Trending
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
Browsing Category
Sports
All sports related news will be uploaded
ଆଜି ଭାରତ-ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚ
ଜିମ୍ବାୱେ ଓ ଭାରତ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଆଜି ଖେଳାଯିବ । ଜିମ୍ବାୱେର ଘରୋଇ ହରାରେ ସ୍ପୋର୍ଟସ କ୍ଲବରେ ଏହି ମ୍ୟାଚ ଖେଳାଯିବ । ଟି-୨୦ ବିଶ୍ୱ ବିଜେତା ଭାରତ ଯୁବ ଖେଳାଳିଙ୍କ ନେତୃତ୍ୱରେ ମ୍ୟାଚ ଖେଳିବାକୁ ଯାଉଛି । ଶୁବମନ୍ ଗିଲ୍ଙ୍କ ନେତୃତ୍ୱାଧିନ…
ଓଡ଼ିଆ ଜାଭଲିନ୍ ଖେଳାଳି କିଶୋର ଜେନାଙ୍କୁ ଅଲିମ୍ପିକ୍ସ ଟିକେଟ୍
ଓଡ଼ିଆ ଜାଭଲିନ୍ ଖେଳାଳି କିଶୋର ଜେନାଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସ ଗେମ୍ସ ଟିକେଟ୍। ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ୨୮ ଜଣିଆ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲଟିକ୍ ଟିମର ଘୋଷଣା କରିଛି। ଏହି ଟିମରେ ସ୍ଥାନ ପାଇଛନ୍ତି କିଶୋର। ଅଲିମ୍ପିକ ସ୍ବର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ଏହି ଟିମରେ…
ପୁଣି ଏକ ବିଜୟ ରାଲି
ଦୀର୍ଘ ୧୭ ବର୍ଷ ଧରି ଅପେକ୍ଷାର ଅନ୍ତଘଟି ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଥିଲା। ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଏହାପୂର୍ବରୁ ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଟ୍ରଫି ଜିତିଥିଲା। ବିଶ୍ୱକପ ଜିତିବା ପରେ ଭାରତୀୟ ଖେଳାଳିମାନେ ମୁମ୍ବାଇରେ ଏକ ବିଜୟ…
ପ୍ରଧାନମନ୍ତ୍ରୀଙ୍କ ସହ ଭାରତୀୟ ଟିମ୍
ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ୧୭ ବର୍ଷ ପରେ ବିଶ୍ୱ ଚାମ୍ପିୟନ ହୋଇଥିଲା । ୨୦୦୭ରେ ଟିମ୍ ଇଣ୍ଡିଆ ପ୍ରଥମ ଥର ଟି-୨୦ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା । ତେବେ ଖରାପ ପାଗ ପାଇଁ ଟିମ୍ ଇଣ୍ଡିଆ ବାରବାଡୋସରେ କିଛିଦିନ ଅଟକି ରହିଥିଲା ।…
ସ୍ବେଦଶ ଫେରିଛନ୍ତି ଟିମ ଇଣ୍ଡିଆ
ଭାରତ ଫେରିଛନ୍ତି ବିଶ୍ୱବିଜେତା ଟିମ୍ ଇଣ୍ଡିଆ । ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ଦିଲ୍ଲୀରେ ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଛି । ରୋହିତ ବାହିନୀଙ୍କ ଗୋଟିଏ ଝଲକ ପାଇବା ପାଇଁ ରାତିରୁ ବିମାନ ବନ୍ଦର ବାହାରେ ଭିଡ଼ ଜମାଇଛନ୍ତି ହଜାର ହଜାର ପ୍ରଶଂସକ । ୯ଟା ୩୦ରେ…
ଆଇସିସି ଟି-୨୦ ରାଙ୍କିଙ୍ଗ : ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର
ଆଇସିସି ବୁଧବାର ଟି-୨୦ ରାଙ୍କିଙ୍ଗ ପ୍ରକାଶ କରିଛି। ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ତଥା ତାରକା ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି। ର଼୍ୟାଙ୍କିଙ୍ଗରେ ସେ ଶ୍ରୀଲଙ୍କାର ୱାନିନ୍ଦୁ ହାସରଙ୍ଗାଙ୍କ ସହ ମିଳିତ ନମ୍ବର ୱାନ ହୋଇଛନ୍ତି। ଶ୍ରୀଲଙ୍କାର ତାରକା…
ଦିଲ୍ଲୀରେ ପହଞ୍ଚିବ ଭାରତୀୟ କ୍ରିକେଟ୍ ଦଳ
ଜୁଲାଇ ୨ ତାରିଖରେ ଖବର ପ୍ରକାଶ ପାଇଥିଲା ଯେ ସେମାନେ ମଙ୍ଗଳବାର ଦିନ ସ୍ଥାନୀୟ ସମୟ ୬ଟା ସୁଦ୍ଧା ବାରବାଡୋସ ଛାଡି ବୁଧବାର ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବେ ବୋଲି।ତେବେ ନିକଟରେ ମିଳିଥିବା ସୂତ୍ରରୁ କୁହାଯାଇଛି ଯେ ଏହି ଯୋଜନାରେ ପରିବର୍ତ୍ତନ କରାଯାଇଛି। ଇଣ୍ଡିଆ ଟୁଡେର ବିକ୍ରାଣ୍ଟ…
ଆସନ୍ତା କାଲି ସକାଳେ ଦିଲ୍ଲୀ ପହଞ୍ଚିବେ ଟିମ ଇଣ୍ଡିଆ
ଭାରତୀୟ କ୍ରିକେଟ ଟିମ୍ ବାର୍ବାଡୋସ ମାଟିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି -୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଛି । ଜୁନ ୨୯ ଶନିବାର ଦିନ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଦଳ ଟିମ ଇଣ୍ଡିଆ ଚାମ୍ପିୟନ ହୋଇଥିଲା। ଚାମ୍ପିୟନ ହେବା ପରେ ଟିମ ଇଣ୍ଡିଆ ଭାରତକୁ ଫେରିବାକୁ ଥିଲା, କିନ୍ତୁ…
ବଡ଼ ଇଭେଣ୍ଟରୁ ଓହରିଗଲେ ନୀରଜ
ଜୁଲାଇ ମାସର ଶେଷରେ ଅନୁଷ୍ଠିତ ହେବ ପ୍ୟାରିସ ଅଲିମ୍ପିକ୍ସ । ଜୁଲାଇ ୨୬ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ଭାରତକୁ ଲାଗିି ଶକ୍ତ ଝଟକା । ଦେଶର ‘ସୁନା ପୁଅ’ ନୀରଜ ଚୋପ୍ରା ଏକ ବଡ଼ ଟୁର୍ଣ୍ଣାମେଣ୍ଟରୁ ନିଜ ନାମ ଫେରାଇ ନେଇଛନ୍ତି । ଟୋକିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ…
ଭାରତୀୟ ଦଳର ପରବର୍ତ୍ତୀ କୋଚ୍ କିଏ ?
ଚଳିତ ମାସ ଶେଷରୁ ଶ୍ରୀଲଙ୍କାରେ ସୀମିତ ଓଭର ସିରିଜରୁ ଭାରତୀୟ କ୍ରିକେଟ୍ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ବିସିସିଆଇ ସଚିବ ଜୟ ଶାହା ସୋମବାର କହିଛନ୍ତି। କିନ୍ତୁ ବିଦାୟୀ ରାହୁଲ ଦ୍ରାବିଡଙ୍କ ବଦଳରେ କିଏ ଏହି ପଦବୀ ହାତେଇବେ ତାହା ପ୍ରକାଶ କରି…