Browsing Category

Sports

All sports related news will be uploaded

ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ଟାଇ

ଶ୍ରୀଲଙ୍କା ଗସ୍ତରେ ଦିନିକିଆ ଶୃଙ୍ଖଳାରେ ଭାରତ ପ୍ରଥମ ମ୍ୟାଚ୍‌କୁ ଅଳ୍ପକେ ହାତଛଡ଼ା କରିଛି। ଶ୍ରୀଲଙ୍କାର ୨୩୦ ରନ୍‌କୁ ପିଛା କରି ଭାରତ ମଧ୍ୟ ସମାନ ସ୍କୋରରେ ଅଟକିଯାଇଛି। ପ୍ରଥମ ମ୍ୟାଚ୍‌ ଟାଇ ରହିବାରୁ ଏବେ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଭାରତକୁ ନିହାତି ବିଜୟ ଆବଶ୍ୟକ ହେଉଛି।…

TTEରୁ OSD ହେଲେ ସ୍ୱପ୍ନିଲ

ଅଲିମ୍ପିକ୍ସରେ ମେଡାଲ ଜିତିବା ପରେ ସ୍ୱପ୍ନିଲଙ୍କୁ ରେଳ ବିଭାଗ ଦେଲା ବଡ ଗିଫ୍ଟ । ଟିଟିଇରୁ ଓଏସଡି ହେଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା । ତେବେ ଏଥର ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ସ୍ୱପ୍ନିଲ କୁସାଲେ । ଆଉ ଏହାପରେ ରେଳ ବିଭାଗରେ ଟିଟିଇରୁ ତାଙ୍କୁ ଓଏସଡି ଭାବେ…

ଆଜିଠୁ ଭାରତ-ଶ୍ରୀଲଙ୍କା ଟକ୍କର

ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଶ୍ରୀଲଙ୍କା ୦-୩ରେ ଭାରତଠୁ ପରାଜିତ ହେବା ପରେ ଶୁକ୍ରବାରଠୁ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାଗ୍ୟ ପରୀକ୍ଷା କରିବ। କିନ୍ତୁ ଶୃଙ୍ଖଳା ଆରମ୍ଭରୁ ଶ୍ରୀଲଙ୍କାକୁ ବଡ଼ ଝଟ୍‌କା ଲାଗିଛି। ଘରୋଇ ଦଳ ଏବେ ଆହତ ଓ ଅସୁସ୍ଥ ସମସ୍ୟା ଭିତରେ ଗତି କରୁଛି।…

ପ୍ୟାରିସ୍‌ ଅଲିମ୍ପିକ୍‌ସ

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ୨ଟି କାଂସ୍ୟ ପଦକ ମିଳିଛି। ଆହୁରି ଏକାଧିକ କ୍ରୀଡ଼ାରେ ଭାରତର ପଦକ ଆଶା ବଳବତ୍ତର ରହିଛି। ଭାରତର ଅଲିମ୍ପିକ୍ସ ଅଭିଯାନରେ ଗୁରୁବାର ଭାରତୀୟ ପ୍ରତିଯୋଗୀମାନେ ଏକାଧିକ କ୍ରୀଡ଼ାରେ ଅଂଶଗ୍ରହଣ କରିବେ।  ପୂର୍ବାହ୍ନ ୧୧ଟା : ପୁରୁଷ ୨୦ କିମି ଚାଲି ଫାଇନାଲ-…

୭୧ ବର୍ଷ ବୟସରେ  କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ। ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ଚିକିତ୍ସା ପରେ ଗତ ମାସରେ ସେ ଭାରତ ଫେରିଥିଲେ। ଏମିତିକି ତାଙ୍କ ଚିକିତ୍ସା ପାଇଁ ବିସିସିଆଇ…

ପ୍ୟାରିସ୍‌ ଅଲିମ୍ପିକ୍ସ: କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି ଭାରତୀୟ ହକି ଦଳ

