Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Sports
All sports related news will be uploaded
ଚାମ୍ପିୟନ୍ସ ଟ୍ରଫି – ସେମିଫାଇନାଲ ଟିକେଟ ହାତାଇଲେ ଭାରତ ଏବଂ ନ୍ୟୁଜିଲାଣ୍ଡ
ବାଂଲାଦେଶକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ। ଚାମ୍ପିୟନ୍ସ ଟ୍ରଫିରୁ ବିଧିବଦ୍ଧ ଭାବେ ବିଦା ହେଲା ଆୟୋଜକ ପାକିସ୍ତାନ। ଗ୍ରୁପ୍ ଏର ପ୍ରସଙ୍ଗ ସମ୍ପୂର୍ଣ୍ଣ ଜଣାପଡ଼ିଯାଇଛି। କିନ୍ତୁ ଗ୍ରୁପ୍ ବିର ସେମିଫାଇନାଲର ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଉ ପାଞ୍ଚଟି ଗ୍ରୁପ୍…
ଇତିହାସ ରଚିଲେ ରାଚିନ ରବିନ୍ଦ୍ର
ଚାମ୍ପିଅନ୍ସ ଟ୍ରଫି ୨୦୨୫ ନ୍ୟୁଜିଲାଣ୍ଡର ବ୍ୟାଟସମ୍ୟାନ ରାଚିନ ରବିନ୍ଦ୍ର ଇତିହାସ ରଚିଛନ୍ତି। ସେ ବିଶ୍ୱକପ ଏବଂ ଚାମ୍ପିଅନ୍ସ ଟ୍ରଫି ଡେବ୍ୟୁ ମ୍ୟାଚ୍ରେ ଶତକ ମାରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ରବିନ୍ଦ୍ର ୧୧୨ ରନ କରିଥିଲେ,…
ବିଶ୍ଵ ଦେଖିଲା ବିରାଟ କୋହଲିଙ୍କ ସ୍ପୋର୍ଟ୍ସମ୍ଯାନଶିପ
ବିରାଟ କୋହଲି ଧୂଆଁଧାର ବ୍ୟାଟିଂ କରି ୧୧୧ ବଲରେ ଯୋଡିଥିଲେ ୧୦୦ ରନ୍ |କୋହଲି ବ୍ୟାଟିଂ ପୂର୍ବରୁ ଫିଲ୍ଡିଂ କରୁଥିବା ସମୟରେ ମଧ୍ୟ ସେ ଏପରି କିଛି କରିଥିଲେ ଯାହା ଇଣ୍ଟରନେଟରେ ଆଲୋଚନା ହେବା ଆରମ୍ଭ କରିଥିଲା। ସେ ବିପକ୍ଷ ଦଳର ଖେଳାଳି ନସୀମ ଶାହଙ୍କ ଜୋତାର ସୂତା ବାନ୍ଧି ଦେଇଥିଲେ।…
ଦୁବାଇରେ ପାକିସ୍ତାନକୁ ହରାଇଲା ଭାରତ
ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନକୁ ୬ ଓ୍ବିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ। ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂରେ ବିପର୍ଯ୍ୟସ୍ତ ହୋଇ ପଡିଲେ ପାକିସ୍ତାନ ବୋଲର। ୨୪୨ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତୀୟ ଟିମ୍ । ୪୫ ବଲ୍ ବାକିଥାଇ ମ୍ୟାଚକୁ ଜିତି ନେଇଛି ଭାରତ। …
ଭାରତ-ପାକିସ୍ତାନ ମୁକାବିଲା ଆଜି
ଦୁବାଇରେ ହେବ ବିଶ୍ୱ କ୍ରିକେଟର ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମହାମୁକାବିଲା । ମ୍ୟାଚ ଦେଖିବାକୁ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶର କ୍ରିକେଟପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ନାହିଁନଥିବା ଉତ୍ସାହ । ଚାମ୍ପିୟନ୍ସ ଟ୍ରଫିର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରବିବାର…
ରଣଜୀ ଟ୍ରଫି ଫାଇନାଲରେ ବିଦର୍ଭ-କେରଳ
ଚଳିତ ରଣଜୀ ଟ୍ରଫିର ଶୁକ୍ରବାର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି। ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଫାଇନାଲରେ ବିଦର୍ଭ ଓ କେରଳ ପରସ୍ପରକୁ ଭେଟିବେ। ଗତ ଥରର ଫାଇନାଲିଷ୍ଟ ବିଦର୍ଭ ୮୦ ରନ୍ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇକୁ ପରାସ୍ତ କରିଥିବା ବେଳେ କେରଳ ପ୍ରଥମ ଇନିଂସ…
ଚମ୍ପିଆନ୍ସ ଟ୍ରଫି – ଆଜି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା
ଚଳିତ ଚମ୍ପିଆନ୍ସ ଟ୍ରଫିରେ ଆଜି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍ ‘ବି’ରେ ଉଭୟ ଦଳଙ୍କର ଏହା ପ୍ରଥମ ମ୍ୟାଚ୍। ଅଷ୍ଟ୍ରେଲିଆ ୨ ଥର ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଥିବା ବେଳେ ଇଂଲଣ୍ଡ ପ୍ରଥମଥର ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି।…
ବାଂଲାଦେଶକୁ ୬ ଓ୍ବିକେଟରେ ହରାଇଲା ଭାରତ
ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍ରେ, ଭାରତୀୟ ଦଳ ବାଂଲାଦେଶକୁ ୬ ଉଇକେଟ୍ରେ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଦଳର ଅଧିନାୟକ ନାଜମୁଲ ହୋସେନ ସାଣ୍ଟୋ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶ…
ଭାରତକୁ ୨୨୯ ରନ୍ର ଟାର୍ଗେଟ୍ ଦେଲା ବାଂଲାଦେଶ
ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ରେ ବାଂଲାଦେଶ ପ୍ରଥମେ ଖେଳି ଭାରତ ବିପକ୍ଷରେ ୨୨୮ ରନର ଲକ୍ଷ୍ୟ ରଖିଛି। ଟିମ ଇଣ୍ଡିଆକୁ ଏବେ ୨୨୯ ରନ କରିବାକୁ ପଡିବ। ବାଂଲାଦେଶ ବହୁତ ବଡ଼ ସ୍କୋର କରିପାରି ନ ଥିଲା, କିନ୍ତୁ ତୌହିଦ ହୃଦୟଙ୍କ ଶତକ ଏବଂ ଜାକିର ଅଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ…
ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ମହାମୁକାବିଲା
ଆଜି ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମହାମୁକାବିଲା। ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଏଥର ୫ ସ୍ପିନରଙ୍କୁ ନେଇ ଟୁର୍ଣ୍ଣାମେଣ୍ଟକୁ ଯାଇଛି ରୋହିତ ବାହିନୀ । ଦୁବାଇରେ ଖେଳାଯିବାକୁ ଥିବା ଏହି ମୁକାବିଲା ହାଇସ୍କୋରିଂ ଓ ରୋମାଞ୍ଚକର…