Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
Sports
All sports related news will be uploaded
ଭାରତ ଏସିଆ ଚାମ୍ପିୟନ ବିଜୟ
ଭାରତୀୟ ହକି ଟିମ୍ ଚାଇନା ମାଟିରେ ଚାଇନାକୁ ପରାସ୍ତ କରି ପଞ୍ଚମ ଥର ଲାଗି ଏସିଆ ଚାମ୍ପିୟନ ହୋଇଛି। ଫାଇନାଲ ମୁକାବିଲାରେ ଚାଇନା ଭାରତୀୟ ଦଳ ସହିତ କଡ଼ା ମୁକାବିଲା କରିଥିଲା। ତୃତୀୟ କ୍ୱାର୍ଟର ସୁଦ୍ଧା ଉଭୟ ପକ୍ଷ କୌଣସି ଗୋଲ୍ କରିପାରି ନଥିଲେ। ତେବେ ଚତୁର୍ଥ କ୍ୱାର୍ଟରର ୧୦ ମିନିଟରେ ଭାରତ…
ଫାଇନାଲ୍ରେ ଭାରତ
ଭାରତୀୟ ହକି ଦଳ ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ବିଜୟ ଦିଗରେ ଆଗକୁ ବଢ଼ିଛି। ସୋମବାର ସେମିଫାଇନାଲ୍ରେ ହର୍ମନପ୍ରୀତ ସଂହଙ୍କ ଏହି ଦଳ ୪-୧ ଗୋଲ୍ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଅଲିମ୍ପିକ୍ସ କାଂସ୍ୟ ବିଜେତା ଭାରତ ମଙ୍ଗଳବାର ଟ୍ରଫି ଲଢ଼େଇରେ ଆୟୋଜକ ଚୀନ୍କୁ ଭେଟିବ। ଚୀନ୍…
ଧମାଲ କରିବେ ଟିମ୍ ଇଣ୍ଡିଆର
ଭାରତ U19 ଏବଂ ଅଷ୍ଟ୍ରେଲିଆ U19 ମଧ୍ୟରେ ହେବାକୁ ଥିବା ୪ ଦିବସୀୟ ମ୍ୟାଚ୍ ପାଇଁ ବିହାରର ବୈଭବ ସୂର୍ଯ୍ୟବଂଶୀଙ୍କୁ ଇଣ୍ଡିଆ ଟିମରେ ସ୍ଥାନ ମିଳିଛି । ଗୋଟିଏ ବର୍ଷରେ ହୋଇଥିବା ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ବୈଭବ ମୋଟ୍ ୪୯ ଶତକ ହାସଲ କରିଛନ୍ତି । ୨୦୧୧ ମାର୍ଚ୍ଚ ୨୭ରେ ବିହାର ସମସ୍ତିପୁର…
ରାହୁଲ କୁଆଡ଼େ ଯିବେ ?
ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଅଧିନାୟକ କେଏଲ୍ ରାହୁଲ କୁଆଡ଼େ ଯିବେ । କୁହାଯାଉଛି ସେ ଅନ୍ୟଟିମକୁ ଯିବେ । ତାଙ୍କୁ ଅପମାନିତ କରୁଥିବାର ଭିଡିଓ ପଦାକୁ ଆସିବା ପରେ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ରାହୁଲଙ୍କ ପ୍ରଶଂସକ ଏଥିଲାଗି ଦଳ ମାଲିକ ଗୋଏଙ୍କାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏପରିକି…
ଭାରତ ଠାରୁ ହାରିଲା ପାକିସ୍ତାନ
ଏସିଆନ ହକି ଚାମ୍ପିଅନ୍ସ ଟ୍ରଫିରେ ଶନିବାର ପାକିସ୍ତାନକୁ ୨-୧ ରେ ପରାସ୍ତ କରି ଭାରତୀୟ ହକି ଦଳ କ୍ରମାଗତ ପଞ୍ଚମ ବିଜୟ ପଞ୍ଜିକରଣ କରିଛି। କ୍ୟାପଟେନ ହରମନପ୍ରୀତ ସିଂ ଭାରତ ପାଇଁ ଉଭୟ ଗୋଲ ସ୍କୋର କରିଛନ୍ତି। ପାକିସ୍ତାନ ପାଇଁ ଏକମାତ୍ର ଗୋଲ ଅହମ୍ମଦ ନାଦିମ ସ୍କୋର କରିଥିଲେ। ଏହି ବିଜୟ ସହିତ…
