Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
Sports
All sports related news will be uploaded
ଶ୍ରୀଲଙ୍କା କୁ ଘାଇଲା କଲା ଭାରତୀୟ ବୋଲର
ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଶ୍ରୀଲଙ୍କା ଗସ୍ତରେ ଭାରତୀୟ ବୋଲର ପୁଣି ଥରେ ଚମକିଛନ୍ତି।ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂରେ ଘାଇଲା ହୋଇ ଏକଦା ଦୃଢ଼ ସ୍ଥିତିରେ ଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ କେବଳ ୧୬୧ ରନ୍ କରିଛି। ଅଳ୍ପକେ ହ୍ୟାଟ୍ରିକ୍ରୁ ବଞ୍ଚିତ ହୋଇଥିବା…
ଆଜି ଭାରତ-ଶ୍ରୀଲଙ୍କା ବଡ଼ ଲଢ଼େଇ
ମହିଳା ଏସିଆ କପ୍ ୨୦୨୪ ଫାଇନାଲ୍ ମ୍ୟାଚ୍ ଅଜି ଅର୍ଥାତ ରବିବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଭାରତୀୟ ମହିଳା କ୍ରିକେଟ ଦଳ ଏହାର ଅଷ୍ଟମ ଏସିଆ କପ ଟାଇଟଲ ହାସଲ କରିବା ଉପରେ ନଜର ରଖିଛି । ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ ବିନା କୌଣସି ମ୍ୟାଚ ନହାରି…
ଏୟାର ପିସ୍ତଲ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି ମନୁ
ଭାରତୀୟ ମହିଳା ସୁଟର୍ ମନୁ ଭାକର ୧୦ ମିଟର ଏୟାର ପିସ୍ତଲ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ସେ ୫୮୦-୨୭ଏକ୍ସ ସ୍କୋର କରି ତୃତୀୟ ସ୍ଥାନରେ ରହିଥିଲେ। ଫଳରେ ଭାରତର ପ୍ରଥମ ପଦକ ଆଶା ଉଜ୍ଜ୍ବଳ ହୋଇଛି। ଏହି ପର୍ଯ୍ୟାୟରେ ମନୁ ପ୍ରଥମ ସିରିଜ୍ରେ ୧୦ ସଟ୍ରୁ ୯୭…
କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟକୁମାର
ଭାରତୀୟ ଟି୨୦ ଟିମ୍ର ସ୍ଥାୟୀ ଅଧିନାୟକ ହେବା ପରେ ସୂର୍ଯ୍ୟକୁମାର ଯାଦବ ବିରାଟ କୋହଲି ଅନ୍ତର୍ଜାତୀୟ ଟି୨୦ରେ କରିଥିବା ଏକ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ସେ ୨୬ ବଲ୍ରେ ୫୮ ରନ୍ର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୮ ଚୌକା ଏବଂ ୨…
ଖେଳାଳିମାନେ ନିଜନିଜର ଚିନ୍ତାଧାରାକୁ କାଗଜରେ ଲେଖି ୱାଲ୍ରେ ପେଷ୍ଟ୍ କରିବେ
ଅଲିମ୍ପିକ୍ସ ପାଇଁ ପ୍ୟାରିସ୍ ଯାଇଥିବା ଭାରତୀୟ ଦଳକୁ କ୍ରୀଡ଼ାଗ୍ରାମରେ ଏକ ୭ ମହଲା କୋଠାରେ ରଖାଯାଇଛି। ଯେଉଁଠାରେ ପ୍ରାୟ ୩୦ଟି ଫ୍ଲାଟ୍ରେ ଭାରତୀୟ ଖେଳାଳିମାନଙ୍କୁ ରଖାଯାଇଛି। ଭାରତୀୟ ଖେଳାଳିମାନେ ରହୁଥିବା କୋଠାରେ ସବୁଠୁ ଭିନ୍ନ ରହିଛି ‘ୱାଲ୍ ଅଫ୍ ପଜିଟିଭିଟି’। ଖେଳାଳିମାନେ…
ଆଜି ଭାରତ-ଶ୍ରୀଲଙ୍କା ମୁହାଁମୁହିଁ
ଆଜି ଭାରତ ଓ ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ ଆରମ୍ଭ ହେବ। ଶ୍ରୀଲଙ୍କା ଗସ୍ତରେ ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବାକୁ ଟିମ୍ ଇଣ୍ଡିଆ ଉପସ୍ଥିତ ଅଛି। ଏହି ଗସ୍ତ ମାଧ୍ୟମରେ ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିମାନେ ପଡ଼ିଆକୁ ଫେରିବେ। ତେବେ ଏହି ସିରିଜ ପୂର୍ବରୁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ…
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪
ପ୍ୟାରିସ୍ ଅଲିମ୍ପିକ୍ସର ରାଙ୍କିଙ୍ଗ ରାଉଣ୍ଡରେ ଭାରତର ମହିଳା ତୀରନ୍ଦାଜୀ ଦଳ ଭଲ ପ୍ରଦର୍ଶନ କରିଛି। ଭାରତ ପକ୍ଷରୁ ଦୀପିକା କୁମାରୀ, ଅଙ୍କିତା ଭଗତ ଓ ଭଜନ କୌର ମୋଟ ୧୯୮୩ ପଏଣ୍ଟ ହାସଲ କରିଛନ୍ତି। ଏହା ସହ ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରେ ନିଜ ସ୍ଥାନ ସୁନିଶ୍ଚିତ…
ଆଜିଠାରୁ ଆରମ୍ଭ ହେଉଛି କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସ
ଆଜିଠାରୁ ଆରମ୍ଭ ହେଉଛି ବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସ। ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଏହା ୩୩ତମ ସଂସ୍କରଣ। ୧୯୦୦ରେ ପ୍ୟାରିସରେ ଅଲିମ୍ପିକ୍ସର ୨ୟ ସଂସ୍କରଣ ଅନୁଷ୍ଠିତ ହୋଇଥିବା ବେଳେ ୧୯୨୪ରେ ୨ୟ ଥର ପ୍ୟାରିସ୍ ସହରରେ ଅଲିମ୍ପିକ୍ସ ଅନୁଷ୍ଠିତ ହୋଇଥିଲା।…
ଆଇଓସି ସଦସ୍ୟା ଭାବେ ପୁଣି ଥରେ ନିର୍ବାଚିତ ହେଲେ ନୀତା ଅମ୍ବାନି
ଅଲିମ୍ପିକ୍ସର ଉଦ୍ଘାଟନୀ ଉତ୍ସବ ପୂର୍ବରୁ ଭାରତକୁ ଏକ ବହୁତ ବଡ଼ ଖୁସି ଖବର ମିଳିଛି। ରିଲାଏନ୍ସ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ନୀତା ଅମ୍ବାନି ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ (ଆଇଓସି)ର ସଦସ୍ୟା ଭାବେ ପୁଣି ଥରେ ନିର୍ବାଚିତ ହୋଇଛନ୍ତି। ପ୍ୟାରିସ୍ରେ ସଂପ୍ରତି ଚାଲିଥିବା ୧୪୨ତମ ଅଧିବେଶନ…
ଆଜିଠୁ ଭାରତର ଅଭିଯାନ
ପ୍ୟାରିସ୍ ଅଲିମ୍ପିକ୍ସର ବିଧିବଦ୍ଧ ଉଦ୍ଘାଟନୀ ସମାରୋହ ଆୟୋଜିତ ହେବ। କିନ୍ତୁ ଦୁଇ ଦିନ ପୂର୍ବରୁ ପ୍ରାରମ୍ଭିକ ପର୍ଯ୍ୟାୟର ପ୍ରତିଯୋଗିତାଗୁଡ଼ିକ ଆରମ୍ଭ ହୋଇଯାଇଛି। ଗୁରୁବାରଠୁ ପ୍ରଥମ ପଦକ ସନ୍ଧାନରେ ଥିବା ଭାରତୀୟ ତୀରନ୍ଦାଜି ଦଳ ଅଭିଯାନ ଆରମ୍ଭ କରିବ। ଲେସ୍ ଇନ୍ଭାଲିଡ୍ସ…