Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Sports
All sports related news will be uploaded
ବିରାଟ କୋହଲିଙ୍କ ବିଶ୍ବ ରେକର୍ଡ
ବିରାଟ କୋହଲିଙ୍କ ବିଶ୍ବ ରେକର୍ଡ । ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚକୁ ସ୍ବତନ୍ତ୍ର କରିଛନ୍ତି ବିରାଟ। ୱେଷ୍ଟଇଣ୍ଡିଜ ବିପକ୍ଷ ତ୍ରିନିଦାଦ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ ୧୨୧ ରନର ଶତକୀୟ ଇନିଂସ୍ ଖେଳିଛନ୍ତି। ବିଶ୍ୱ କ୍ରିକେଟରେ ସର୍ବାଧିକ ଅନ୍ତର୍ଜାତୀୟ ରନ ସ୍କୋର କରିଥିବା ଶ୍ରେଷ୍ଠ-୫…
ରୋହିତ ଏବଂ ଜୟସ୍ବାଲଙ୍କ ପ୍ରଥମ ୱିକେଟ୍ ପାଇଁ ୧୩୯ ରନ୍
ପୋର୍ଟ ଅଫ୍ ସ୍ପେନ୍: ଦ୍ବିତୀୟ ଟେଷ୍ଟ୍ରେ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ୍ ଓପନିଂ ଭାଗୀଦାରିରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। କିନ୍ତୁ ଏଥର ବ୍ୟକ୍ତିଗତ ଅର୍ଦ୍ଧଶତକରେ ସୀମିତ ରହିଛନ୍ତି। ପ୍ରଥମ ଦିବସ ଚା’ପାନ ବିରତି ବେଳକୁ ଭାରତ ୪ ୱିକେଟ୍ ନହରାଇ ୧୮୨ ରନ୍ ସଂଗ୍ରହ କରିଛି।…
ଏସିଆ କପ୍ ୨୦୨୩: ସେପ୍ଟେମ୍ବର ୨ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ଏସିଆ କପ୍ କ୍ରିକେଟ ସିଡ୍ୟୁଲ ଚୂଡ଼ାନ୍ତ ହଇଛି । ଏ ନେଇ ଏସୀୟ କ୍ରିକେଟ ପରିଷଦ ଆନୁଷ୍ଠାନିକ ଘୋଷଣା କରିିଛି । ଆୟୋଜକ ଦେଶ ପାକିସ୍ତାନରେ ୪ଟି ମ୍ୟାଚ୍ ଖେଳାଯିବ। ସେହିପରି ଶ୍ରୀଲଙ୍କାରେ ୯ଟି ମ୍ୟାଚ୍ ଖେଳାଯିବ। ଆଗକୁ ବିଶ୍ବକପ୍ ଥିବାରୁ ଏଥର ଏସିଆ କପ୍ ଟି-୨୦ ପରିବର୍ତ୍ତେ ଦିନିକିଆ…
ଭିନେଶ ଓ ବଜରଙ୍ଗଙ୍କୁ ସିଧାସଳଖ ଏସିଆଡ୍ ଟିକେଟ୍
ନୂଆଦିଲ୍ଲୀ: ବଜରଙ୍ଗ ପୁନିଆ ଓ ଭିନେଶ ଫୋଗତଙ୍କୁ ଏସୀୟ କ୍ରୀଡ଼ା ପାଇଁ ସିଧାସଳଖ ଟିକେଟ୍ ମିଳିଛି। ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ଆଡ୍ ହକ୍ ପ୍ୟାନେଲ୍ ଏହି ଅନୁମତି ଦେଇଛି। ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଆଡ୍ ହକ୍ ପ୍ୟାନେଲ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ ବଜରଙ୍ଗଙ୍କୁ…
ଚଳିତ ସପ୍ତାହରେ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଖେଳସୂଚୀ ଘୋଷଣା
