Browsing Category

Sports

All sports related news will be uploaded

ବୁମରାଙ୍କ କମାଲ : ଜିତିଲା ଭାରତ, ହାରିଲା ପାକିସ୍ତାନ

ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଭାରତୀୟ ଟିମ । ଭାରତ କଡ଼ା  ମହାମୁକାବିଲାରେ ପାକିସ୍ତାନକୁ ହରାଇଛି । ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କାହିଁକି ମହାଲଢ଼େଇର ମାନ୍ୟତା ଲାଭ କରିଛି ତାହା ମଧ୍ୟ ପୁଣି ପ୍ରମାଣିତ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୨୦ ରନ୍‌ର ଲକ୍ଷ୍ୟ…

ଭାରତ-ପାକିସ୍ତାନ ମହାଟକ୍କର

ଭାରତ-ପାକିସ୍ତାନ ମହାଟକ୍କର ଆଜି ସଂଧ୍ୟାରେ ଦେଖିବାକୁ ମିଳିବ । ରୋହିତ ବାହିନୀ ଆଜି ମ୍ୟାଚ ଜିତିବାକୁ ପଡ଼ିଆକୁ ଓହ୍ଲାଇବେ । ଏଥର ରୋହିତ, କୋହଲି ବେଷ୍ଟ ଫର୍ମରେ ଅଛନ୍ତି । ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ଓ ପାକିସ୍ତାନ ଏପର୍ଯ୍ୟନ୍ତ ୭ଟି ମୁକାବିଲାରେ ଭେଟାଭେଟି ହୋଇଛନ୍ତି। ଭାରତ…

କ୍ରିକେଟ ପ୍ରେମୀଙ୍କ ପାଇଁ ଏୟାରଟେଲ ଆଣିଲା ଜବରଦସ୍ତ ପ୍ଲାନ

ଟି୨୦ ୱାର୍ଲଡ କପ୍ ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ଏୟାରଟେଲ ନିଜ ପ୍ରିପେଡ, ପୋଷ୍ଟପେଡ ଏବଂ ଏକ୍ସଟ୍ରିମ ଫାଇବର ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ପାଇଁ ନୂଆ ପ୍ଲାନ ଲଞ୍ଚ କରିଛି । ଏଥିରେ ୟୁଜର୍ସଙ୍କୁ ଫ୍ରି-ଡିଜନୀ+ ହଟଷ୍ଟାର ସବସ୍କ୍ରିପସନ ମିଳିବ । ଏହି ଖାସ ପ୍ଲାନ କ୍ରିକେଟ ପ୍ରେମୀଙ୍କ ପାଇଁ…

ଆୟର୍ଲାଣ୍ଡ୍‌କୁ ହରାଇଲା କାନାଡ଼ା

ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ତ୍ରୟୋଦଶ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ କାନାଡ଼ା ୧୨ ରନ୍‌ରେ ହରାଇ ଦେଇଛି। ଆୟର୍ଲାଣ୍ଡ୍‌ ସମ୍ମୁଖରେ ୧୩୮ ରନ୍‌ର ଲକ୍ଷ୍ୟ ରହିଥିଲେ ମଧ୍ୟ ଅପେକ୍ଷାକୃତ ଅଭିଜ୍ଞ ଏହି ଦଳ ୧୨୫ ରନ୍‌ରେ ଅଟକିଯାଇଛି। ଏଥି ସହ ଦ୍ବିତୀୟ ମ୍ୟାଚ୍‌ରୁ କାନାଡ଼ା ପ୍ରଥମ ବିଜୟ…

ଶେଷ ହୋଇଛି ସୁନୀଲ ‌ଛେତ୍ରୀଙ୍କ ଜାଜ୍ଜ୍ବଲ୍ୟମାନ ଅନ୍ତର୍ଜାତୀୟ ଖେଳ ଜୀବନ

ଶେଷ ହୋଇଛି ଭାରତୀୟ ଫୁଟବଲ୍‌ର ଅନ୍ୟତମ ମହାନ ତାରକା, ଦକ୍ଷ ଅଧିନାୟକ ତଥା ବିଶ୍ବ ଫୁଟବଲ୍‌ର ଚତୁର୍ଥ ସର୍ବାଧିକ ଗୋଲ୍‌ ସ୍କୋରର୍‌ ସୁନୀଲ ‌ଛେତ୍ରୀଙ୍କ ଜାଜ୍ଜ୍ବଲ୍ୟମାନ ଅନ୍ତର୍ଜାତୀୟ ଖେଳ ଜୀବନ। ପୂର୍ବ ଘୋଷଣା ଅନୁଯାୟୀ ଗୁରୁବାର କୋଲ୍‌କାତାସ୍ଥିତ ସଲ୍ଟ ଲେକ୍‌ ଷ୍ଟାଡିୟମ୍‌ରେ ଫିଫା…

