Browsing Category

Sports

All sports related news will be uploaded

ଏଣିକି କଳିଙ୍ଗ ଷ୍ଟାଡିୟମ ଭିତରକୁ ଯାଇପାରିବେ ସାମ୍ବାଦିକ

ଏବେ ସାମ୍ବାଦିକ ମାନେ ପରିଚୟପତ୍ର ଦେଖାଇ କଳିଙ୍ଗ ଷ୍ଟାଡିୟମ ଭିତରକୁ ପ୍ରବେଶ କରିପାରିବେ  । ପୂର୍ବରୁ କେବଳ ବଡ଼ ବଡ଼ ଇଭେଣ୍ଟ ଅଥବା କୌଣସି କାର୍ଯ୍ୟକ୍ରମ ସମୟରେ ହିଁ ସାମ୍ବାଦିକ ମାନଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ଥିଲା ।କଳିଙ୍ଗ ଷ୍ଟାଡିୟମରେ ମଧ୍ୟରେ କ୍ରୀଡା ସମ୍ବନ୍ଧୀୟ ଅଧିକ…

୫ ୱିକେଟ୍‌‌ରେ ସ୍କଟ୍‌‌ଲାଣ୍ଡକୁ ପରାସ୍ତ କଲା ଅଷ୍ଟ୍ରେଲିଆ

ଗତକାଲି ଖେଳାଯାଇଥିବା ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିବା ସହିତ ଇଂଲଣ୍ଡର ସୁପର-୮ ଯିବା ସ୍ପଷ୍ଟ ହେଇଯାଇଛି । ଅଷ୍ଟ୍ରେଲିଆ ଏବଂ ସ୍କଟଲ୍ୟାଣ୍ଡ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୮୦ ରନ୍ କରିଥିଲା ସ୍କଟଲ୍ୟାଣ୍ଡ । ଏହାପରେ ବିଜୟ ପାଇଁ ଅଷ୍ଟ୍ରେଲିଆକୁ…

କ୍ରୋଏସିଆ ବିଜୟ ସହ ଅଭିଯାନ ଆରମ୍ଭ

ୟୁରୋ କପ୍-୨୦୨୪ରେ ଦମଦାର ଏଣ୍ଟ୍ରି କରିଛି ସ୍ପେନ୍ । ପ୍ରଥମାର୍ଦ୍ଧରେ ଅଧିନାୟକ ଆଲଭାରୋ ମୋରାଟା, ଫାବିଆନ୍ ରୁଇଜ ଏବଂ ଡାନି କାରଭାଜାଲଙ୍କ ବଳରେ ଭଲ ଲିଡ ପାଇଥିଲା ସ୍ପେନ । ଫଳରେ ଏହି ମ୍ୟାଚକୁ ଏକତରଫା ଭାବରେ ୩-୦ରେ ହାସଲ କରିଛି । ତେବେ କ୍ରୋଏସିଆ ବିପକ୍ଷରେ ଦମଦାର ବିଜୟ ହାସଲ କରିବା…

ଟି୨୦ ବିଶ୍ବକପ ମ୍ୟାଚ୍: ଆଜି ଭାରତ-କାନାଡା ମ୍ୟାଚ୍

ଆଜି(ଶନିବାର) ଭାରତ ଓ କାନାଡା ମଧ୍ୟରେ ଗ୍ରୁପ-ଏ ର ଏକ ମ୍ୟାଚ ଫ୍ଲୋରିଡାର ଲୌଡରହିଲରେ ଖେଳାଯିବ। ଭାରତ ସୁପର-୮ରେ ପ୍ରବେଶ କରିସାରିଥିବାବେଳେ ଶେଷ ମ୍ୟାଚକୁ ଜିତି ଗ୍ରୁପ ଶୀର୍ଷରେ ରହିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ କାନାଡା ୩ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ସହ ୪ର୍ଥ ସ୍ଥାନରେ ରହିଛି। …

ଟି-୨୦ ବିଶ୍ୱକପ୍‌ ଅଧାରୁ ଭାରତ ଫେରିବେ

ଜୁନ ୧୪ରେ ଫ୍ଲୋରିଡା ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଦଳର ଅଭ୍ୟାସ ଅଧିବେଶନ ବର୍ଷା ଯୋଗୁ ବାତିଲ ହୋଇଛି। ଟିମ ଇଣ୍ଡିଆ ଶନିବାର କାନାଡାକୁ ଭେଟିବ। ରୋହିତ ଶର୍ମା ଅଧିନାୟିକତ୍ୱରେ ଟିମ ଇଣ୍ଡିଆ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୪ ଟି-୨୦ ବିଶ୍ୱକପରେ ଗ୍ରୁପ ପର୍ଯ୍ୟାୟରେ ସେମାନଙ୍କର ସମସ୍ତ…

