Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Sports
All sports related news will be uploaded
ବର୍ଷା ଧୋଇଦେଲା ପ୍ରଥମ ଦିନ ଖେଳ
ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ବର୍ଷା ପାଇଁ ଆଜି ଆରମ୍ଭ ହୋଇପାରି ନାହିଁ । ବେଙ୍ଗାଲୁରୁର ପାଣିପାଗ ପ୍ରତିବନ୍ଧକ ସାଜିଛି। ପ୍ରଥମ ଟେଷ୍ଟ୍ ପ୍ରଥମ ଦିନ ଗୋଟିଏ ବି ବଲ ପଡ଼ିପାରିନାହିଁ । ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟ୍ରେ ପ୍ରଥମ ଦୁଇ ଦିନ…
ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍ ଶୃଙ୍ଖଳା ବିରାଟ କରିବେ ରେକର୍ଡ!
ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଆଜିଠୁ ଆରମ୍ଭ ହେବ। ଭାରତ ଏହି ଶୃଙ୍ଖଳାକୁ ଜିତିଲେ ବିଶ୍ବ ଟେଷ୍ଟ ଚାମ୍ପିଆନସିପ୍ ଫାଇନାଲ୍ରେ ପ୍ରବେଶ ପ୍ରାୟତଃ ନିଶ୍ଚିତ ହୋଇଯିବ। କିନ୍ତୁ ଭାରତର ଏହି ଅଭିଯାନରେ ବେଙ୍ଗାଲୁରୁର ପାଣିପାଗ ପ୍ରତିବନ୍ଧକ ସାଜିଛି। ପ୍ରଥମ…
ହରମନପ୍ରୀତ ସିଂହଙ୍କୁ ୭୮ ଲକ୍ଷରେ କିଣିଲା ସୁରମା ହକି କ୍ଲବ
ଆରମ୍ଭ ହୋଇଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ) ୨୦୨୪ର ନିଲାମୀ ପ୍ରକ୍ରିୟା। ଦିଲ୍ଲୀଠାରେ ଅକ୍ଟୋବର ୧୩, ୧୪ ଓ ୧୬ ତାରିଖରେ ଏହି ନିଲାମୀ କରାଯିବ । ଏହି ନିଲାମୀ ପ୍ରକ୍ରିୟାରେ ଏକ ହଜାର ଖେଳାଳି ସାମିଲ ହେବେ । ସେଥିମଧ୍ୟରେ ୪୦୦ ଘରୋଇ ପୁରୁଷ ଖେଳାଳି, ୧୫୦ ଓଭରସିଜ୍ ପୁରୁଷ ଖେଳାଳି ଓ ୨୫୦…
ହିରୋ ବନିଲେ ସାମସନ: ବାଂଲାଦେଶକୁ ହରାଇଲା ଟିମ୍ ଇଣ୍ଡିଆ
ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ସାମସନଙ୍କ ଧୁଆଁଧାର ବ୍ୟାଟିଂରେ ଘାଇଲା ହୋଇଛି ବାଂଲାଦେଶ । ୩ୟ ଟି-୨୦ରେ ବାଂଲାଦେଶକୁ ୧୩୩ ରନରେ ହରାଇ ବିପୁଳ ବିଜୟ ହାସଲ କରିଛି ଭାରତ । ଭାରତ ପକ୍ଷରୁ ବାଂଲାଦେଶ ଆଗରେ ୨୯୮ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ବାଂଲାଦେଶ…
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ କିଏ ହେଲେ ଉପ ଅଧିନାୟକ ?
