Trending
- ଆଜି ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି
- ଆଜି ଅନ୍ତର୍ଜାତୀୟ ମହିଳା ଦିବସ ,ଥିମ୍ ରହିଛି ‘ଗିଭ୍ ଟୁ ଗେନ୍’
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
Browsing Category
Sports
All sports related news will be uploaded
ଆଇପିଏଲ୍ ସିଧାପ୍ରସାରଣରେ ଓଡ଼ିଆ ନାହିଁ
ଶୁଭିବନି ଓଡ଼ିଆ ଭାଷାର ଆଇପିଏଲ୍ ସିଧାପ୍ରସାରଣ। ଏଥିସହ ଓଡ଼ିଆ ଭାଷାରେ କାର୍ଯ୍ୟକ୍ରମ କିମ୍ବା ସ୍କୋରସିଟ୍ ମଧ୍ୟ ମୋବାଇଲ୍ ପରଦାରେ ଆଉ ଦେଖାଯିବନି। ଓଟିଟି ପ୍ଲାଟ୍ଫର୍ମରେ ସିଧାପ୍ରସାରଣ କରିବାକୁ ଥିବା ଜିଓ ସିନେମା ପକ୍ଷରୁ ଆଇପିଏଲ୍ ଧାରାବିବରଣୀକୁ ୯ଟି ଭାଷାରେ ସୀମିତ ରଖାଯାଇଛି।…
ଶୀଘ୍ର ଆର୍ସିବି ଶିବିରରେ ଯୋଗଦେବେ ବିରାଟ
ବିରାଟ କୋହଲି ଆଇପିଏଲ-୨୦୨୪ରେ ଖେଳିବେ କି ନାହିଁ ତାହାକୁ ନେଇ ପ୍ରଶଂସକଙ୍କ ମନରେ ସଂଶୟ ସୃଷ୍ଟି ହୋଇଥିଲା।ଏବେ ସେ ଖୁବଶୀଘ୍ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶିବିରରେ ଯୋଗଦେବେ। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ବିରାଟ ପ୍ରାୟ ଦୁଇମାସ ହେବ ବିରତିରେ ଥିଲେ। ଏହି…
ଆଇପିଏଲ ଫେଜ୍ ୨ ନେଇ ବଡ଼ ଅପଡେଟ୍
ଆଇପିଏଲ ୨୦୨୪ ର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ, ଏପ୍ରିଲ୍ ୭ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ କେବଳ ପ୍ରକାଶ ପାଇଛି । ଏହା ପରେ ଟୁର୍ନାମେଣ୍ଟ କେବେ ଓ କେଉଁଠାରେ ଅନୁଷ୍ଠିତ ହେବ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏହାର ମୁଖ୍ୟ କାରଣ…
ଆଇସିସି ନେଇଛି ବଡ଼ ପଦକ୍ଷେପ
ଚଳିତ ବର୍ଷ ଟି୨୦ ବିଶ୍ୱକପ୍ରୁ ‘ଷ୍ଟପ୍ ଓ୍ବାଚ୍’କୁ ନିୟମିତ ବ୍ୟବହାର କରାଯିବ। ଏହା ୨୦୨୩ ଡିସେମ୍ବରରେ ପ୍ରଥମେ ପ୍ରଚଳନ କରାଯାଇଥିଲା। ସେବେଠାରୁ ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଆସୁଛି। ସମୟ ଅପଚୟକୁ ରୋକିବା ଦିଗରେ ଏଭଳି ପଦକ୍ଷେପ ନେଇଛି ଆଇସିସି। ତଦନୁଯାୟୀ ଗୋଟିଏ ଓଭର…
୪୨ ଥର ପାଇଁ ରଣଜୀ ଟ୍ରଫି ଜିତିଲା ମୁମ୍ବାଇ
ଫାଇନାଲ ମ୍ୟାଚ୍ର ଶେଷ ଦିନରେ ମୁମ୍ବାଇ ୧୬୯ ରନରେ ବିର୍ଦ୍ଦଭକୁ ହରାଇ ୪୨ ଥର ପାଇଁ ରଣଜୀ ଟ୍ରଫି ଜିତିଛି। ୨୦୧୫-୧୬ ପରେ ମୁମ୍ବାଇ ପ୍ରଥମଥର ଟ୍ରଫି କବଜା କରିଛି। ଦୀର୍ଘ ୮ ବର୍ଷ ପରେ ମୁମ୍ବାଇ କ୍ୟାମ୍ପକୁ ରଣଜୀ ଟ୍ରଫି ଫେରିଛି। ଅଜିଙ୍କ୍ୟ ରାହାଣେ ମୁମ୍ବାଇର ୨୬ତମ ଅଧିନାୟକ ଭାବେ ରଣଜୀ…
ଆଇପିଏଲ ୨୦୨୪
ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ ପାଇଁ ନୂଆ ଜର୍ସି ଲଞ୍ଚ କରିଛି । ମୁମ୍ବାଇ ଟିମ୍ ଦୀର୍ଘ ଦିନ ଧରି ନିଜର ଅନେକ ସଫଳତା ପାଇଁ ଚର୍ଚ୍ଚାରେ ରହିଛି। ଏବେ ତାର ଜର୍ସି ଲଞ୍ଚରେ ଏମିତି କିଛି ହୋଇଛି, ଯାହାକୁ ଦେଖି ଆପଣ ଭାବିବାକୁ ବାଧ୍ୟ ହେବେ ଯେ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଧୋକା…
ଆଇପିଏଲ୍ ମ୍ୟାଚକୁ ନେଇ ବଢୁଛି ଚିନ୍ତା
ବେଙ୍ଗାଲୁରୁ ୪ ଦଶନ୍ଧି ମଧ୍ୟରେ ସବୁଠାରୁ ଉତ୍କଟ ଜଳସଙ୍କଟ ମଧ୍ୟଦେଇ ଗତି କରୁଛି। ଏହାଦ୍ୱାରା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରଥମ ଲେଗ୍ ମ୍ୟାଚଗୁଡ଼ିକ ପ୍ରଭାବିତ ହେବା ଆଶଙ୍କା ବଢିଯାଇଛି। ହେଲେ ସମସ୍ୟାର ସମାଧାନ ପାଇଁ ଆୟୋଜକ କର୍ନାଟକ ରାଜ୍ୟ କ୍ରିକେଟ ଆସୋସିଏଶନ…
ଖେଳାଳିଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ବଢିଲା ଚିନ୍ତା
ଆଇପିଏଲ୍ ୨୦୨୪ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୨୪ରେ ଗୁଜରାଟ ଟାଇଟାନ୍ସ ବିପକ୍ଷ ଟୁର୍ନାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏହାର ପ୍ରଥମ ମ୍ୟାଚ…
ଭାରତକୁ ପଛରେ ପକାଇ ପାରିଲାନି ଅଷ୍ଟ୍ରେଲିଆ
ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୨ ମ୍ୟାଚ ବିଶିଷ୍ଟ ସିରିଜ୍ରେ କ୍ଲିନ୍ସୁଇପ୍ କରିଛି। ଲଗାତାର ଦୁଇଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପଏଣ୍ଟ ଟେବୁଲରେ ଭାରତକୁ ପଛରେ ପକାଇ ପାରି ନାହିଁ। ନିକଟରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ…
ଋଷଭ ପନ୍ତଙ୍କୁ ମିଳିଲା ଗ୍ରୀନ୍ ସିଗନାଲ
ଆଇପିଏଲ୍ ୨୦୨୪ ପୂର୍ବରୁ ଏକ ବଡ଼ ଖୁସି ଖବର। ପନ୍ତ ବର୍ତ୍ତମାନ ଆଇପିଏଲ୍ ୨୦୨୪ ପାଇଁ କିଛି ଶୁଟ୍ କରୁଛନ୍ତି। ଏହାପରେ ସେ ଦିଲ୍ଲୀର ପ୍ରି-ସିଜନ୍ କ୍ୟାମ୍ପରେ ଯୋଗଦେବା ପାଇଁ ଭାଇଜାଗକୁ ଯିବା ପୂର୍ବରୁ ସେ କିଛି ଦିନ ଦିଲ୍ଲୀ ଆସିବାର ସମ୍ଭାବନା ରହିଛି। ଡିସି ଏହାର ପ୍ରଥମ ଦୁଇଟି ମ୍ୟାଚ୍…