Browsing Category

Sports

All sports related news will be uploaded

ଟି୨୦ ବିଶ୍ୱକପ: ସୁପର-୮ରେ ସ୍ଥାନ ପକ୍କା କଲା ନ୍ୟୁଜିଲ୍ୟାଣ୍ଡ

ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି। ୧୭୪ ରନର ପିଛା କରି, ରାଚିନ ରବିନ୍ଦ୍ର ଏବଂ ଗ୍ଲେନ ଫିଲିପ୍ସଙ୍କ ଅର୍ଦ୍ଧଶତକ ବଳରେ ନୁଜିଲାଣ୍ଡ ବିଜୟୀ ହୋଇଛି।…

ଟି-୨୦ ବିଶ୍ୱକପ: ଭାରତ ତାର ଚୀର ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ପରାଜିତ କରିଛି

ଟି-୨୦ ବିଶ୍ୱକପରେ ଭାରତ ତାର ଚୀର ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ପରାଜିତ କରିଛି । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୬୦ ରନରେ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୭୫ ରନ୍ କରିଥିଲା । ୧୭୬ ରନର ପିଛା କରି ଦ୍ୱିତୀୟ ଇନିଂସରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର…

ଭାରତ-ପାକ ଲଢେଇ, ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପାକିସ୍ତାନ

ଭାରତ-ପାକ ମଧ୍ୟରେ କଲମ୍ବୋ ପ୍ରେମଦାସା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ଏହାକୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍ । ୬.୩୦ ଟସ୍ ପଡିଛି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପାକିସ୍ତାନ । ତେଣୁ ଭାରତ ବ୍ୟାଟିଂ କରିବ । ଏଥର ବି ହାତ ମିଶାଇଲେନି ଦୁଇ…

ଟି ଟ୍ବେଣ୍ଟି ବିଶ୍ୱକପ: ଆଜି ଭାରତ-ପାକ୍ ମହାଲଢେଇ

ଆଜି ଟି ଟ୍ବେଣ୍ଟି ବିଶ୍ୱକପର ମହାସଂଗ୍ରାମ । ଭାରତ-ପାକ୍ ମହାଲଢେଇ। କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଚୀର ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ ।  ଆମେରିକା ଓ ନାମ୍ବିଆ ଠାରୁ ଶାନଦାର ବିଜୟ ପରେ ଏବେ ଭାରତର ଟାର୍ଗେଟ ପାକିସ୍ତାନ । ଟି-୨୦ ବିଶ୍ବକପରେ ଭାରତ ଓ…

ଟି-୨୦ ବିଶ୍ୱକପ୍: ନାମିବ୍ୟାକୁ ୯୩ ରନରେ ପରାସ୍ତ କଲା ଭାରତ

ନାମିବ୍ୟାକୁ ୯୩ ରନରେ ପରାସ୍ତ କଲା ଭାରତ । ଟି-୨୦ ବିଶ୍ୱକପ୍ ଇତିହାସରେ ରନ ଦୃଷ୍ଟିରୁ ଏହା ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ବିଜୟ। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦୯ ରନ କରିଥିଲା। ଜବାବରେ ନାମିବ୍ୟା କେବଳ ୧୧୬ ରନ୍…

ଟ୍ବେଣ୍ଟି୨୦ ବିଶ୍ବକପ୍‌: ନାମିବ୍ୟା ବିପକ୍ଷରେ ଭାରତୀୟ ଟିମ ଆଜି ଦ୍ବିତୀୟ ମ୍ୟାଚ ଖେଳିବ

ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଗୁରୁବାର ଗତଥରର ଚମ୍ପିଆନ୍‌ ଭାରତ ଦ୍ବିତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛି। ଚଳିତ ବିଶ୍ବକପ୍‌ରେ ଆଫ୍ରିକୀୟ ଦେଶ ନାମିବ୍ୟା ଅନ୍ୟତମ ଦୁର୍ବଳ ଦଳ। ତେବେ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ କୌଣସି ଦଳକୁ ଦୁର୍ବଳ ମଣିବା ଘାତକ ହୋଇପାରେ; ତା’ର ଉଦାହରଣ ଭାରତ ପ୍ରଥମ ମ୍ୟାଚ୍‌ରେ…

ଟି 20 ବିଶ୍ବକପ : ଆୟର୍ଲାଣ୍ଡକୁ ୬୭ ରନ୍‌ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ

ପୂର୍ବବିଜେତା ଅଷ୍ଟ୍ରେଲିଆ ବଡ଼ ବିଜୟରୁ ତା’ର ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି । ଗ୍ରୁପ୍‌-ବି’ର ଏକତରଫା ମ୍ୟାଚ୍‌ରେ ଦୁର୍ବଳ ଆୟର୍ଲାଣ୍ଡକୁ ୬୭ ରନ୍‌ରେ ପରାସ୍ତ କରିଛି । ବୁଧବାର ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍‌ ବିନିମୟରେ ୧୮୨ ରନ୍‌ କରିଥିଲା । କଙ୍ଗାରୁ ଦଳର ପାଳିରେ…

ଟି-୨୦ ବିଶ୍ଵକପ: ଆମେରିକାକୁ ୩୨ ରନ୍‌ରେ ହରାଇଲା ପାକିସ୍ତାନ

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ପୂର୍ବବିଜେତା ପାକିସ୍ତାନ ଅନଭିଜ୍ଞ ଆମେରିକାକୁ ୩୨ ରନ୍‌ରେ ହରାଇ ଦେଇଛି । ଫଳରେ ଗତ ବିଶ୍ବକପ୍‌ରେ ଆମେରିକାଠାରୁ ଅପ୍ରତ୍ୟାଶିତ ଭାବେ ହାରି ଳଜ୍ଜିତ ହେବାର ମଧୁର ପ୍ରତିଶୋଧ ନେଇଛି । ଘରୋଇ ପରିବେଶରେ ଖେଳିଥିବା ଗତ…

ଟ୍ବେଣ୍ଟି-୨୦ ବିଶ୍ବକପ୍‌ : ଆଧିପତ୍ୟଭରା ବିଜୟରୁ ଅଭିଯାନ ଆରମ୍ଭ କଲା ଜିମ୍ବାୱେ

ଗୋଟିଏ ସଂସ୍କରଣ ବ୍ୟବଧାନରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳୁଥିବା ଜିମ୍ବାୱେ ଆଧିପତ୍ୟଭରା ବିଜୟରୁ ତା’ର ଚଳିତ ଅଭିଯାନ ଆରମ୍ଭ କରିଛି। ସୋମବାର ଗ୍ରୁପ୍-ବି’ର ଏକ ମୁକାବିଲାରେ ଏହି ଦଳ ନବାଗତ ଓମାନକୁ ଅତି ସହଜରେ ୮ ୱିକେଟ୍‌ରେ ପରାସ୍ତ କରିଛି। ଦୁଇ କମ୍‌ ଶକ୍ତିଶାଳୀ ଦଳ ମଧ୍ୟରେ ହୋଇଥିବା…

ଟି୨୦ ବିଶ୍ବକପ : ଆଜି ୩ଟି ମ୍ୟାଚ,ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ,ଇଂଲଣ୍ଡ ଓ ନେପାଳ, ଶ୍ରୀଲଙ୍କା ଓ ଆୟରଲାଣ୍ଡ ମଧ୍ୟରେ…

ଚଳିତ ପୁରୁଷ ଟି୨୦ ବିଶ୍ବକପ ଦଶମ ସଂସ୍କରଣରେ ଆଜି ୩ଟି ମ୍ୟାଚ ଖେଳାଯିବ। ଚେନ୍ନଇରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ, ମୁମ୍ବଇରେ ଇଂଲଣ୍ଡ ଓ ନେପାଳ ଏବଂ କଲମ୍ବୋରେ ଶ୍ରୀଲଙ୍କା ଓ ଆୟରଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍‌ ‘ଡି’ର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଏହି ବିଶ୍ବକପ୍‌ର ଡାର୍କ…