ଟ୍ୱେଣ୍ଟି୨୦ ବିଶ୍ୱକପ -ଆମେରିକାକୁ ହରାଇ ସୁପର-୮ରେ ଭାରତ

ଆମେରିକାକୁ ୭ୱିକେଟରେ ପରାସ୍ତ କରି ସୁପର-୮ରେ ପ୍ରବେଶ କରିଛି ଭାରତୀୟ ଦଳ। ଗ୍ରୁପ୍‌‌-ଏରେ ତିନୋଟଇ ଯାକ ମ୍ୟାଚ ଜିତି ଭାରତ ଶ୍ରେଷ୍ଠ ୮ଟି ଦଳଙ୍କ ମଧ୍ୟରେ ସ୍ଥାନ ନିଶ୍ଚିତ କରିଛି। ବୁଧବାର ଖେଳାଯାଇଥିବା ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଅପରାଜିତ ୫୦ ରନ୍‌‌ ଏବଂ ଶିବମ ଦୁବେ ଅପରାଜିତ ୩୧ରନର…

ଓଡ଼ିଶା ଜାତୀୟ ମାନ୍ୟତା ସନ୍ତରଣ ପ୍ରତିଯୋଗିତା -ଓଡ଼ିଶାର ପଦକ ସଂଖ୍ୟା ୧୧

ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ସନ୍ତରଣାଗାରରେ ଚାଳିଥିବା ଦ୍ବିତୀୟ ଓଡ଼ିଶା ଜାତୀୟ ମାନ୍ୟତା ସନ୍ତରଣ ପ୍ରତିଯୋଗିତା (ଫାଇନାଲ୍‌)ରେ ମଙ୍ଗଳବାର ଓଡ଼ିଶାକୁ ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୬ ପଦକ ମିଳିଛି। ଫଳରେ ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୧୧ (୩…

ପ୍ରଥମ ଥର ମୁହାଁମୁହିଁ ହେବେ ଦୁଇ ଦଳ

ଦୁଇ ଦିନ ତଳେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ରୋମାଞ୍ଚକ ଭାବେ ହରାଇଥିବା ଭାରତୀୟ କ୍ରିକେଟ୍ ଦଳ ତା’ର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ରେ ବୁଧବାର ଅନ୍ୟତମ ଆୟୋଜକ ଆମେରିକାକୁ ଭେଟିବ। ଭାରତୀୟ ସମୟ ରାତି ୮ଟାରୁ ମ୍ୟାଚ୍ ଆରମ୍ଭ ହେବ। ବୁଧବାରର ଏହି ମ୍ୟାଚ୍‌ରେ ପୂର୍ବ…

ଓଡ଼ିଶା ଜାତୀୟ ମାନ୍ୟତା ସନ୍ତରଣ ପ୍ରତିଯୋଗିତା – ଓଡ଼ିଶାକୁ ୫ ପଦକ

ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ସନ୍ତରଣାଗାରରେ ଆରମ୍ଭ ହୋଇଛି ଦ୍ବିତୀୟ ଓଡ଼ିଶା ଜାତୀୟ ମାନ୍ୟତା ସନ୍ତରଣ ପ୍ରତିଯୋଗିତା (ଫାଇନାଲ୍‌)। ଏହି ତିନି ଦିନିଆ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଆ ଖେଳାଳିଙ୍କ ଚମକ ଦେଖିବାକୁ ମିଳିଛି। ସୋମବାର ଗୋଟିଏ ସ୍ବର୍ଣ୍ଣ, ୩ ରୌପ୍ୟ ଓ ଗୋଟିଏ…

ଆଲ୍‌କାରାଜଙ୍କୁ ତୃତୀୟ ଗ୍ରାଣ୍ଡ ସ୍ଲାମ୍‌ ମୁକୁଟ

ସ୍ପେନୀୟ ଯୁବ ତାରକା କାର୍ଲୋସ ଅଲ୍‌କାରାଜ ଗାର୍ଫିଆ ଫ୍ରେଞ୍ଚ ଓପନ୍‌ ପୁରୁଷ ଏକକ ଟ୍ରଫି ବିଜେତା ହୋଇଛନ୍ତି। ରବିବାର କଡ଼ା ସଂଘର୍ଷ ପୂର୍ଣ୍ଣ ଫ୍ରେଞ୍ଚ ଓପନ୍‌ ପୁରୁଷ ଏକକ ଫାଇନାଲ୍‌ରେ ଏହି ତୃତୀୟ ମାନ୍ୟତାପ୍ରାପ୍ତ ଖେଳାଳି ୬-୩, ୨-୬, ୫-୭, ୬-୧, ୬-୨ ସେଟ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ…