Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Sports
All sports related news will be uploaded
ଆମେରିକାରେ ଭାରତ -ଓ୍ବେଷ୍ଟଇଣ୍ଡିଜ ମୁକାବିଲା
ଆମେରିକାରେ ଆଜି ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ସିରିଜର ଚତୁର୍ଥ ମ୍ୟାଚ୍ । ଆମେରିକାର ଫ୍ଲୋରିଡାରେ ଏହି ମ୍ୟାଚ ଖେଳାଯିବାକୁ ନିଷ୍ପତ୍ତି ହୋଇଛି । ଦୁଇ ଦଳର ଖେଳାଳି ଅଭ୍ୟାସ କରିଥିବା ବେଳେ ଆଜିର ମ୍ୟାଚ ଜିତି ପୁରା ସିରିଜ କବ୍ଜା କରିବାକୁ ଚେଷ୍ଟା କରିବ ଟିମ୍!-->…
ଇଂଲଣ୍ଡକୁ ହରାଇଲା ଭାରତ
ରାଜ୍ୟ ଗୋଷ୍ଠୀ କ୍ରୀଡାରେ ମହିଳା କ୍ରିକେଟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡକୁ 4 ରନରେ ପରାସ୍ତ କରିଛି ଭାରତ । ପ୍ରଥମେ ଟସ ଜିତି ଭାରତ ବ୍ୟାଟିଂ କରୁଛି । ଏହି ସେମିଫାଇନାଲ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ସେଫାଳି ବର୍ମା 15 ରନ୍ ସ୍ମୃତି ମାନଧାତା 61 ରନ୍ କରି ଆଉଟ!-->…
ଲମ୍ବଡିଆଁରେ ରୌପ୍ୟ ଜିତିଲେ ଶ୍ରୀଶଙ୍କର:ଭାରତକୁ ମୋଟ୍ ୨୦ ପଦକ
ପୁରୁଷ ବର୍ଗ ଲଙ୍ଗ ଜମ୍ପ ଇଭେଣ୍ଟରେ ଶ୍ରୀଶଙ୍କର ପଦକ ଜିତି ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ପୁରୁଷ ଭାବେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଲଙ୍ଗ ଜମ୍ପ ଇଭେଣ୍ଟ୍ରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାକୁ ମିଶାଇ ଚଳିତ ପ୍ରତିଯୋଗିତାରେ ଭାରତକୁ ମୋଟ୍ ୨୦ ପଦକ ମଳିଛି । ଯୋଗ୍ୟତା!-->…
ଭାରତ ପାଇଁ ପ୍ରଥମ ହାଇଜମ୍ପ ପଦକ ବିଜେତା ତେଜସ୍ୱୀନ ଶଙ୍କରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ପାଇଁ ପ୍ରଥମ ହାଇଜମ୍ପ ପଦକ ବିଜେତା ତେଜସ୍ୱୀନ ଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଟ୍ରାକ ଆଣ୍ଡ ଫିଲ୍ଡରେ ତେଜସ୍ୱୀନ ଶଙ୍କରଙ୍କ କାଂସ୍ୟ ପଦକ ଭାରତର ପ୍ରଥମ ପଦକ ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
!-->!-->!-->!-->!-->…
ରୌପ୍ୟ ପଦକ ବିଜେତା ଭାରୋତ୍ତଳକ ବିକାଶ ଠାକୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ରୌପ୍ୟ ପଦକ ବିଜେତା ଭାରୋତ୍ତଳକ ବିକାଶ ଠାକୁରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
!-->!-->!-->!-->!-->…
ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦
ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦ । ପ୍ରଥମ ମ୍ୟାଚ୍ରେ ଭାରତ ୩ ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା । ରବୀନ୍ଦ୍ର ଜାଡେଜା, ରବି ବିଷ୍ଣୋଇ ଓ ରବିଚନ୍ଦ୍ରନ୍ ଅଶ୍ବିନ୍ ମଧ୍ୟ ମିଳିତ ଭାବେ ୫ ୱିକେଟ୍ ବାଣ୍ଟିନେଇ ଦଳର ନିଷ୍ପତ୍ତିକୁ ଯଥାର୍ଥ କରିଥିଲେ । ଦ୍ୱିତୀୟ ମ୍ୟାଚ୍ରେ!-->…
ଅଚିନ୍ତା ସୁଲି ଜିତିଲେ ଗୋଲ୍ଡ ମେଡାଲ
ପୁରୁଷ 73 କିଲୋଗ୍ରାମ ଓଜନ ବର୍ଗ ଫାଇନାଲରେ ଭାରତୀୟ ପୁରୁଷ ଭାରୋତ୍ତୋଳନକାରୀ ଅଚିନ୍ତା ଶୁଲି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। 22 ତମ କମନୱେଲଥ ଗେମ୍ସରେ ଭାରୋତ୍ତୋଳନ ଇଭେଣ୍ଟରେ ଏହା ଭାରତର ଷଷ୍ଠ ପଦକ ଥିଲା । ତେବେ ସେ ଏହି ପଦକକୁ ତାଙ୍କ ଭାଇଙ୍କୁ ଉତ୍ସର୍ଗୀକୃତ କରିଛନ୍ତି । ତାଙ୍କ ଭାଇ!-->…
ଜିମ୍ବାୱେ ଗସ୍ତ ପାଇଁ ଧୱନଙ୍କୁ ଦାୟିତ୍ୱ
ଜିମ୍ବାୱେ ବିପକ୍ଷରେ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍ ଘୋଷିତ ହୋଇଛି । ଶିଖର ଧୱନଙ୍କୁ ଟିମ୍ର ଦାୟିତ୍ୱ ଦିଆଯାଇଛି । ୱେଷ୍ଟଇଣ୍ଡିଜ ଗସ୍ତରେ ଶିଖର ଧୱନ ଭଲ ନେତୃତ୍ୱ ନେଇଥିବାରୁ ଟିମ୍ ଇଣ୍ଡିଆ ପୁଣି ଥରେ ତାଙ୍କ ଉପରେ ଭରସା କରି ଅଧିନାୟକ ଦାୟିତ୍ୱ ଦେଇଛି । ଟିମ୍ରେ ବିରାଟ କୋହଲି ଓ!-->…
ଭାରୋତ୍ତୋଳନରେ ରୌପ୍ୟ ଆଣିଲେ ବିନ୍ଦ୍ୟାରାଣୀ
ଭାରୋତ୍ତୋଳନରେ ଆଉ ଏକ ପଦକ ଜିତିଛି ଭାରତ । ବର୍ମିଂହାମରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୨୨ରେ ଭାରତ ତାର ସଫଳତା ଜାରି ରଖିଛି । ପୂର୍ବରୁ ଭାରତ ଏଥିରେ ୩ଟି ପଦକ ଜିତି ସାରିଥିବା ବେଳେ ଗତକାଲି ଭାରତ ତାର ୪ର୍ଥ ପଦକ ହାସଲ କରିଛି । ଭାରୋତ୍ତୋଳିକା ବିନ୍ଦ୍ୟାରାଣୀ ଦେବୀ ୫୫ କି.ଗ୍ରା!-->…