ଇତିହାସ ରଚିଲା ଆମେରିକା

ଟି-୨୦ ବିଶ୍ୱକପ୍‌ରେ ବଡ଼ ବିପର୍ଯ୍ୟୟ ଘଟିଛି। ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ମ୍ୟାଚ ଉଭୟ ଇନିଂସ ଶେଷ ହେବା ପର୍ଯ୍ୟନ୍ତ ଟାଇରେ ଶେଷ ହୋଇଥିଲା। କିନ୍ତୁ ସୁପର ଓଭରରେ ପାକିସ୍ତାନକୁ ପରାସ୍ତ କରି ଆମେରିକା ଇତିହାସ ସୃଷ୍ଟି କରିଛି। ସୁପର ଓଭରରେ ମହମ୍ମଦ ଆମିରଙ୍କ କ୍ରମାଗତ ଓ୍ବାଇଡ୍‌…

ଭାରତ ୮ୱିକେଟ୍‌ରେ ଆୟର୍ଲାଣ୍ଡକୁ ପରାସ୍ତ କରି ଖାତା ଖୋଲିଛି

ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଭାରତ ୮ୱିକେଟ୍‌ରେ ଆୟର୍ଲାଣ୍ଡକୁ ପରାସ୍ତ କରି ଖାତା ଖୋଲିଛି। ପ୍ରଥମେ ବୋଲରମାନେ ଆୟର୍ଲାଣ୍ଡକୁ ୯୬ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଥିଲେ। ପରେ ରୋହିତ ଶର୍ମା (୫୨) ଓ ଋଷଭ ପନ୍ତ୍‌ (୩୬*) ଭାରତକୁ ୧୨.୨ ଓଭରରେ ଜିତାଇଥିଲେ। ଆହତ…

ଆଜିଠାରୁ ଭାରତର ବିଶ୍ବକପ୍‌ ଅଭିଯାନ

ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ବୁଧବାର ଆୟର୍ଲାଣ୍ଡ୍‌ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍‌ ଖେଳିବ। ଭାରତୀୟ ଦଳକୁ ‘ନୂଆ ବୋତଲରେ ପୁରୁଣା ମଦ’ କୁହାଯାଉଥିଲେ ମଧ୍ୟ ଏଭଳି ସମାଲୋଚନାକୁ ଖେଳାଳିମାନେ ଜବାବ ଦେବେ ବୋଲି ବିଶ୍ବାସ କରାଯାଉଛି। ଦୁଇ ମାସ ଧରି ଆଇପିଏଲ୍‌ ଖେଳି ବିଶ୍ବକପ୍‌…

ମେଦଭେଦେଭ ବିଦା: କ୍ବାର୍ଟରରେ ସାବାଲେଙ୍କା, ରିବାକିନା

ବିଶ୍ବ ୫ ନମ୍ବର ତଥା ୨୦୨୧ ୟୁଏସ୍‌ ଓପନ୍‌ ବିଜେତା ଡାନିଲ ମେଦଭେଦେଭ ଚଳିତ ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ସୋମବାର ପ୍ରିକ୍ବାର୍ଟରଫାଇନାଲ୍‌ରେ ଏହି ରୁଷିଆ ଖେଳାଳିଙ୍କୁ ୪-୬, ୬-୨, ୬-୧, ୬-୩ ସେଟ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆର ଆଲେକ୍ସ ଡି’ମିନୌର…

ଶ୍ରୀଲଙ୍କାକୁ ହରାଇଲା ଦକ୍ଷିଣ ଆଫ୍ରିକା

ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଚତୁର୍ଥ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍‌ରେ ପୂର୍ବତନ ବିଜେତା ଶ୍ରୀଲଙ୍କାକୁ ପରାସ୍ତ କରିଛି। ଅଳ୍ପ ସ୍କୋର୍ ବିଶିଷ୍ଟ ଏହି ମ୍ୟାଚ୍‌ରେ ୭୮ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ ପାଇଁ କିନ୍ତୁ ଦକ୍ଷିଣ ଆଫ୍ରିକାକୁ ଖୁବ୍ କସରତ କରିବାକୁ ପଡ଼ିଛି। ୧୬.୨ ଓଭରରେ ଐଦେନ…