Trending
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
Browsing Category
Sports
All sports related news will be uploaded
ତୃତୀୟ ଥର ମିଳିଲା IPL ଟ୍ରଫି
ଆଇପିଏଲ-୨୦୨୪ରେ ତୃତୀୟ ଥର ଆଇପିଏଲ ଟ୍ରପି ହାତେଇଛି କୋଲକାତା ନାଇଟ ରାଇଡର୍ସ । ଫାଇନାଲ ଲଢେଇରେ ସନରାଇଜର୍ସ ହାଇଦ୍ରାବାଦକୁ ଚକମା ଦେଇ ବିଜୟ ମୁକୁଟ ପିନ୍ଧିଛି ଶ୍ରେୟସ ସେନା । ମିଚେଲ ଷ୍ଟାର୍କଙ୍କ ଦମଦାର ବୋଲିଂ ଏବଂ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ବ୍ୟାଟିଂରେ କୋଲକାତା ହାଇଦ୍ରାବାଦକୁ…
ଆଜି କେକେଆର୍ ସହ ଲଢ଼ିବ ଏସ୍ଆରଏଚ୍
ଆଇପିଏଲ୍-୨୦୨୪ର ଅନ୍ତିମ ମୁକାବିଲା ଆଉ ମାତ୍ର କିଛି ଘଣ୍ଟା ପରେ ଖେଳାଯିବ। ବିଶ୍ବର ସବୁଠାରୁ ଧନୀ, ଲୋକପ୍ରିୟ ତଥା ଚର୍ଚ୍ଚିତ ଲିଗ୍ର ଟ୍ରଫି ଟକ୍କରରେ ରବିବାର ଦୁଇ ଟାଣୁଆ ଦଳ କୋଲାକତା ନାଇଟ୍ ରାଇଡର୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ଏଥିଲାଗି କେବଳ ଭାରତବର୍ଷ…
ଫାଇନାଲରେ ହାଇଦ୍ରାବାଦ-କୋଲକାତା
ଆଇପିଏଲ୍ ରାଜସ୍ଥାନର ଟ୍ରେଣ୍ଟ ବୋଲ୍ଟ ଓ ଆଭେସ ଖାଁ ଚମତ୍କାର ବୋଲିଂ କରି ସନ୍ରାଇଜର୍ସ ଇନିଂସକୁ ୨୦ ଓଭରରେ ୯ ଉଇକେଟରେ ୧୭୫ ମଧ୍ୟରେ ସୀମିତ ରଖିଥିଲେ। ୧୭୬ ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ କରିଥିବା ରାଜସ୍ଥାନ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇ ୨୦ ଓଭରରେ ୭ ଉଇକେଟ ହରାଇ ୧୩୯ ରନ କରିବାକୁ…
ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ଜାରି କଲା ନୂଆ ଆନଥେମ
ଟି-୨୦ ବିଶ୍ୱକପ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଏକ ନୂଆ ଆନଥେମ ଜାରି କରିଛି । ଏହି ସଂଗୀତ ଏବେ ବିଶ୍ୱ କ୍ରିକେଟର ସମସ୍ତ ଆଇସିସି ଇଭେଣ୍ଟରେ ମଧ୍ୟ ବ୍ୟବହୃତ ହେବ । ଏଣିକି ଏହି ସଂଗୀତକୁ ଆଇସିସିର ବ୍ରାଣ୍ଡ ସଂଗୀତ ବୋଲି ବିବେଚନା କରାଯିବ । ଏହା ପୂର୍ବରୁ…
ଭାରତୀୟ କ୍ରିକେଟ ଟିମ ମୁଖ୍ୟ କୋଚ ଦୌଡ଼ରେ ଅଛନ୍ତି ଗମ୍ଭୀର ଓ ହରବଜନ
ଆସନ୍ତା ଜୁନରେ ସରୁଛି ଭାରତୀୟ କ୍ରିକେଟ ଟିମ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଟି-୨୦ ବିଶ୍ୱକପ ପରେ ଟିମକୁ ସମ୍ଭାଳିବେ ନୂଆ କୋଚ୍ । ଏଥିପାଇଁ ବିସିସିଆଇ କୋଚ୍ ଚୟନ ପକ୍ରିୟା ଆରମ୍ଭ କରିଦେଇଛି । ମେ ୨୭ ହେଉଛି ଆବେଦନର ଶେଷ ଦିନ । ଆଉ ଏହା ପୂର୍ବରୁ ଚର୍ଚ୍ଚାକୁ ଆସିଛନ୍ତି…
ଆଇପିଏଲ୍ର ସବୁଠୁ ଦାମୀ ଖେଳାଳି
ଆଇପିଏଲ ୨୦୨୪ର ପ୍ଲେ ଅଫର ପ୍ରଥମ କ୍ୱାଲିଫାୟର୍ରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଫାଇନାଲ୍ ଟିକେଟ୍ କାଟିଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା। ସନରାଇଜର୍ସ ହାଇଦ୍ରାବାଦ ହୁଏତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…
ଆଇପିଏଲ ଫାଇନାଲ ମ୍ୟାଚ:ଟିକେଟ୍ ବିକ୍ରି ଆରମ୍ଭ
ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍ ), କୋଲକାତା ନାଇଟ ରାଇଡର୍ସ (କେକେଆର୍), ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏହି ଚାରିଟି ଦଳ ପ୍ଲେ ଅଫରେ ଅଛନ୍ତି। ଚେନ୍ନାଇର ଚେପାକ ଷ୍ଟାଡିୟମରେ ୨୬ ମେ’ରେ ସିଜିନର ଫାଇନାଲ ଖେଳାଯିବ। ଏବେ ପ୍ରଶଂସକଙ୍କ ପାଇଁ…
ନ୍ୟୁୟର୍କ ଯିବ ପ୍ରଥମ ଦଫା ଭାରତୀୟ ଦଳ
ଭାରତୀୟ ଖେଳାଳି ଆସନ୍ତା ୨୫ ତାରିଖରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ନ୍ୟୁୟର୍କ ଯିବେ। ରୋହିତଙ୍କ ସହିତ ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ୍ ବୁମ୍ରା, ଋଷଭ ପନ୍ତ, ଅର୍ଶଦୀପ ସିଂହ, ଅକ୍ଷର ପଟେଲ୍ ପ୍ରଥମ ଦଫାରେ ଆମେରିକାରେ ପହଞ୍ଚିବେ। ଏମାନଙ୍କ ସହିତ ମୁଖ୍ୟ…
ପ୍ଲେଅଫରୁ ବିଦା ହେଲା ଚେନ୍ନାଇ
ଆଇପିଏଲର ଏକ ବଡ଼ ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ୨୭ ରନରେ ପରାସ୍ତ କରି ପ୍ଲେଅଫରେ ନିଜର ସ୍ଥାନ ପକ୍କା କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଆରସିବିର ଏହି ବିଜୟର ହିରୋ ୟଶ ଦୟାଲ ସାଜିଥିବା ବେଳେ ମ୍ୟାଚର ଅନ୍ତିମ ଓଭରରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଉଟ୍…
ଟିମ୍ ଇଣ୍ଡିଆର ନୂଆ କୋଚ୍
ଦଳର ମୁଖ୍ୟ କୋଚ୍ ଭାର ସମ୍ଭଳିବେ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ । ଟି-୨୦ ବିଶ୍ୱକପରେ ଶେଷ ଟୁର୍ଣ୍ଣାମେଣ୍ଟରେ ସେ କୋଚ୍ ଭାବରେ ମଇଦାନକୁ ଓହ୍ଲାଇବେ । ଏହାପରେ ଭାରତର ନୂଆ କୋଚ ତାଙ୍କ ସ୍ଥାନ ପୂରଣ କରିବେ । ଏଥିପାଇଁ ବିସିସିଆଇ ବିଜ୍ଞପ୍ତି ଜାରି କରିଥିବା ବେଳେ ୨ ଜଣଙ୍କୁ…