Trending
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
Browsing Category
Sports
All sports related news will be uploaded
ଟ୍ବେଣ୍ଟି୨୦ କ୍ରିକେଟ୍ରେ ବିଶ୍ବରେ ସର୍ବାଧିକ ସ୍କୋରର୍ ହେଲେ ରୋହିତ ଶର୍ମା
ଚଳିତ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ୍ର ସୁପର ଏଇଟ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ୯୨ ରନ୍ ସ୍କୋର୍ କରିଥିଲେ। ଓପ୍ନର ରୋହିତ ୪୧ ବଲ୍ରୁ ୮ଟି ଛକା ଓ ୭ଟି ଚୌକା ସହ ୯୨ ରନ୍ କରିଥିଲେ। ଏହି ମ୍ୟାଚ୍ ଜିତି ଭାରତ ସେମିଫାଇନାଲରେ…
ଫାଇନାଲରେ ଭାରତ
ଟ୍ବେଣ୍ଟି-୨୦ ବିଶ୍ବକପ୍ର ଦ୍ବିତୀୟ ସେମିଫାଇନାଲ୍ରେ ଭାରତର ମୁକାବିଲା ଇଂଲଣ୍ଡ ସହିତ ହେବ। ଏହି ମ୍ୟାଚ୍ ଗାଏନାସ୍ଥିତ ପ୍ରୋଭିଡେନ୍ସ ଷ୍ଟାଡିୟମ୍ରେ ଭାରତୀୟ ସମୟ ଗୁରୁବାର ରାତି ୮ଟାରେ ଖେଳାଯିବ। କିନ୍ତୁ ମ୍ୟାଚ୍ ଦିନ ଏଠାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।…
ଭାରତୀୟ ଗଲ୍ଫର ଅଦିତି ଅଶୋକ ଓ ଦୀକ୍ଷା ଡଗର ପ୍ୟାରିସ୍ ଅଲିମ୍ପିକ୍ସ ଲାଗି ଟିକେଟ୍ ହାସଲ କରିଛନ୍ତି
ଭାରତୀୟ ଗଲ୍ଫର ଅଦିତି ଅଶୋକ ଓ ଦୀକ୍ଷା ଡଗର ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଉଭୟ ବିଶ୍ବମାନ୍ୟତା ଆଧାରରେ ଏହି ଟିକେଟ୍ ନିଶ୍ଚିତ କରିଛନ୍ତି। ପୂର୍ବରୁ ଦୁଇ ପୁରୁଷ ଭାରତୀୟ ଗଲ୍ଫର ଶୁଭଙ୍କର ଶର୍ମା ଓ ଗଗନଜୀତ ଭୁଲାର ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ…
ସେମିଫାଇନାଲ୍ରେ ଇଂଲଣ୍ଡକୁ ଭେଟିବ ଭାରତ
ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛି । ସୁପର-୮ର ଶେଷ ମ୍ୟାଚ୍ରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ହରାଇବା ସହିତ କ୍ରମାଗତ ତୃତୀୟ ମ୍ୟାଚ୍ ଜିତି ସେମିଫାଇନାଲରେ ପହଞ୍ଚିଛି । ଟିମ ଇଣ୍ଡିଆ ଗ୍ରୁପ-୧ ରେ ପ୍ରଥମ ସ୍ଥାନରେ ରହି ୪ ପଏଣ୍ଟ ପାଇଛି । ତେବେ…
ଭାରତୀୟ ମହିଳା ୩-୦ରେ ଶୃଙ୍ଖଳା ଜିତିଲେ
ଦିନିକିଆ ଅନ୍ତର୍ଜାତୀୟ ଶୃ୍ଙ୍ଖଳାକୁ ଘରୋଇ ଭାରତ ୩-୦ରେ ମୂଳପୋଛ କରି ଜିତିଛି। ରବିବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ହର୍ମନପ୍ରୀତ୍ କୌରଙ୍କ ଦଳ ୬ ୱିକେଟ୍ରେ ସହଜ ବିଜୟ ସହ ଏହି ସଫଳତା ଅର୍ଜନ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୧୫…
ସୁପର-ଏଇଟ୍ ମୁକାବିଲାରେ ୫୦ ରନରେ ବାଂଲାଦେଶକୁ ହରାଇ ଦେଇଛି ଟିମ୍ ଇଣ୍ଡିଆ
ସୁପର-ଏଇଟ୍ ମୁକାବିଲାରେ ୫୦ ରନରେ ବାଂଲାଦେଶକୁ ହରାଇ ଦେଇଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ସେମିଫାଇନାଲକୁ ଯିବା ଭାରତ ପାଇଁ ସହଜ ହୋଇଛି । ଆଣ୍ଟିଗୁଆରେ ଖେଳା ଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ବାଂଲାଦେଶ । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୫…
ଟି-୨୦ ବିଶ୍ୱକପ : ଆଜି ଭାରତ -ବାଂଲାଦେଶ ମୁକାବିଲା
ଟି-୨୦ ବିଶ୍ୱକପ ୨୦୨୪ ସୁପର-୮ ଗ୍ରୁପ-ଏ ରେ ଭାରତ ଶନିବାର ବାଂଲାଦେଶକୁ ଭେଟିବ। ଶୀର୍ଷ ବ୍ୟାଟିଂ କ୍ରମ ପୁଣି ଥରେ ନିରାଶ କରିଥିଲେ ମଧ୍ୟ ଦଳଗତ ପ୍ରଦର୍ଶନରେ ଭାରତ ପ୍ରଥମ ମ୍ୟାଚ୍କୁ ସହଜରେ ଜିତିପାରିଥିଲା। ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆଠୁ ପରାଜିତ ହେବା ପରେ…
ଟି-୨୦ ବିଶ୍ବକପ : ଆଫଗାନିସ୍ତାନକୁ ୪୭ ରନ୍ରେ ହରାଇଲା ଭାରତ
ଆଇସିସି ଟି-୨୦ ବିଶ୍ବକପର ଏକ ସୁପର-୮ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ୪୭ ରନରେ ହରାଇଦେଇଛି । ଭାରତ ପକ୍ଷରୁ ଆଫଗାନିସ୍ତାନ ଆଗରେ ବିଜୟ ପାଇଁ ୧୮୨ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଆଫଗାନିସ୍ତାନ ୨୦ ଓଭରରେ ୧୩୪ ରନ କରିପାରିଥିଲା । ଦଳ ପକ୍ଷରୁ ଅଜମତୁଲ୍ଲା ଓମରଜାଇ ୨୬ ରନ, ନଜିବୁଲ୍ଲା ଜଦରାନ…
ଅଢ଼େଇ ବର୍ଷ ପରେ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ୍
ଅଢ଼େଇ ବର୍ଷ ବ୍ୟବଧାନରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। ୨୦୨୫ ଫେବ୍ରୁଆରି ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ସିରିଜ୍ର ଦ୍ବିତୀୟ ଏକଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆଜି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଖବର ରାଜ୍ୟର…
ଟ୍ବେଣ୍ଟି-୨୦ ବିଶ୍ବକପ୍ : ଆଜି ଭାରତ-ଆଫଗାନିସ୍ତାନ
ଭାରତୀୟ କ୍ରିକେଟ୍ ଦଳ ଗୁରୁବାରଠାରୁ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ସୁପର-୮ ଅଭିଯାନ ଆରମ୍ଭ କରୁଛି। ଟିମ୍ ଇଣ୍ଡିଆର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ହେଉଛି ଆତ୍ମବିଶ୍ବାସଭରା ଆଫଗାନିସ୍ତାନ। ତେବେ ସୁପର-୮ର ସୁପର ଫାଇଟ୍ରେ ଗୁରୁବାର ଗୋଟିଏ ନୁହେଁ, ଦୁଇଟି ମ୍ୟାଚ୍ ଖେଳାଯାଉଛି। ଭାରତୀୟ ସମୟ…