Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Sports
All sports related news will be uploaded
ଆମେରିକାରେ ଭାରତ -ଓ୍ବେଷ୍ଟଇଣ୍ଡିଜ ମୁକାବିଲା
ଆମେରିକାରେ ଆଜି ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ସିରିଜର ଚତୁର୍ଥ ମ୍ୟାଚ୍ । ଆମେରିକାର ଫ୍ଲୋରିଡାରେ ଏହି ମ୍ୟାଚ ଖେଳାଯିବାକୁ ନିଷ୍ପତ୍ତି ହୋଇଛି । ଦୁଇ ଦଳର ଖେଳାଳି ଅଭ୍ୟାସ କରିଥିବା ବେଳେ ଆଜିର ମ୍ୟାଚ ଜିତି ପୁରା ସିରିଜ କବ୍ଜା କରିବାକୁ ଚେଷ୍ଟା କରିବ ଟିମ୍!-->…
ଇଂଲଣ୍ଡକୁ ହରାଇଲା ଭାରତ
ରାଜ୍ୟ ଗୋଷ୍ଠୀ କ୍ରୀଡାରେ ମହିଳା କ୍ରିକେଟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡକୁ 4 ରନରେ ପରାସ୍ତ କରିଛି ଭାରତ । ପ୍ରଥମେ ଟସ ଜିତି ଭାରତ ବ୍ୟାଟିଂ କରୁଛି । ଏହି ସେମିଫାଇନାଲ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ସେଫାଳି ବର୍ମା 15 ରନ୍ ସ୍ମୃତି ମାନଧାତା 61 ରନ୍ କରି ଆଉଟ!-->…
ଲମ୍ବଡିଆଁରେ ରୌପ୍ୟ ଜିତିଲେ ଶ୍ରୀଶଙ୍କର:ଭାରତକୁ ମୋଟ୍ ୨୦ ପଦକ
ପୁରୁଷ ବର୍ଗ ଲଙ୍ଗ ଜମ୍ପ ଇଭେଣ୍ଟରେ ଶ୍ରୀଶଙ୍କର ପଦକ ଜିତି ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ପୁରୁଷ ଭାବେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଲଙ୍ଗ ଜମ୍ପ ଇଭେଣ୍ଟ୍ରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାକୁ ମିଶାଇ ଚଳିତ ପ୍ରତିଯୋଗିତାରେ ଭାରତକୁ ମୋଟ୍ ୨୦ ପଦକ ମଳିଛି । ଯୋଗ୍ୟତା!-->…
ଭାରତ ପାଇଁ ପ୍ରଥମ ହାଇଜମ୍ପ ପଦକ ବିଜେତା ତେଜସ୍ୱୀନ ଶଙ୍କରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ପାଇଁ ପ୍ରଥମ ହାଇଜମ୍ପ ପଦକ ବିଜେତା ତେଜସ୍ୱୀନ ଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଟ୍ରାକ ଆଣ୍ଡ ଫିଲ୍ଡରେ ତେଜସ୍ୱୀନ ଶଙ୍କରଙ୍କ କାଂସ୍ୟ ପଦକ ଭାରତର ପ୍ରଥମ ପଦକ ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
!-->!-->!-->!-->!-->…
ରୌପ୍ୟ ପଦକ ବିଜେତା ଭାରୋତ୍ତଳକ ବିକାଶ ଠାକୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ରୌପ୍ୟ ପଦକ ବିଜେତା ଭାରୋତ୍ତଳକ ବିକାଶ ଠାକୁରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
!-->!-->!-->!-->!-->…
ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦
ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦ । ପ୍ରଥମ ମ୍ୟାଚ୍ରେ ଭାରତ ୩ ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା । ରବୀନ୍ଦ୍ର ଜାଡେଜା, ରବି ବିଷ୍ଣୋଇ ଓ ରବିଚନ୍ଦ୍ରନ୍ ଅଶ୍ବିନ୍ ମଧ୍ୟ ମିଳିତ ଭାବେ ୫ ୱିକେଟ୍ ବାଣ୍ଟିନେଇ ଦଳର ନିଷ୍ପତ୍ତିକୁ ଯଥାର୍ଥ କରିଥିଲେ । ଦ୍ୱିତୀୟ ମ୍ୟାଚ୍ରେ!-->…
ଅଚିନ୍ତା ସୁଲି ଜିତିଲେ ଗୋଲ୍ଡ ମେଡାଲ
ପୁରୁଷ 73 କିଲୋଗ୍ରାମ ଓଜନ ବର୍ଗ ଫାଇନାଲରେ ଭାରତୀୟ ପୁରୁଷ ଭାରୋତ୍ତୋଳନକାରୀ ଅଚିନ୍ତା ଶୁଲି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। 22 ତମ କମନୱେଲଥ ଗେମ୍ସରେ ଭାରୋତ୍ତୋଳନ ଇଭେଣ୍ଟରେ ଏହା ଭାରତର ଷଷ୍ଠ ପଦକ ଥିଲା । ତେବେ ସେ ଏହି ପଦକକୁ ତାଙ୍କ ଭାଇଙ୍କୁ ଉତ୍ସର୍ଗୀକୃତ କରିଛନ୍ତି । ତାଙ୍କ ଭାଇ!-->…
ଜିମ୍ବାୱେ ଗସ୍ତ ପାଇଁ ଧୱନଙ୍କୁ ଦାୟିତ୍ୱ
ଜିମ୍ବାୱେ ବିପକ୍ଷରେ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍ ଘୋଷିତ ହୋଇଛି । ଶିଖର ଧୱନଙ୍କୁ ଟିମ୍ର ଦାୟିତ୍ୱ ଦିଆଯାଇଛି । ୱେଷ୍ଟଇଣ୍ଡିଜ ଗସ୍ତରେ ଶିଖର ଧୱନ ଭଲ ନେତୃତ୍ୱ ନେଇଥିବାରୁ ଟିମ୍ ଇଣ୍ଡିଆ ପୁଣି ଥରେ ତାଙ୍କ ଉପରେ ଭରସା କରି ଅଧିନାୟକ ଦାୟିତ୍ୱ ଦେଇଛି । ଟିମ୍ରେ ବିରାଟ କୋହଲି ଓ!-->…
ଭାରୋତ୍ତୋଳନରେ ରୌପ୍ୟ ଆଣିଲେ ବିନ୍ଦ୍ୟାରାଣୀ
ଭାରୋତ୍ତୋଳନରେ ଆଉ ଏକ ପଦକ ଜିତିଛି ଭାରତ । ବର୍ମିଂହାମରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୨୨ରେ ଭାରତ ତାର ସଫଳତା ଜାରି ରଖିଛି । ପୂର୍ବରୁ ଭାରତ ଏଥିରେ ୩ଟି ପଦକ ଜିତି ସାରିଥିବା ବେଳେ ଗତକାଲି ଭାରତ ତାର ୪ର୍ଥ ପଦକ ହାସଲ କରିଛି । ଭାରୋତ୍ତୋଳିକା ବିନ୍ଦ୍ୟାରାଣୀ ଦେବୀ ୫୫ କି.ଗ୍ରା!-->…