Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Sports
All sports related news will be uploaded
୨୦୩୪ର ଫୁଟବଲ ଫିଫା ବିଶ୍ୱକପ୍ ସାଉଦି ଆରବରେ ହେବ
ସାଉଦି ଆରବ ୨୦୩୪ରେ ହେବାକୁ ଥିବା ଫୁଟବଲ ବିଶ୍ୱକପ୍ ଆୟୋଜନ କରିବ ବୋଲି ଫିଫା ଘୋଷଣା କରିଛି। ଏହାବ୍ୟତୀତ ୨୦୩୦ ଫିଫା ବିଶ୍ୱକପ୍ ମଧ୍ୟ ଘୋଷଣା କରାଯାଇଛି। ୨୦୩୦ ବିଶ୍ବକପ୍ ସ୍ପେନ୍, ପର୍ତ୍ତୁଗାଲ୍ ଓ ମରୋକ୍କୋ ମିଳିତ ଭାବେ ଆୟୋଜନ କରିବେ। ଫିଫା ସଭାପତି ଜିଆନି ଇନଫାଣ୍ଟିନୋ ଏହା ଘୋଷଣା…
BWF ସୁପର ୧୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ‘ଓଡ଼ିଶା ମାଷ୍ଟର୍ସ’ ଉଦ୍ଘାଟିତ ହୋଇଛି
BWF ସୁପର ୧୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ‘ଓଡ଼ିଶା ମାଷ୍ଟର୍ସ’ ମଙ୍ଗଳବାର କଟକର ଜବାହରଲାଲ୍ ନେହରୁ ଇନ୍ଡୋର ଷ୍ଟାଡିୟମ୍ରେ ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ଦିବସରେ ଓଡ଼ିଶା ଖେଳାଳିଙ୍କ ଚମକ ଦେଖିବାକୁ ମିଳିନି। ମହିଳା ଏକକ ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଆ ଝିଅ ହର୍ଷିତା ରାଉତ କଡ଼ା…
ଆଜିଠାରୁ କଟକରେ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତୀକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ
ଆଜିଠାରୁ ଆରମ୍ଭ ହେବା ଆନ୍ତର୍ଜାତୀକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ସୁପର 100 ଟୁର୍ଣ୍ଣାମେଣ୍ଟ ରେ 29 ଟି ଦେଶର 3 ଶହରୁ ଉର୍ଦ୍ଧ୍ବ ଖେଳାଳି ଅଂଶଗ୍ରହଣ କରିବେ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ । ଓଡିଶାରୁ 7 ଜଣ ଖେଳାଳି ଏଥିରେ ଭାଗ ନେଉଛନ୍ତି । ଜାପାନ , ଚୀନ ଡେନମାର୍କର ଖେଳାଳି ମଧ୍ୟ…
ଭାରତୀୟ କ୍ରିକେଟ୍କୁ ତିନିଟି ଝଟକା
ଗୋଟିଏ ଦିନରେ ଭାରତୀୟ କ୍ରିକେଟ୍କୁ ତିନିଟି ଝଟକା। ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆରେ ଶୋଚନୀୟ ପ୍ରଦର୍ଶନ କରି ଆଡିଲେଡ୍ ଟେଷ୍ଟ୍କୁ ଲଜ୍ଜାଜନକ ଭାବେ ୧୦ ୱିକେଟ୍ରେ ହାରିଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ବ୍ରିସବନରେ ସେହି ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆକୁ ୧୨୨…
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ
ଆଡିଲେଡ୍ ଟେଷ୍ଟରେ ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି । ଏହି ଦିବାରାତ୍ର ଟେଷ୍ଟ ମ୍ୟାଚରେ ଖାତା ଖୋଲିବା ପୂର୍ବରୁ ପାଭିଲିୟନକୁ ଫେରିଲେ ଓପନର ଯଶସ୍ବୀ ଯଶଓ୍ବାଲ । ଆଜି ମିଡିଲ ଅର୍ଡରରେ ପଡିଆକୁ ଓହ୍ଲାଇବେ କ୍ୟାପଟେନ୍ ରୋହିତ ଶର୍ମା । ଏହି ମ୍ୟାଚ ଦେଖିବାକୁ…
ବିବାହ ବନ୍ଧନରେ ବାନ୍ଧି ହେବେ ପିଭି ସିନ୍ଧୁ
ବିବାହ କରିବେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ। ଚଳିତ ମାସରେ ହେବ ବିବାହ। ଡିସେମ୍ବର ୨୨ରେ ରାଜସ୍ଥାନର ଉଦୟପୁରରେ ବିବାହ ହେବ ବୋଲି ଜଣାପଡ଼ିଛି। ସିନ୍ଧୁଙ୍କ ଭାବିସ୍ୱାମୀ ଭେଙ୍କଟ ଦତ୍ତା ସାଇ ଜଣେ ବରିଷ୍ଠ ଆଇଟି ପ୍ରଫେସନାଲ ଏବଂ ପୋଜିଡେକ୍ସ ଟେକ୍ନୋଲୋଜିର…
ଭାରତ- ପାକିସ୍ତାନ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବା ପାଇଁ ପ୍ରସ୍ତୁତ UAE
ଦୀର୍ଘ ଦିନ ଧରି ଚମ୍ପିଆନ୍ସ ଟ୍ରଫି- ୨୦୨୫କୁ ନେଇ ବିବାଦ ଲାଗି ରହିଥିଲା । ଏହା କେଉଁଠି ଖେଳାଯିବ ସେନେଇ କୌଣସି ଅଧିକାରିକ ସୂଚନା ପ୍ରଦାନ କରାଯାଇନଥିଲା । ଏବେ ଏହି ସବୁ କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଉଛି । ସଂଯୁକ୍ତ ଆରବ ଏମିରେଟ୍ସ(UAE) ଭାରତ- ପାକିସ୍ତାନ ମଧ୍ୟରେ ହେବାକୁ ଥିବା…
କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ ବିଧାୟିକା ସୋଫିଆ
ବାରବାଟୀ ଷ୍ଟାଡିୟମର ନବୀକରଣ ସହ କଟକ ସହରରେ ଏକ ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ବାରବାଟୀ-କଟକ ବିଧାୟିକା ଇଞ୍ଜିନିୟର ସୋଫିଆ ଫିର୍ଦୌସ ଆଜି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଛନ୍ତି। ବାରବାଟୀ ଷ୍ଟାଡିୟମରେ…
ବେଙ୍ଗାଲୁରୁରେ ଡବ୍ଲ୍ୟୁପିଏଲ୍ ମିନି ଅକ୍ସନର ଆୟୋଜନ ହେବ
ଆଇପିଏଲ୍ ୨୦୨୫ ଲାଗି ମେଗା ଅକ୍ସନର ଆୟୋଜନ କରାଯାଇଥିଲା। ଏହି ଅକ୍ସନରେ ଖେଳାଳିଙ୍କ ଉପରେ ରେକର୍ଡ ଟଙ୍କା ବର୍ଷା କରାଯାଇଥିଲା। ଏବେ କ୍ରିକେଟ ପ୍ରଶଂସକ ଆଉ ଏକ ଅକ୍ସନ ଦେଖିବାକୁ ପାଇବେ। ଏଥୀ ମହିଳା ପ୍ରିମିୟର ଲିଗ୍ ୨୦୨୫ ଲାଗି ଖେଳାଳି ନିଲାମ ହେବେ। ଆଇପିଏଲ୍ ପରେ ଡବ୍ଲ୍ୟୁପିଏଲ୍…
ଟେଷ୍ଟରେ ଏକ ନମ୍ବର ବୋଲର ଜସପ୍ରୀତ ବୁମ୍ରା
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୨୯୫ ରନ୍ରେ ପରାସ୍ତ କରିଛି। ଏହି ବିଜୟର ହିରୋ ଥିଲେ ଜସପ୍ରୀତ ବୁମ୍ରା। ପର୍ଥରେ ଖେଳାଯାଇଥିବା ଟେଷ୍ଟରେ ଜସପ୍ରୀତ ବୁମ୍ରା ଅପ୍ଟସ ଷ୍ଟାଡିୟମରେ…