Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Sports
All sports related news will be uploaded
ଆଇପିଏଲର କଠୋର ନିଷ୍ପତ୍ତି
ଆଗାମୀ ସିଜନ ପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜିକୁ ୬ ଖେଳାଳିଙ୍କୁ ରିଟେନ୍ ପାଇଁ ଅନୁମତି ଦେଇଛି ବିସିସିଆଇ । ଚେନ୍ନାଇ ସୁପର କିଙ୍ଗସ ସମେତ ଅନେକ ଦଳ ପାଇଁ ବଡ଼ ଖୁସି ଖବର ଦେଇଛି ବୋର୍ଡର ଏହି ଘୋଷଣା । କିନ୍ତୁ ଆଇପିଏଲ-୨୦୨୫ରେ ଏକ କଠୋର ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ବର୍ତ୍ତମାନ ଖୁବ…
ଓଡିଶା ଏଫସିର ପ୍ରଥମ ବିଜୟ
ଚଳିତ ଆଇଏସ୍ଏଲ୍ ଓଡ଼ିଶା ଏଫ୍ସି ଶନିବାର ପରାଜୟ ଧାରା ଭାଙ୍ଗି ଟ୍ରାକ୍କୁ ଫେରିଛି। ପ୍ରଥମ ଦୁଇ ମ୍ୟାଚ୍ରେ ପରାଜୟ ବରଣ କରିବା ପରେ ଚାପରେ ଥିବା ଏହି ଓଡିଶା ଏଫସି ଶନିବାର କଳିଙ୍ଗ ଷ୍ଟାଡିୟମ୍ରେ ଅନ୍ୟତମ ଶକ୍ତିଶାଳୀ ଜାମ୍ସେଦ୍ପୁର ଏଫ୍ସିକୁ ୨-୧ ଗୋଲ୍ରେ ପରାସ୍ତ କରି ପଏଣ୍ଟ୍…
ଷ୍ଟାର କ୍ରିକେଟର ସରଫରାଜ ଖାନଙ୍କ ଭାଇ ମୁଶୀର ଖାନ ଆହତ
ଏକ ସଡକ ଦୁର୍ଘଟଣାରେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ସରଫରାଜ ଖାନଙ୍କ ଭାଇ ମୁଶୀର ଖାନ ଆହତ ହୋଇଛନ୍ତି। ଦୁର୍ଘଟଣାରେ ମୁଶୀର ଖାନଙ୍କ ବେକରେ ଗଭୀର ଆଘାତ ଲାଗିଛି। ଏହି ଦୁର୍ଘଟଣା ଘଟିବା ସମୟରେ ମୁଶୀର ତାଙ୍କ ପିତା ନୌଶାଦ ଖାନଙ୍କ ସହ ଆଜମଗଡରୁ ଲକ୍ଷ୍ନୌକୁ ଯାଉଥିଲେ। ଦୁର୍ଘଟଣାର କାରଣ…
ଅଧାରେ ଅଟକିଲା ଖେଳ
କାନପୁରରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ଏହି ମ୍ୟାଚ୍ରେ ବର୍ଷା ଭିଲିଆନ୍ ସାଜିଛି। ଭାରତ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ବାଂଲାଦେଶୀ ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ତେବେ…
କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ: ବର୍ଷାରେ ଭିଜିଲା କାନପୁର ଟେଷ୍ଟ
ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିନ ବର୍ଷା ଧୋଇଦେଇଛି । ଅଧାରେ ଖେଳ ରହିଛି । ୨ୟ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି । ବର୍ଷା ଯୋଗୁଁ ପ୍ରଥମ ଦିନରେ ମାତ୍ର ୩୫ ଓଭର ଖେଳ ହୋଇଥିଲା । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୩…
‘ନାଡା’ ପକ୍ଷରୁ କୁସ୍ତିବିତ୍ ଭିନେଶ ଫୋଗଟଙ୍କୁ ନୋଟିସ୍ ଜାରି
ଗତମାସରେ କୁସ୍ତିରୁ ଅବସର ଘୋଷଣା କରିଥିବା କୁସ୍ତିବିତ୍ ଭିନେଶ ଫୋଗଟଙ୍କୁ ଆଣ୍ଟି ଡୋପିଂ ଏଜେନ୍ସି ‘ନାଡା’ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ‘ହୋୟାରଏବାଉଟ୍’ ରେ ସେ ବିଫଳ ହୋଇଥିବାରୁ ଏହି ଜାତୀୟ ଆଣ୍ଟିଂ ଡୋପିଂ ଏଜେନ୍ସି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ପ୍ରଦାନ କରିଛି। ଚଳିତ…
ନିରାଶ ହେଲେ ବିରାଟ-ରୋହିତ
ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ଉଭୟ ଭାରତୀୟ ସୁପରଷ୍ଟାର ସଦ୍ୟତମ ମାନ୍ୟତା ମଧ୍ୟରେ ଟେଷ୍ଟରେ ୫-୫ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲ ଟେଷ୍ଟ ମାନ୍ୟତାରେ ଉନ୍ନତି ଆଣିଛନ୍ତି।…
ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ୍
ଚେନ୍ନାଇରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍କୁ ୨୮୦ ରନ୍ରେ ଜିତିବା ପରେ କାନପୁରରେ ଶୁକ୍ରବାରଠାରୁ ଆୟୋଜିତ ହେବାକୁ ଥିବା ଦ୍ବିତୀୟ ତଥା ଟେଷ୍ଟ୍ ଲାଗି ରୋହିତ ବାହିନୀ ସଜବାଜ ହେଉଛି। ଶୃଙ୍ଖଳାରେ କ୍ଲିନ୍ ସୁଇପ୍ ବିଜୟ ହାସଲ କରିବା ସହ ଲଗାତାର ତୃତୀୟ ବର୍ଷ ପାଇଁ ବିଶ୍ବ…
ହୃଦୟ ଜିତିଲେ ଧୋନୀ
ଆଜି ବି ତାଙ୍କ ପ୍ରଶଂସକମାନେ ପୁରା ଷ୍ଟାଡିୟମକୁ ହଳଦିଆ ରଙ୍ଗରେ ରଙ୍ଗେଇ ଦେଇଛନ୍ତି। ଧୋନୀ ମଧ୍ୟ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ସହିତ ପ୍ରଶଂସକଙ୍କ ହୃଦୟ ଜିତିବାରେ ଲାଗିଛନ୍ତି।ଧୋନୀଙ୍କ ହୃଦୟରେ ଚେନ୍ନାଇ ସୁପର କିଙ୍ଗ୍ସ ଫ୍ରାଞ୍ଚାଇଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଛି। ସେ ଏହାକୁ ଅନେକ ଥର…
ଚେସ୍ ଅଲିମ୍ପିଆଡର ଇତିହାସ ରଚିଲା ଭାରତ
୨୦୨୪ ଚେସ୍ ଅଲିମ୍ପିଆଡର ଫାଇନାଲ ରାଉଣ୍ଡରେ ଆଜରବେଜାନକୁ ପରାସ୍ତ କରି ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତୀୟ ମହିଳା ଖେଳାଳି । ଆଜି ହଙ୍ଗେରୀର ବୁଦ୍ଧାପେଷ୍ଟର ସାଇମା ସ୍ପୋର୍ଟସ ଆଣ୍ଡ କନଫରେନ୍ସ ସେଣ୍ଟରରେ ଭାରତ ଏହି ଇତିହାସ ସୃଷ୍ଟି କରିଛି । ଫାଇନାଲ ରାଉଣ୍ଡରେ ଦିବ୍ୟ ଦେଶମୁଖ,…