ଭାରତୀୟ ହକି ଦଳ ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସର କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି। ଭାରତ ଗ୍ରୁପ୍‌ ବି’ ମ୍ୟାଚ୍‌ରେ ମଙ୍ଗଳବାର ଆୟର୍ଲାଣ୍ଡକୁ ୨-୦ ଗୋଲ୍‌ରେ ହରାଇବା ଏବଂ ଏହି ଗ୍ରୁପ୍‌ରେ ଆର୍ଜେଣ୍ଟିନାଠାରୁ ନ୍ୟୁଜିଲାଣ୍ଡ ହାରିବା ହର୍ମନପ୍ରୀତ ସିଂହଙ୍କ ଦଳର କ୍ବାର୍ଟରଫାଇନାଲ୍‌…

 ପ୍ୟାରିସ ଅଲିମ୍ପିକ୍ସ : ପଦକ ତାଲିକାରେ ଭାରତ ୨୬ ତମ ସ୍ଥାନରେ

ପ୍ୟାରିସ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତର ଯାତ୍ରା ଉତ୍ଥାନ ପତନ ଦେଇ ଗତି କରୁଛି। ଭାରତୀୟ ଖେଳାଳିମାନେ ଶୁଟିଂ, ତିରନ୍ଦାଜୀ, ହକି ଏବଂ ବ୍ୟାଡମିଣ୍ଟନ ଭଳି କ୍ରୀଡ଼ାରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ତେବେ ତୃତୀୟ ଦିନ ପର୍ଯ୍ୟନ୍ତ ଦଳ କେବଳ ଗୋଟିଏ ପଦକ ଜିତିଛି ଏବଂ ପଦକ ତାଲିକାରେ…

ଅଲିମ୍ପିକ୍ସରେ ଇତିହାସ ରଚିଲେ ମୋନିକା

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଟେବୁଲ ଟେନିସ୍‌ ଖେଳାଳି ମୋନିକା ବାତ୍ରା ଟେବୁଲ ଟେନିସରେ ଇତିହାସ ସୃଷ୍ଟି କରିଛନ୍ତି। ୩୨ର ରାଉଣ୍ଡରେ ମୋନିକା ଫ୍ରେଞ୍ଚ ପ୍ୟାଡଲର ପ୍ରୀତିକା ପାୱାଡେଙ୍କ ସହ ମୁହାଁମୁହିଁ ହୋଇଥିଲେ। ମୋନିକା ପାୱାଡେଙ୍କୁ କ୍ଲିନ୍‌ସୁଇପ୍‌ କରିଥିଲେ। ଏହା ପରେ ସେ ୧୬…

ସଫଳତାର ଶ୍ରେୟ ସେ ଶ୍ରୀମଦ ଭଗବଦ୍‌ ଗୀତାକୁ ଦେଇଛନ୍ତି – ଶୁଟର ମନୁ ଭାକର

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ଖାତା ଖୋଲିଛନ୍ତି ଶୁଟର ମନୁ ଭାକର। ହରିୟାଣାର ଝାଝରରେ ଜନ୍ମିତ ୨୨ ବର୍ଷୀୟା ମନୁ ଫ୍ରାନ୍ସର ଚାଟାରକ୍ସରେ ଜିତିଛନ୍ତି ଐତିହାସିକ ବ୍ରୋଞ୍ଜ ପଦକ। ନିଜର ଏହି ସଫଳତାର ଶ୍ରେୟ ସେ ଶ୍ରୀମଦ ଭଗବଦ୍‌ ଗୀତାକୁ ଦେଇଛନ୍ତି। ଟୋକିଓ ବିଫଳତା ପରେ ସେ ନିୟମିତ…

ଭାରତକୁ ମିଳିପାରେ ୩ ସ୍ବର୍ଣ୍ଣ

ପ୍ୟାରିସ ଅଲମ୍ପିକ୍ସରେ ଗତକାଲି ଭାରତକୁ ତାହାର ପ୍ରଥମ ପଦକ ମିଳିସାରିଛି । ମହିଳା ସୁଟର ଏହି ପଦକ ଭାରତ ପାଇଁ ଜିତିଛନ୍ତି । ଯାହା କାଂସ୍ୟ ଭାବରେ ଆସିଛି । ଏହିକ୍ରମରେ ଭାରତକୁ ଆଜି ଗୋଟିଏ କିମ୍ବା ୨ ଟି ନୁହେଁ ବରଂ ୩ ଟି ସ୍ୱର୍ଣ୍ଣ ଜିତିବାର ସମ୍ଭାବନା ରହିଛି । ଏଥିରେ ଦୁଇଟି ପଦକ…