Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Sports
All sports related news will be uploaded
ଫୁଟବଲଷ୍ଟାର ଖେଳାଳୀ ମେସି ଆସିବେ ଭାରତ
ଭାରତୀୟ ଫୁଟବଲ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ଭାରତ ଆସିବ ଆର୍ଜେଣ୍ଟିନା ଫୁଟବଲ ଟିମ ,ଏବଂ ଦଳର ଷ୍ଟାର ଖେଳାଳି ଲିଓନେଲ ମେସି କେରଳ ଆସିବେ । ୨୦୨୫ ରେ ଭାରତ ଆସବ ଆର୍ଜେଣ୍ଟିନା । କେରଳର କ୍ରୀଡ଼ା ମନ୍ତ୍ରୀ ଭି ଅବ୍ଦୁରାହୀମାନ ବୁଧବାର ପ୍ରକାଶ କରିଛନ୍ତି ଲିଓନେଲ ମେସିଙ୍କ ନେତୃତ୍ୱରେ…
ଭାରତ-ଇଂଲଣ୍ଡ ଦିନିକିଆ ମ୍ଯାଚ ପାଇଁ ଟିକଟ ଦର ହ୍ରାସ
ଓଡ଼ିଶା କ୍ରିକେଟ୍ପ୍ରେମୀଙ୍କୁ ମଙ୍ଗଳବାର ମିଳିଛି ପ୍ରତୀକ୍ଷିତ ଖୁସି ଖବର। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ହସ୍ତକ୍ଷେପ ପରେ ବାରବାଟୀ ଟିକଟ ଦର କମିବାକୁ ଯାଉଛି। ଆସନ୍ତା ଫେବ୍ରୁଆରି ୯ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଏକଦିବସୀୟ…
ସଚିନଙ୍କ X ପୋଷ୍ଟ୍କୁ ନେଇ ଝଡ଼
ଅବସର ନେବାର ଠିକ୍ ୧୧ ବର୍ଷ ଗୋଟିଏ ଦିନ ପରେ ସଚିନ ତେନ୍ଦୁଲକର ନିଜ ଖେଳ ଜୀବନରେ ଅମ୍ପାୟାରଙ୍କ ବିରୋଧରେ ପରୋକ୍ଷରେ ସ୍ବର ଉଠାଇଛନ୍ତି। ସାମାଜିକ ଗଣମାଧ୍ୟମରେ ସଚିନ ଛାଡ଼ିଥିବା ଏକ ଛୋଟିଆ ପୋଷ୍ଟ୍ ହିଁ ତୁରନ୍ତ ଝଡ଼ ସୃଷ୍ଟି କରିଛି। ସଚିନଙ୍କ ପୁରୁଣା ପ୍ରଶଂସକ ଏହାର ଅର୍ଥ, ଅଭିପ୍ରାୟ…
ଭାରତ ସେମିରେ ଜାପାନକୁ ଭେଟିବ
ବିହାରର ରାଜଗିରରେ ଚାଲିଥିବା ମହିଳା ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ପୂର୍ବରୁ ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିସାରିଥିବା ଭାରତ ରବିବାରର ଶେଷ ଲିଗ୍ ମ୍ୟାଚ୍ରେ ଜାପାନକୁ ୩-୦ ଗୋଲ୍ରେ ହରାଇଛି। ଫଳରେ ଭାରତ ୫ରୁ ୫ ମ୍ୟାଚ୍ ଜିତି…
ଟିମ୍ ଓଡ଼ିଶାର ଏହି ବିଜୟ ଯୁବ କ୍ରୀଡ଼ାବିତ୍ ମାନଙ୍କୁ ପ୍ରେରଣା ଯୋଗାଇବ – କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ
୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ରେ ଓଡ଼ିଶା ହକି ଦଳ ଆଜି ସ୍ବର୍ଣ୍ଣ ପଦକ ହାସଲ କରିଛି। ଚେନ୍ନାଇର ମେୟର ରାଧାକ୍ରିଷ୍ଣନନ୍ ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ଆଜିର ମ୍ୟାଚ୍ ରେ ଟିମ୍ ହରିୟାଣାକୁ ପରାସ୍ତ କରି ଟିମ୍ ଓଡ଼ିଶା ଏହି ଐତିହାସିକ ବିଜୟ ହାସଲ…
ପୁଣି ଥରେ ବାପା ହେଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା
ପୁଣି ଥରେ ବାପା ହେଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା। ପୂର୍ବରୁ ତାଙ୍କର ଝିଅ ଥିବା ବେଳେ ଏବେ ସେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ଏବିଷୟରେ ରୋହିତ ଓ ତାଙ୍କ ପତ୍ନୀ ରିତିକା ସଜଦେହ ଘୋଷଣା କରିନଥିଲେ ବି ଦୁହିଁଙ୍କ ସହ ଜଡ଼ିତ ଜଣେ ସମ୍ପର୍କୀୟଙ୍କ ସୂତ୍ରରୁ ଏହି…
ଭାରତର ରେକର୍ଡ ରନ ବର୍ଷା
ଭାରତର ରେକର୍ଡ ରନ ବର୍ଷା । ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ଭାରତ । ୪ର୍ଥ ଟି-୨୦ରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସାମସନ ୫୬ ବଲରେ ଅପରାଜିତ ୧୦୯ ଓ ତିଲକ ବର୍ମା ୪୭ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଛନ୍ତି। ଏହି ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ…
ପିଓକେ ଯିବନି ଚାମ୍ପିଅନ୍ସ ଟ୍ରଫି
ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହା ପୂର୍ବରୁ ପ୍ରଚାର,ପ୍ରସାର ବା ସହର ପରିକ୍ରମା କରିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପାକିସ୍ତାନକୁ ଟୁର୍ନାମେଣ୍ଟ ଟ୍ରଫି ପଠାଇଛି। ଏହି ଟ୍ରଫି ଗୁରୁବାର (୧୪ ନଭେମ୍ବର) ଇସଲାମାବାଦରେ ପହଞ୍ଚିଛି। କିନ୍ତୁ…
ତିଳକ ବର୍ମାଙ୍କ ପ୍ରଥମ ଆନ୍ତର୍ଜାତିକ ଶତକ: ଭାରତ ବିଜୟୀ
ସେଞ୍ଚୁରିଅନ୍: ତିଳକ ବର୍ମାଙ୍କ ପ୍ରଥମ ଆନ୍ତର୍ଜାତିକ ଶତକ ସହାୟତାରେ ଭାରତ ଏଠାରେ ଖେଳିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦କୁ ୧୧ ରନ୍ରେ ଜିତିନେଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ୨୨୦ ରନ୍ର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨୦୮/୭ କରିଥିଲା। ଫଳରେ ୪ ମ୍ୟାଚ୍…
ଥିଲେ ଆର୍ଯ୍ୟନ ହେଲେ ଅନନ୍ୟା
ପୂର୍ବତନ ଭାରତୀୟ କ୍ରିକେଟର ତଥା ବ୍ୟାଟିଂ ପ୍ରଶିକ୍ଷକ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ପୁଅରୁ ଝିଅ ହୋଇଛନ୍ତି । ଏଥିଲାଗି ସେ 10 ମାସ ତଳୁ ହର୍ମୋନ ଥେରାପି ନେବା ଆରମ୍ଭ କରିଥିଲେ । ଏବେ ଇନଷ୍ଟାଗ୍ରମାରେ ନିଜ ନୂଆ ରୁପର ରିଲ ଛାଡ଼ି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ନିଜ ନାଁ ଅନନ୍ୟା…