହା ଆଶା କରାଯାଉଥିଲା ତାହା କରିପାରିନାହାନ୍ତି ଭାରତୀୟ ବ୍ୟାଟର । ଫାଇନାଲ…

ବିଶ୍ବକପ୍‌ ଫାଇନାଲ: ଭାରତର ବ୍ୟାଟିଂ ଜାରି

ଅହମଦାବାଦ୍‌:  ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚରେ ରବିବାର ଭାରତକୁ କ୍ରମାଗତ ଝଟକା ଲାଗିଛି। ଟିମ୍‌ ଇଣ୍ଡିଆର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଯୁବ ବ୍ୟାଟର ଶୁବମନ୍‌ ଗିଲ୍‌ ପ୍ରଥମେ ଆଉଟ୍‌ ହୋଇଥିଲେ। ଗିଲ୍‌…

ଭାରତ ବିଶ୍ବକପ୍‌ ଜିତିଲେ ୧୦୦ କୋଟି ଟଙ୍କା ବାଣ୍ଟିବି

‘ଆଇସିସି କ୍ରିକେଟ୍‌ ବିଶ୍ବକପ୍‌’ରେ ଯଦି ଭାରତ ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରେ ତେବେ ‘ଆଷ୍ଟ୍ରୋଟକ୍‌’ ବ୍ୟବହାରକାରୀଙ୍କ ମଧ୍ୟରେ ୧୦୦ କୋଟି ଟଙ୍କା ବଣ୍ଟନ କରିବେ ବୋଲି ପ୍ରତିଷ୍ଠାନର ‘ସିଇଓ’ ପୁନୀତ ଗୁପ୍ତା କହିଛନ୍ତି। ୨୦୧୧ରେ ଭାରତର ବିଶ୍ବକପ୍‌ ବିଜୟ ସଂକ୍ରାନ୍ତରେ ଉଲ୍ଲେଖ କରି…

ରୋମାଞ୍ଚକର ହେବ ଫାଇନାଲ ମ୍ୟାଚ୍

ଅହମ୍ମଦାବାଦ: ଆଜି ବିଶ୍ବକପ୍ ଫାଇନାଲ ମ୍ୟାଚ  ।   ଏଥର ବିଶ୍ୱକପ ଫାଇନାଲରେ ସାମ୍ନାସାମ୍ନି ହେବେ ଭାରତ ଏବଂ ଅଷ୍ଟ୍ରେଲିଆ । ଏହି ମ୍ୟାଚ୍ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ଅର୍ଥାତ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଶେଷ ମ୍ୟାଚକୁ ରୋମାଞ୍ଚଭରା…

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଦେଖିବେ ପ୍ରଧାନମନ୍ତ୍ରୀ ମୋଦୀ!

ଅହମଦାବାଦ : ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୩ ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳାଯିବ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚ ଦେଖିବାକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦୀଙ୍କ ସହ…

ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ

କୋଲକାତା:  ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟ୍‌ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ ।  ଏହି ପରାଜୟ ସହିତ ଦକ୍ଷିଣ ଆଫ୍ରିକାର ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଖେଳିବାର ସ୍ବପ୍ନ ଧୂଳିସାତ୍‌ ହୋଇଛି।  ଆସନ୍ତା ୧୯ ତାରିଖ ରେ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ…