Trending
- ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟି ଆରମ୍ଭ
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
Browsing Category
Sports
All sports related news will be uploaded
ଟି-୨୦ ବିଶ୍ବକପ : ଆଫଗାନିସ୍ତାନକୁ ୪୭ ରନ୍ରେ ହରାଇଲା ଭାରତ
ଆଇସିସି ଟି-୨୦ ବିଶ୍ବକପର ଏକ ସୁପର-୮ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ୪୭ ରନରେ ହରାଇଦେଇଛି । ଭାରତ ପକ୍ଷରୁ ଆଫଗାନିସ୍ତାନ ଆଗରେ ବିଜୟ ପାଇଁ ୧୮୨ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଆଫଗାନିସ୍ତାନ ୨୦ ଓଭରରେ ୧୩୪ ରନ କରିପାରିଥିଲା । ଦଳ ପକ୍ଷରୁ ଅଜମତୁଲ୍ଲା ଓମରଜାଇ ୨୬ ରନ, ନଜିବୁଲ୍ଲା ଜଦରାନ…
ଅଢ଼େଇ ବର୍ଷ ପରେ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ୍
ଅଢ଼େଇ ବର୍ଷ ବ୍ୟବଧାନରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। ୨୦୨୫ ଫେବ୍ରୁଆରି ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ସିରିଜ୍ର ଦ୍ବିତୀୟ ଏକଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆଜି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଖବର ରାଜ୍ୟର…
ଟ୍ବେଣ୍ଟି-୨୦ ବିଶ୍ବକପ୍ : ଆଜି ଭାରତ-ଆଫଗାନିସ୍ତାନ
ଭାରତୀୟ କ୍ରିକେଟ୍ ଦଳ ଗୁରୁବାରଠାରୁ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ସୁପର-୮ ଅଭିଯାନ ଆରମ୍ଭ କରୁଛି। ଟିମ୍ ଇଣ୍ଡିଆର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ହେଉଛି ଆତ୍ମବିଶ୍ବାସଭରା ଆଫଗାନିସ୍ତାନ। ତେବେ ସୁପର-୮ର ସୁପର ଫାଇଟ୍ରେ ଗୁରୁବାର ଗୋଟିଏ ନୁହେଁ, ଦୁଇଟି ମ୍ୟାଚ୍ ଖେଳାଯାଉଛି। ଭାରତୀୟ ସମୟ…
ପାଭୋ ନୁର୍ମି କ୍ରୀଡ଼ାରେ ନୀରଜ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି
ଅଲିମ୍ପିକ୍ ତଥା ବିଶ୍ବ ବିଜେତା ଭାରତୀୟ ଜାଭ୍ଲିନ୍ ତାରକା ନୀରଜ ଚୋପ୍ରା ଚମତ୍କାର ଢ଼ଙ୍ଗରେ ପ୍ରତିଯୋଗିତାକୁ ଫେରିଛନ୍ତି। ଫିନଲ୍ୟାଣ୍ଡ୍ର ଟୁର୍କୁରେ ମଙ୍ଗଳବାର ଖେଳାଯାଇଥିବା ପାଭୋ ନୁର୍ମି କ୍ରୀଡ଼ାରେ ନୀରଜ ସ୍ବର୍ଣ୍ଣ ପଦକ ଜିତି ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ନିଜ ଆତ୍ମବିଶ୍ବାସ…
ଟି-୨୦ ବିଶ୍ୱକପ ୨୦୨୪ରେ ଗୋଟିଏ ବି ମ୍ୟାଚ୍ ଜିତି ପାରିଲେନି ଏହି ୪ ଟିମ୍
ଟି 20 ବିଶ୍ବକପ 2024 ର ଲିଗ ପର୍ଯ୍ୟାୟ ଏବେ ଶେଷ ହୋଇଛି । ସୁପର 8 ଟିମ ପୂର୍ବରୁ ସ୍ପଷ୍ଟ ହୋଇଥିଲା କିନ୍ତୁ ବଳକା ଥିବା କିଛି ମ୍ୟାଚ ଖେଳା ଯାଇଥିଲା । ଏବେ ମୋଟ 8 ଟିମ, ଯେଉଁମାନେ ପରବର୍ତୀ ରାଉଣ୍ଡକୁ ଯିବେ ସ୍ଥିର ହୋଇଛି । ଅନ୍ୟପଟେ 12ଟି ଟିମର ଯାତ୍ରା ଏଇଠି ଶେଷ ହୋଇଛି । ଖେଳରୁ…
ଏଣିକି କଳିଙ୍ଗ ଷ୍ଟାଡିୟମ ଭିତରକୁ ଯାଇପାରିବେ ସାମ୍ବାଦିକ
ଏବେ ସାମ୍ବାଦିକ ମାନେ ପରିଚୟପତ୍ର ଦେଖାଇ କଳିଙ୍ଗ ଷ୍ଟାଡିୟମ ଭିତରକୁ ପ୍ରବେଶ କରିପାରିବେ । ପୂର୍ବରୁ କେବଳ ବଡ଼ ବଡ଼ ଇଭେଣ୍ଟ ଅଥବା କୌଣସି କାର୍ଯ୍ୟକ୍ରମ ସମୟରେ ହିଁ ସାମ୍ବାଦିକ ମାନଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ଥିଲା ।କଳିଙ୍ଗ ଷ୍ଟାଡିୟମରେ ମଧ୍ୟରେ କ୍ରୀଡା ସମ୍ବନ୍ଧୀୟ ଅଧିକ…
୫ ୱିକେଟ୍ରେ ସ୍କଟ୍ଲାଣ୍ଡକୁ ପରାସ୍ତ କଲା ଅଷ୍ଟ୍ରେଲିଆ
ଗତକାଲି ଖେଳାଯାଇଥିବା ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିବା ସହିତ ଇଂଲଣ୍ଡର ସୁପର-୮ ଯିବା ସ୍ପଷ୍ଟ ହେଇଯାଇଛି । ଅଷ୍ଟ୍ରେଲିଆ ଏବଂ ସ୍କଟଲ୍ୟାଣ୍ଡ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୮୦ ରନ୍ କରିଥିଲା ସ୍କଟଲ୍ୟାଣ୍ଡ । ଏହାପରେ ବିଜୟ ପାଇଁ ଅଷ୍ଟ୍ରେଲିଆକୁ…
କ୍ରୋଏସିଆ ବିଜୟ ସହ ଅଭିଯାନ ଆରମ୍ଭ
ୟୁରୋ କପ୍-୨୦୨୪ରେ ଦମଦାର ଏଣ୍ଟ୍ରି କରିଛି ସ୍ପେନ୍ । ପ୍ରଥମାର୍ଦ୍ଧରେ ଅଧିନାୟକ ଆଲଭାରୋ ମୋରାଟା, ଫାବିଆନ୍ ରୁଇଜ ଏବଂ ଡାନି କାରଭାଜାଲଙ୍କ ବଳରେ ଭଲ ଲିଡ ପାଇଥିଲା ସ୍ପେନ । ଫଳରେ ଏହି ମ୍ୟାଚକୁ ଏକତରଫା ଭାବରେ ୩-୦ରେ ହାସଲ କରିଛି । ତେବେ କ୍ରୋଏସିଆ ବିପକ୍ଷରେ ଦମଦାର ବିଜୟ ହାସଲ କରିବା…
ଟି୨୦ ବିଶ୍ବକପ ମ୍ୟାଚ୍: ଆଜି ଭାରତ-କାନାଡା ମ୍ୟାଚ୍
ଆଜି(ଶନିବାର) ଭାରତ ଓ କାନାଡା ମଧ୍ୟରେ ଗ୍ରୁପ-ଏ ର ଏକ ମ୍ୟାଚ ଫ୍ଲୋରିଡାର ଲୌଡରହିଲରେ ଖେଳାଯିବ। ଭାରତ ସୁପର-୮ରେ ପ୍ରବେଶ କରିସାରିଥିବାବେଳେ ଶେଷ ମ୍ୟାଚକୁ ଜିତି ଗ୍ରୁପ ଶୀର୍ଷରେ ରହିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ କାନାଡା ୩ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ସହ ୪ର୍ଥ ସ୍ଥାନରେ ରହିଛି। …
ଟି-୨୦ ବିଶ୍ୱକପ୍ ଅଧାରୁ ଭାରତ ଫେରିବେ
ଜୁନ ୧୪ରେ ଫ୍ଲୋରିଡା ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଦଳର ଅଭ୍ୟାସ ଅଧିବେଶନ ବର୍ଷା ଯୋଗୁ ବାତିଲ ହୋଇଛି। ଟିମ ଇଣ୍ଡିଆ ଶନିବାର କାନାଡାକୁ ଭେଟିବ। ରୋହିତ ଶର୍ମା ଅଧିନାୟିକତ୍ୱରେ ଟିମ ଇଣ୍ଡିଆ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୪ ଟି-୨୦ ବିଶ୍ୱକପରେ ଗ୍ରୁପ ପର୍ଯ୍ୟାୟରେ ସେମାନଙ୍କର ସମସ୍ତ…