Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Sports
All sports related news will be uploaded
ଦିଲ୍ଲୀ କ୍ୟାପିଟାଲ୍ସକୁ ୯ ରନରେ ସନ ରାଇଜର୍ସ ହାଇଦ୍ରାବାଦ ପରାସ୍ତ କରିଛି
ନୂଆଦିଲ୍ଲୀ:ଦିଲ୍ଲୀ କ୍ୟାପିଟାଲ୍ସକୁ ୯ ରନରେ ପରାସ୍ତ କଲା ସନ ରାଇଜର୍ସ ହାଇଦ୍ରାବାଦ। ହାଇଦ୍ରାବାଦର ୧୯୮ ରନର ଟାର୍ଗେଟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲସ ୬ ୱିକେଟରେ ୧୮୮ ରନ କରିବାକୁ ସକ୍ଷମ ହୋଇଛି।
https://twitter.com/IPL/status/1652374352342691841?s=20
ଦ୍ବିତୀୟ…
କୋଲକାତାକୁ ୭ ଓ୍ବିକେଟରେ ହରାଇଲା ଗୁଜରାଟ
କୋଲକାତା ନାଇଟରାଇଡର୍ସକୁ ୭ ଓ୍ବିକେଟରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୧୭୯ରନ କରିଥିଲା । ଦଳ ପକ୍ଷରୁ ରେହମାନୁଲ୍ଲା ଗୁରବାଜ ସର୍ବାଧିକ ୮୧ରନ କରିଥିଲେ ।
https://twitter.com/IPL/status/1652298425839534080?s=20
ସେହିପରି…
କୁସ୍ତି ଫେଡେରେସନ୍ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ କହିଲେ ଦୋଷୀଭାବେ ଇସ୍ତଫା ଦେବି ନାହିଁ
ନୂଆଦିଲ୍ଲୀ: କୁସ୍ତି ଖେଳାଳିମାନଙ୍କ ଦାବି ସଂକ୍ରାନ୍ତରେ ମୁହଁ ଖୋଲିଛନ୍ତି ସାଂସଦ ବ୍ରଜଭୂଷଣ । ସେ କହିଛନ୍ତି ଯଦି ସେ କାହାକୁ ଯୈାନ ନିର୍ଯାତନା ଦେଇଛନ୍ତି ବା ଖରାପ ବ୍ୟବହାର ଦେଖାଇଛନ୍ତି ତେବେ କାହିଁକି ମାମଲା କରାଯାଇନାହିଁ । କୋଉ ପୋଲିସ ଷ୍ଟେସନରେ କିଏ ତାଙ୍କ ନାମରେ କାହିଁକି…
ଚେନ୍ନାଇକୁ ୩୨ ରନ୍ରେ ପରାସ୍ତ କଲା ରାଜସ୍ଥାନ
ଜୟପୁର:ରାଜସ୍ଥାନ ରୟାଲଠୁ ଚେନ୍ନାଇ ସୁପର କିଙ୍ଗ୍ସ ପରାଜିତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାଜସ୍ଥାନ ୨୦୨ ରନ୍ କରିଥିଲା। ଜବାବରେ ସିଏସ୍କେ ପାଳି ୧୭୦ ରନ୍ ଅଟକି ଯାଇଥିଲା।
https://twitter.com/IPL/status/1651648279585898496?s=20
ଜୟସ୍ବାଲ୍ ଚଳିତ…
ବାଙ୍ଗାଲୋରକୁ ୨୧ ରନରେ ପରାସ୍ତ କରିଛି କୋଲକତା
ବେଙ୍ଗାଲୁରୁ : ବାଙ୍ଗାଲୋରକୁ ପରାସ୍ତ କରିଛି କୋଲକତା । ୨୧ ରନରେ ବିଜୟଲାଭ କରିଛି କୋଲକତା । ପ୍ରଥମେ ବ୍ୟାଟିଂ କରି କୋଲକତା ୨୦୧ ରନ ବିଜୟ ଲକ୍ଷ୍ୟ ରଖିଥିଲା । ବାଙ୍ଗାଲୋର ୨୦ ଓଭରରେ ୮ ଉଇକେଟ ହରାଇ ୧୭୯ ରନ କରିବାକୁ ସମର୍ଥ ହୋଇଛି । ପ୍ରଥମେ ବ୍ୟାଟିଂ କରି ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ…
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ କୋଲକତା
ବାଙ୍ଗାଲୋର: ହାର ଜିତ୍ ର ଲଢ଼େଇ ଚାଲିଛି ଆଇପିଏଲରେ । କିଏ ହାରୁଛି ବାଜି ପୁଣି କିଏ ଜିତୁଛି । ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବେଙ୍ଗାଲୁରୁରେ ଭେଟିବ କେକେଆର୍ । ପ୍ରତିଶୋଧ ନେବାକୁ ଅପେକ୍ଷାରେ ଅଛି ବାଙ୍ଗାଲୋର । ତେବେ କିଏ ଜିତିବ ତାହା ମ୍ୟାଚ ସରିଲେ ଜଣାପଡିବ । କୋଲକତା…
ସଚିନ ଙ୍କ ଜନ୍ମଦିନ, ୫୦ ବର୍ଷ ର ସ୍ମୃତି
ସଚିନଙ୍କ ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି । ଆଜି ଜନ୍ମଦିନରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି । କ୍ରିକେଟ ଖେଳରୁ ତାଙ୍କୁ ଭଗବାନ କୁହାଯାଉଛି । ଏସବୁ ତାଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ । ସେ କେବଳ ଖେଳର ନିଷ୍ଠା ପରିଶ୍ରମ ପାଇଁ ଏସବୁ ସାଉଁଟିଛନ୍ତି ।…
କେକେଆର୍କୁ ୪୯ ରନ୍ରେ ପରାସ୍ତ କଲା ସିଏସ୍କେ
କୋଲ୍କାତା: କୋଲ୍କାତା ନାଇଟ୍ ରାଇଡର୍ସ କୁ ୪୯ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ସିଏସ୍କେ ୨୩୫ ରନ୍ କରିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ସିଏସ୍କେ ପାଳିରେ ଅଜିଙ୍କ୍ୟ ରାହାଣେ ୭୧, ଡେଭନ କନ୍ୱେ…
ରାଜସ୍ଥାନକୁ ୭ ରନ୍ରେ ହରାଇଲା ବାଙ୍ଗାଲୋର
ବାଙ୍ଗାଲୋର: ଏକ ରୋମାଂଚକର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ ରନ୍ରେ ପରାସ୍ତ କରିଛି। ୧୯୦ ରନ୍ର ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ପାଳି ଖେଳିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୮୨ ରନ୍ରେ ଅଟକି ଯାଇଛି। ଦୁଇ ଦଳ ମଧ୍ୟରେ…
ଲକ୍ଷ୍ନୌକୁ ୭ ରନରେ ହରାଇଲା ଗୁଜରାଟ
ଲକ୍ଷ୍ନୌ : ହାରୁ ହାରୁ ଜିତିଛି ଗୁଜରାଟ । ସୋସିଆଲ ମିଡିଆରେ ଏନେଇ ପ୍ରଶଂସକମାନେ ଲକ୍ଷ୍ନୈାକୁ ଦୋଷ ଦେଉଛନ୍ତି । ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୭ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଶେଷ ଓଭରରେ ଲକ୍ଷ୍ନୌ ୧୨ ରନ ଆବଶ୍ୟକ କରୁଥିବାବେଳେ ମୋହିତ ଶର୍ମା ଚମତ୍କାର ବୋଲିଂ କରି ମ୍ୟାଚ ଛଡ଼ାଇ…