ରୋହିତ ଶର୍ମାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ବାଂଲାଦେଶ ସହ ବିଜୟ ପରେ ଟିମ୍ ଭାରତ ଏବେ ଭଲ ଫର୍ମରେ ରହିଛି । ୧୫ ଜଣିଆ ଟିମରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି। ବାଂଲାଦେଶ…
ଆଜିଠୁ ଓଡ଼ିଶାର ରଣଜୀ ଆରମ୍ଭ
ଭାରତର ସବୁଠୁ ବୃହତ୍ ତଥା ସମ୍ମାନଜନକ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ରଣଜୀ ଟ୍ରଫି ଶୁକ୍ରବାରଠୁ ଆରମ୍ଭ ହେବାକୁ ଯାଉଛି। ଏଲିଟ୍ ଗ୍ରୁପ୍ ଏ’ରେ ସ୍ଥାନ ପାଇଥିବା ଓଡ଼ିଶା ପ୍ରଥମ ମ୍ୟାଚ୍ରେ ତ୍ରିପୁରା ବିପକ୍ଷରେ ଅଗରତାଲାରେ ଅଭିଯାନ ଆରମ୍ଭ କରିବ। ୨୦୧୯-୨୦ ଋତୁ ପରେ ପ୍ରଥମ ଥର ଏହି ଦୁଇ…
ଭାରତକୁ ବଡ଼ ଝଟକା
ଭାରତୀୟ ଦଳ ପାଇଁ ଆସିଛି ଖରାପ ଖବର। ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ରେ ଅଧିନାୟକ ରୋହିତ ଶର୍ମା ଖେଳି ନ ପାରନ୍ତି। ଭାରତୀୟ ଦଳ ଅଷ୍ଟ୍ରେଲିଆରେ ନଭେମ୍ବର ୨୨ ରୁ ପର୍ଥରେ କଠିନ ପାଞ୍ଚ ଟେଷ୍ଟ ସିରିଜ୍ ଆରମ୍ଭ ହେବ।ରୋହିତ ଆଡିଲେଡ୍ (ଡିସେମ୍ବର ୬-୧୦) ରେ…
ଅବସର ଘୋଷଣା କଲେ ଟେନିସ ତାରକା ରାଫେଲ ନାଦାଲ
ଟେନିସ ତାରକା ତଥା ୨୨ ଥର ଗ୍ରାଣ୍ଡ ସ୍ଲାମ ବିଜେତା ରାଫେଲ ନାଦାଲ ଅବସର ଘୋଷଣା କରିଛନ୍ତି। ଟେନିସ ପ୍ରଶଂସକଙ୍କୁ ଏହା ଅତ୍ୟନ୍ତ ନିରାଶ କରିଛି। ନାଦାଲଙ୍କ ଅବସର ସହିତ ଏକ ଟେନିସ ଯୁଗର ଅବସାନ ମଧ୍ୟ ଘଟିବାକୁ ଯାଉଛି। ନାଦାଲ ଏକ ଭିଡିଓ ବାର୍ତ୍ତା ଜାରି କରି ଅବସର ସମ୍ପର୍କରେ ଘୋଷଣା…
ଯୁବ ବ୍ୟାଟରଙ୍କ ଦମଦାର ବ୍ୟାଟିଂ : ବାଂଲାଦେଶ ସିରିଜ ହାରିଲା
ନୂଆଦିଲ୍ଲୀ: ଭାରତର ଦମଦାର ବିଜୟ । ବାଂଲାଦେଶ କୁ 84 ରନରେ ହରାଇଲା ଭାରତ । ଦ୍ୱିତୀୟ ଟି-20 ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟସ୍ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଭାରତର ମଧ୍ୟମକ୍ରମ ବ୍ୟଟସମ୍ୟାନମାନେ ବଡ଼ ବଡ଼ ହିଟ୍ ସଟ…
ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍ ପଡ଼ିଲେ ଭାରତୀୟ କ୍ରିକେଟ ତାରକା ବୋଲର ଶାମି
ଭାରତୀୟ କ୍ରିକେଟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଅଡ଼ୁଆ ଥମିବାର ନାଁ ଧରୁନି। ଶାମି ଆଜିକାଲି ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଶାମି ଜଣେ ଗୁରୁତ୍ୱପୂର୍ଣ୍ଣ ବୋଲର ହେବେ,…