Trending
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
Browsing Category
Sports
All sports related news will be uploaded
ତଳକୁ ଖସିଲେ ରୋହିତ
ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳା ଯାଇଥିବା ଦ଼୍ବିତୀୟ ଟେଷ୍ଟ ମ୍ୟାଚ୍ ପରେ ଆଇସିସି ପକ୍ଷରୁ ଟେଷ୍ଟ ମାନ୍ୟତା ଜାରି କରାଯାଇଛି । ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ୍ ଜୋ ରୁଟ୍ ଏକ ନମ଼୍ବର ସ୍ଥାନରେ ରହିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ସମାନ୍ୟ କିଛି ପଏଣ୍ଟ…
ଖେଲୋ ଇଣ୍ଡିଆକୁ ୯୦୦ କୋଟି
ବଜେଟ୍ ୨୦୨୪-୨୫ରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଫ୍ଲାଗସିପ୍ ପ୍ରକଳ୍ପ ଖେଲୋ ଇଣ୍ଡିଆ ପାଇଁ କ୍ରୀଡା ମନ୍ତ୍ରଣାଳୟକୁ ଏହି ଅର୍ଥ ପ୍ରଦାନ କରାଯାଇଛି।ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟରେ କ୍ରୀଡ଼ା ମନ୍ତ୍ରଣାଳୟ ପାଇଁ…
ଷ୍ଟାଡିୟମ୍ରେ ନୁହେଁ; ନଦୀ ଉପରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ
ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ରେ ଆସନ୍ତା ୨୬ରୁ ଅଲିମ୍ପିକ୍ କ୍ରୀଡ଼ା ଆରମ୍ଭ ହେଉଛି। ଅଲିମ୍ପିକ୍ସ ଇତିହାସରେ ପ୍ରଥମଥର ଉଦ୍ଘାଟନୀ ଉତ୍ସବ ଷ୍ଟାଡିୟମ୍ରେ ନୁହେଁ; ନଦୀ ଉପରେ ଅନୁଷ୍ଠିତ ହେବ। ପ୍ୟାରିସ୍ ସହର ମଧ୍ୟରେ ବହିଯାଇଛି ସିନ୍ ନଦୀ। ଏହି ନଦୀରେ ୮୦ରୁ ୧୦୦ ନୌକାରେ…
ଛକା ମାରିଲେ ଆଉଟ୍
ଇଂଲଣ୍ଡରେ ଛକା ମାରିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ସାଉଥୱିକ ଏବଂ ସୋରହେମ୍ କ୍ରିକେଟ କ୍ଲବ ବ୍ୟାଟ୍ସମ୍ୟାନଙ୍କ ଛକା ମାରିବା ଉପରେ ବ୍ୟାନ୍ ଲଗାଯାଇଛି । ଷ୍ଟାଡିୟମ ପାଖରେ ରହୁଥିବା ଦର୍ଶକମାନଙ୍କ ପ୍ରପର୍ଟି କ୍ଷତି ପରେ ହେଉଥିବା ଅଭିଯୋଗ ଯୋଗୁଁ ଏଭଳି ଏକ…
ମହିଳା ଏସିଆ କପ୍ ଟ୍ବେଣ୍ଟି-୨୦ :ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଛି ଭାରତ
ଚଳିତ ମହିଳା ଏସିଆ କପ୍ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଭାରତ ଦ୍ବିତୀୟ ବିଜୟ ସହ ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଛି। ପ୍ରଥମ ମ୍ୟାଚ୍ରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇଥିବା ଭାରତ ରବିବାର ୟୁଏଇକୁ ୭୮ ରନ୍ରେ ମାତ୍ ଦେଇଛି। ଟସ୍ ହାରି ବ୍ୟାଟିଂ କରିଥିବା ଭାରତ…
ମୁହଁ ଖୋଲିଲେ ଗମ୍ଭୀର
ଆଇପିଏଲ ୨୦୨୩ ସମୟରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବିବାଦ ଥିବା ସମସ୍ତେ ଜାଣନ୍ତି। ଆଇପିଏଲ୍ରେ ଗମ୍ଭୀର ଲକ୍ଷ୍ନୌ ସୁପର ଜିଆଣ୍ଟସର ପରାମର୍ଶଦାତା ଥିଲେ ଏବଂ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିଲେ। ଆରସିବି ବନାମ ଏଲଏସଜି ମ୍ୟାଚ ପରେ ଦୁହେଁ ପଡ଼ିଆରେ…
ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ବଦଳିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ
ଦିନକ ପରେ ମତ ବଦଳାଇଛନ୍ତି ରାଜ୍ୟ ସରକାର। ଗତ ଶନିବାର ସ୍ଵଗତ ବିଜୁ ପଟ୍ଟନାୟକଙ୍କ ନାମରେ ଦିଆଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ବଦଳାଇବା ନେଇ ଘୋଷଣା କରିଥିଲେ ସରକାର। ହେଲେ ରବିବାର ଏହା ଉପରେ ରୋକ ଲଗାଇଛନ୍ତି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ବଦଳିବ ନାହିଁ…
ଭାରତୀୟ ଫୁଟ୍ବଲ ଦଳର ମୁଖ୍ୟ କୋଚ୍ ମାର୍କ୍ୱେଜ
ସ୍ପେନ୍ର ମାନୋଲୋ ମାର୍କ୍ୱେଜ ଭାରତୀୟ ସିନିୟର ପୁରୁଷ ଫୁଟ୍ବଲ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ମନୋନୀତ ହୋଇଛନ୍ତି। ବହିଷ୍କୃତ ଇଗର ଷ୍ଟିମାକ୍ଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ମାର୍କ୍ୱେଜ ବର୍ତ୍ତମାନ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଦଳ ଗୋଆ ଏଫ୍ସିର ଦାୟିତ୍ୱରେ…
ବଦଳିଲା ବିଜୁ କ୍ରୀଡ଼ା ପୁରସ୍କାରର ନାଁ
ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାଁ ବଦଳାଇଛନ୍ତି ରାଜ୍ୟ ସରକାର। ଏନେଇ କ୍ରୀଡ଼ା ଓ ଯୁବ ସେବା ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ବିଜୁ କ୍ରୀଡ଼ା ସମ୍ମାନ ଏଣିକି ରାଜ୍ୟ କ୍ରୀଡ଼ା ସମ୍ମାନ ନାମରେ ପୁରସ୍କାର ପ୍ରଦାନ କରାଯିବ।ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ପ୍ରତିଭାବାନ କ୍ରୀଡ଼ାବିତଙ୍କୁ…
ଆଜି ବିଶ୍ବ ଚେସ ଦିବସ
ଚତୁର୍ଥରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ଭାରତରେ ଚେସ ଖେଳ ସୃଷ୍ଟି ହୋଇଥିଲା। ପାର୍ସି ଓ ଦକ୍ଷିଣ ୟୁରୋପକୁ ବ୍ୟାପିବା ପରେ ସମଗ୍ର ୟୁରୋପରେ ଏହି ଖେଳର ଆଧୁନିକ ରୂପ ବିକଶିତ ହୋଇଥିଲା। ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ରେ ୧୯୨୪ ମସିହାରେ ଅନୁଷ୍ଠିତ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ସମୟରେ ଜୁଲାଇ ୨୦…