ଭାରତ-ପାକିସ୍ତାନ ହାଇ ଭୋଲଟେଜ ମ୍ୟାଚ
ଭାରତ ଏବଂ ପାକିସ୍ତାନ କ୍ରୀଡ଼ା କ୍ଷେତ୍ରରେ ମୁହାଁମୁହିଁ ହୁଅନ୍ତି, ଏହି ମ୍ୟାଚ ଉପରେ ସମଗ୍ର ବିଶ୍ୱର ଆଖି ଥାଏ। ଭାରତ-ପାକିସ୍ତାନ ମ୍ୟାଚ ଦୁନିଆର ସବୁଠୁ ଅଧିକ ଦେଖାଯାଉଥିବା ମ୍ୟାଚ ମଧ୍ୟରୁ ଅନ୍ୟତମ। କାରଣ ଏସବୁ ମ୍ୟାଚରେ ଉତ୍ତେଜନା ଶିଖରରେ ରହିଥାଏ। ଏହି କାରଣରୁ ଉଭୟ ଦେଶର ପ୍ରଶଂସକମାନେ…
ଇତିହାସ ରଚିଲେ କ୍ରିଷ୍ଟିଆନୋ
ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲରମାନଙ୍କ ମଧ୍ୟରେ କ୍ରିଷ୍ଟିଆନୋ ରୋନାଲଡୋଙ୍କ ନାମ ସାମିଲ ଅଛି। ପର୍ତ୍ତୁଗାଲ ପାଇଁ ଖେଳିଥିବା ଏହି କିମ୍ବଦନ୍ତୀ ଫୁଟବଲର୍ ସୋସିଆଲ ମିଡିଆରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ସୋସିଆଲ ମିଡିଆରେ ଏକ ବିଲିୟନ ଅର୍ଥାତ୍ ୧୦୦ କୋଟି ଫଲୋଅର୍ସଙ୍କ ସଂଖ୍ୟା…
ସେମିଫାଇନାଲ୍ରେ ଭାରତ
ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକିରେ ଭାରତର ଜୟଯାତ୍ରା ଜାରି ରହିଛି। ବୁଧବାର ନିଜ ତୃତୀୟ ଲିଗ୍ ମ୍ୟାଚ୍ରେ ଭାରତ ୮-୧ ଗୋଲ୍ରେ ମାଲେସିଆକୁ ଏକତରଫା ଭାବେ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ସହ ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛି। ରାଉଣ୍ଡ ରବିନ ପଦ୍ଧତିରେ ଖେଳାଯାଉଥିବା…
ପାରାଲିମ୍ପିକ୍ସରେ ପଦକ ବିଜେତାଙ୍କ ପାଇଁ ପୁରସ୍କାର ଘୋଷଣା
ପ୍ୟାରିସ୍ ପାରାଲିମ୍ପିକ୍ସରେ ପଦକ ଜିତିଥିବା ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ। କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ସ୍ବର୍ଣ୍ଣ ବିଜେତାଙ୍କୁ ୭୫ ଲକ୍ଷ, ରୌପ୍ୟ ବିଜେତାଙ୍କୁ…
ଇଂଲଣ୍ଡରେ ଜିତିଲା ଶ୍ରୀଲଙ୍କା
ଇଂଲଣ୍ଡ ଗସ୍ତରେ ଶ୍ରୀଲଙ୍କା ପ୍ରଥମ ବିଜୟ ହାସଲ କରିଛି। ତୃତୀୟ ତଥା ଶେଷ ଟେଷ୍ଟ୍କୁ ୮ ୱିକେଟ୍ରେ ଜିତି ତିନି ଟିକିଆ ଶୃଙ୍ଖଳାରେ ପରାଜୟ ବ୍ୟବଧାନକୁ ୨-୧କୁ କମାଇବା ସହ ମୂଳପୋଛ ପରାଜୟ ଲଜ୍ଜାରୁ ବର୍ତ୍ତିଯାଇଛି। ଓପନର ପଥୁମ ନିଶଙ୍କ ଇଂଲଣ୍ଡକୁ ନିଜ ଔଷଧର ମଜା ଚଖାଇଛନ୍ତି। ସେ ୧୨୪ ବଲ୍ରୁ…