Browsing Category

Sports

All sports related news will be uploaded

ଗାଇକ୍ବାଡଙ୍କ ଶତକ, ଅଷ୍ଟ୍ରେଲିଆ ଆଗରେ ୨୨୩ ରନର ଲକ୍ଷ୍ୟ

ଗୁଆହାଟୀ : ଗୁଆହାଟୀଠାରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ୩ୟ ଟି-୨୦ରେ ଋତୁରାଜ ଗାଇକ୍ବାଡଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ଆଗରେ ୨୨୩ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ ।ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ  ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମେ ବ୍ୟାଟିଂ କରିଥିବା…

ଦ୍ୱିତୀୟ ଟି -20 ମ୍ୟାଚ୍ ରେ ଅଷ୍ଟ୍ରେଲିଆ ୪୪ ରନରେ ପରାସ୍ତ

ଟିମ୍ ଇଣ୍ଡିଆ ଦ୍ୱିତୀୟ ଟି -20 ମ୍ୟାଚ୍ ରେ ଅଷ୍ଟ୍ରେଲିଆକୁ ୪୪ ରନରେ ପରାସ୍ତ କରିଛି।  ଭାରତ  ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ଚାରି ୱିକେଟ୍ ହରାଇ ୨୩୫ ରନ୍ ସଂଗ୍ରହ କରିଥିଲା। ଏହି ବିଶାଳ ସ୍କୋର ସାମ୍ନାରେ ଅଷ୍ଟ୍ରେଲିଆ ଦଳ ୨୦ ଓଭର ଖେଳିବା ପରେ  ୧୯୧ ରନ୍ ସ୍କୋର କରି ନଅ ୱିକେଟ୍…

ଆଜି ଦ୍ବିତୀୟ ଟ୍ବେଣ୍ଟି-୨୦

ଥିରୁଅନନ୍ତପୁରମ୍‌:  ଥିରୁଅନନ୍ତପୁରମ୍‌ର ଗ୍ରିନ୍‌ଫିଲ୍ଡ ଷ୍ଟାଡିୟମ୍‌ରେ ଆଜି ଭାରତ ଅଷ୍ଟ୍ରେଲିଆ ଦ୍ବିତୀୟ ଟ୍ବେଣ୍ଟି-୨୦ ।  ସନ୍ଧ୍ୟା ବେଳେ ଏହି ମ୍ୟାଚ୍‌ ଆରମ୍ଭ ହେବ।  ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ପ୍ରଥମ ମ୍ୟାଚରେ ।  ଈଶାନ ଓ ସୂର୍ଯ୍ୟ ରନ୍‌…

ଭାରତର ରୋମାଞ୍ଚକ ବିଜୟ

ବିଶାଖାପାଟଣା: ପ୍ରଥମ ଟ୍ବେଣ୍ଟି-୨୦ ରେ ଭାରତର ରୋମାଞ୍ଚକ  । ଅଷ୍ଟ୍ରେଲିଆ ୨୦୮ ରନ୍‌ର ଲଢ଼ୁଆ ଲକ୍ଷ୍ୟ ଦେଇଥିଲେ ମଧ୍ୟ ବିଜୟ ହାସଲ କରିଛି। ୫ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ‌ହୋଇଛି।   ଈଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ଭାରତକୁ ପାୱାର ପ୍ଲେ ୬ ଓଭର ଶେଷ…

ଭାରତକୁ ୩-୦ ଗୋଲରେ ପରାଜିତ କଲା କତାର

ଭୁବନେଶ୍ୱର : ଫିଫା ବିଶ୍ୱକପ ୨୦୨୬ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ରାଉଣ୍ଡରେ କତାରର ଶ୍ରେଷ୍ଠ ଖେଳ ପ୍ରଦର୍ଶନ ସହିତ ଭାରତୀୟ ଫୁଟବଲ ଦଳ ପରାସ୍ତ ହୋଇଛି। ଓଡ଼ିଶାର ଭୁବନେଶ୍ୱରର କଳିଙ୍ଗା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ କତାର ସୁନୀଲ ଛତ୍ରୀଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ଏକପାଖିଆ ୩-୦…

ଆଜି କଳିଙ୍ଗରେ ଭାରତ-କତର ମୁକାବିଲା

ଭୁବନେଶ୍ବର:ଆଜି କଳିଙ୍ଗରେ ଭାରତ-କତର ମୁକାବିଲା  । ଫିଫା ବିଶ୍ବକପ୍‌ ୨୦୨୬ ଓ ଏଏଫ୍‌ସି ଏସୀୟ କପ୍‌ ସାଉଦି ଆରବିଆ ୨୦୨୭ ପ୍ରିଲିମିନାରି ଜଏଣ୍ଟ କ୍ବାଲିଫିକେସନ ରାଉଣ୍ଡ ୨ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିରେ ମୁହାଁମୁହିଁ ହେବେ ଆୟୋଜକ ଭାରତ ଓ କତର। ବିଶ୍ବ ମାନ୍ୟତାରେ ୯୯ତମ ସ୍ଥାନରେ ଥିବା…

ଭାରତର ପରାଜୟ ସହିନପାରି ଆତ୍ମହତ୍ୟା କଲେ ଯୁବକ

ଭାରତ ବିଶ୍ୱକପ୍ ଫାଇନାଲରେ ହାରିବା  ଯାଜପୁର ବିଞ୍ଝାରପୁର ଅଂଚଳର  ଯୁବକ ଦେବରଞ୍ଜନ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଗତକାଲି ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆଠୁ ଭାରତ ହାରିବା ପରେ ଦେବ ରଞ୍ଜନ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । କିନ୍ତୁ ଦେବରଞ୍ଜନ ପୂର୍ବରୁ ମାନସିକ ରୋଗରେ…