Trending
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
Browsing Category
Sports
All sports related news will be uploaded
୩୫ବଲରେ ଶତକ ହାସଲ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ବୈଭବ ସୂର୍ଯ୍ୟବଂଶୀ
ଆଇପିଏଲ ଇତିହାସର ସବୁଠାରୁ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବୟସ ଏବଂ ରେକର୍ଡ ପାଇଁ ଚର୍ଚ୍ଚାର ପରିସରରେ ରହିଛନ୍ତି। ରାଜସ୍ଥାନ ରୟାଲ୍ସରେ ସାମିଲ ହୋଇଥିବା ୧୪ବର୍ଷୀୟ ବୈଭବଙ୍କ ନାମ ଏବେ ପ୍ରତ୍ୟେକ କ୍ରିକେଟ ପ୍ରେମୀଙ୍କ ଓଠରେ ଅଛି। ବୈଭବ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୩୫ବଲରେ ଶତକ…
ଯେତିକି ଟଙ୍କାରେ କିଣା ହୋଇଛନ୍ତି ସେତିକି ଟଙ୍କାର ଖେଳ ବି ଖେଳୁ ନାହାନ୍ତି ରିଷଭ ପନ୍ତ
ଆଇପିଏଲରେ ଚାଲିଛି ଜୋରଦାର ଲଢେଇ । କିଏ ଯିବ ପ୍ଲେଅଫ ତାକୁ ନେଇ ଆରମ୍ଭ ହେଲାଣି ଅଙ୍କ କଷା । ଏହାରି ଭିତରେ ଲକ୍ଷ୍ନୌ ଟିମ ଆଉ ତାର କ୍ୟାପଟେନ୍ ବେଶ ଚର୍ଚ୍ଚାରେ ରହିଛନ୍ତି । କାରଣ ସବୁଠାରୁ ଅଧିକ ଟଙ୍କା ଦେଇ ଲକ୍ଷ୍ନୌ କିଣିଥିବା ଅଧିନାୟକ ଫ୍ଲପ ଶୋ ଦେଖାଉଛନ୍ତି ।
ଯେଉଁଥିପାଇଁ…
ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିବା ପୂର୍ବରୁ ଭାରତ ପ୍ରମାଣ ଦେଖାଉ – ପୂର୍ବତନ…
ଶାହିଦ ଆଫ୍ରିଦିଙ୍କ ଭାରତ ଉପରେ ପୁଣି ଥରେ ବିବାଦୀୟ ବୟାନ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଦାୟୀ କରିବା ପୂର୍ବରୁ ଭାରତ ପ୍ରମାଣ ଦେଖାଉ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି । ଆଫ୍ରିଦି କହିଛନ୍ତି, “ଭାରତ ପହଲଗାମ ଘଟଣା ପାଇଁ ପାକିସ୍ତାନକୁ…
ଆଇପିଏଲ ୨୦୨୫ : ୪୫ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୫୪ ରନରେ ହରାଇଦେଇଛି ମୁମ୍ବାଇ ଇଣ୍ଡିଆନ୍ସ
ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୪୫ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୫୪ ରନରେ ହରାଇଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ୨୧୬ ରନର ଲକ୍ଷ୍ୟ ଜବାବରେ ଲକ୍ଷ୍ନୌ ୧୬୧ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ମିଚେଲ ମାର୍ସ ୩୪ ରନ କରିଥିବାବେଳେ…
୪୦୦ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କଲେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି
ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶୁକ୍ରବାର ନୂଆ ମାଇଲ୍ଖୁଣ୍ଟ ଛୁଇଁଛନ୍ତି। ସ୍ଥାନୀୟ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ୍ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳି ଧୋନି ୪୦୦ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ଏହି ମାଇଲ୍ଖୁଣ୍ଟ…
ଗତ ୭୮ ବର୍ଷ ମଧ୍ୟରେ ଗୋଟିଏ ମିଲିମିଟର ଭୂମି ମଧ୍ୟ ସ୍ଥାନାନ୍ତରିତ ହୋଇନାହିଁ – ସୁନୀଲ ଗାଭାସ୍କର
ଜମ୍ମୁ-କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ସାରା ଦେଶରେ ପାକିସ୍ତାନ ବିରୋଧରେ କ୍ରୋଧ ରହିଛି। ଏହି କ୍ରୋଧର ପ୍ରଭାବ କ୍ରିକେଟ ଜଗତରେ ମଧ୍ୟ ଦେଖିବାକୁ ମିଳୁଛି। ଏହି କାପୁରୁଷ ଆତଙ୍କବାଦୀ ଆକ୍ରମଣକୁ ଅନେକ କ୍ରିକେଟର ପୂର୍ବରୁ ନିନ୍ଦା କରିସାରିଛନ୍ତି। ଏବେ…
ଆଇପିଏଲ୍ର ୪୧ତମ ମ୍ୟାଚ୍ : ମୁମ୍ବାଇ ଇଣ୍ଡିଆନ୍ସ ଏକତରଫା ଭାବେ ୭ ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ…
ଚଳିତ ଆଇପିଏଲ୍ର ୪୧ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଏକତରଫା ଭାବେ ୭ ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ନବମ ମ୍ୟାଚ୍ରୁ ମୁମ୍ବାଇର ଏହା ପଞ୍ଚମ ବିଜୟ ଥିଲା। ଅନ୍ୟପକ୍ଷରେ ହାଇଦ୍ରାବାଦ ଅଷ୍ଟମ ମ୍ୟାଚ୍ରୁ ଷଷ୍ଠ ପରାଜୟ ବରଣ କରିଥିଲା। ହାଇଦ୍ରାବାଦକୁ ହରାଇବାରେ…
ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁଦିନ ପାଇଁ କ୍ରିକେଟ ମ୍ୟାଚ ବନ୍ଦ କରିବାକୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ…
ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁଦିନ ପାଇଁ କ୍ରିକେଟ ମ୍ୟାଚ ବନ୍ଦ କରିବାକୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନିକଟରେ ଦାବି ହୋଇଛି। ପୂର୍ବତନ କ୍ରିକେଟର ଶ୍ରୀବତ୍ସ ଗୋସ୍ଵାମୀ ଏହି ଦାବି କରିଛନ୍ତି।ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଗୋସ୍ଵାମୀ ଏକ ପୋଷ୍ଟ କରି କ୍ରୀଡ଼ା…
ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
ଜରିମାନା ଗଣିବେ ଗୁଜରାଟ ଟାଇଟାନ୍ସ ଅଧିନାୟକ ଶୁଭମନ ଗିଲ। ୨୦୨୫ ଆଇପିଏଲରେ ସ୍ଲୋ ଓଭର ରେଟ ପାଇଁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ GT ୭ ଉଇକେଟରେ ଜିତିବା ପରେ BCCI ଦ୍ୱାରା ଏହି ଜରିମାନା ଲାଗୁ କରାଯାଇଛି। ଏନେଇ ଆଇପିଏଲ୍ ପକ୍ଷରୁ ଏକ…
ଆଇପିଏଲ -୨୦୨୫ର ଆଜି ୩୨ତମ ମ୍ୟାଚ , ଦିଲ୍ଲୀ କ୍ୟାପିଟାଲ୍ସ- ରାଜସ୍ଥାନ ରୟାଲ୍ସ ଟକ୍କର
ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) -୨୦୨୫ର ଆଜି ୩୨ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡ଼ିୟମରେ ଖେଳାଯିବ। ଦୁଇ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବେ।
ଅକ୍ଷର ପଟେଲଙ୍କ ନେତୃତ୍ବାଧିନ…