ଇସଲାମାବାଦ୍: ଏସିଆ କପକୁ ନେଇ ପାକିସ୍ତାନ ଭାରତ ମଧ୍ୟରେ କଥା କଟାକଟି ଚାଲିଛି । ବିଶେଷ କରି ପାକିସ୍ତାନ ଖେଳାଳିମାନେ ଭାରତକୁ ଶିକ୍ଷା ଦେବା ପାଇଁ କହୁଛନ୍ତି । କାରଣ ବିସିସିଆଇ ପାକିସ୍ତାନକୁ ଖେଳାଳି ପଠାଇବାକୁ ଚାହୁଁନାହିଁ । ଏସବୁ ଭିତରେ ଚଳିତ ସପ୍ତାହରେ ଏସିଆ କପ୍ କ୍ରିକେଟ୍…
ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ବୃହତ ବିଜୟ
ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । ମାତ୍ର ତିନି ଦିନରେ ଶେଷ ହେଲା ଡୋମିନିକା ଟେଷ୍ଟ । ଏକ ଇନିଂସ ୧୪୧ ରନରେ ମ୍ୟାଚକୁ ଜିତି ନେଇଛନ୍ତି ରୋହିତ ବ୍ରିଗେଡ୍ । ରବିଚନ୍ଦ୍ରନ ଅଶ୍ବିନୀଙ୍କ ଘାତ ବୋଲିଂରେ ଧରାଶୟୀ ହୋଇଛି ଘରୋଇ ଦଳ । ଅଶ୍ବିନୀ ପ୍ରଥମ ଇନିଂସରେ…
ଇଣ୍ଡିଜ୍ ୧୫୦ରେ ଅଲ୍ଆଉଟ
ରୁସୌ : ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍ରେ ୧୫୦ରନ କରି ଅଲ୍ଆଉଟ ହୋଇଯାଇଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସ୍ରେ କୌଣସି ୱିକେଟ ନ ହରାଇ ୮୦ ରନ ସଂଗ୍ରହ କରିଛି । ଭାରତ ଏବେ ୭୦ ରନ ପଛରେ ରହିଛି ।ଭାରତ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଇନିଂସ୍ରେ ଯଶସ୍ବୀ ଜୟସୱାଲଙ୍କ ୪୦…
ପ୍ରଥମ ଟେଷ୍ଟ୍ ଆଜିଠୁ
ଡୋମିନିକା: ଆଜିଠୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍ ଡୋମିନିକାର ରୋସିୟୁରେ ଆରମ୍ଭ ହେବ। ଏହି ଟେଷ୍ଟ ଜରିଆରେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ୍ ପଦାର୍ପଣ କରିବା ସମ୍ଭାବନା ଅଧିକ ରହିଛି। ଅନ୍ୟପକ୍ଷରେ ଦିନିକିଆ ବିଶ୍ବକପ୍ ଯୋଗ୍ୟତା ଅର୍ଜନରୁ ନିରାଶ…
ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ମହିଳା ଦଳର ବଡ଼ ବିଜୟ
ଢାକା: ଭାରତୀୟ ମହିଳା କ୍ରିକେଟ ଟିମ୍ ପ୍ରଥମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ୭ ୱିକେଟରେ ବଡ଼ ବିଜୟ ହାସଲ କରିଛି । ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୧୧୪ ରନରେ ସୀମିତ ରହିଥିଲା । ସେହିପରି ଭାରତୀୟ ଦଳ ୧୬.୨ ଓଭରରେ…
ଦିନିକିଆ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କଲା ନେଦରଲ୍ୟାଣ୍ଡସ
୫ ଅକ୍ଟୋବରରୁ ଭାରତରେ ଦିନିକିଆ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିପାଇଁ ପୂର୍ବରୁ ହିଁ ୯ଟି ଦଳ କ୍ୱାଲିଫାଏ କରିସାରିଛନ୍ତି । ଦଶମ ଦଳ ଭାବେ ନେଦରଲ୍ୟାଣ୍ଡ କ୍ରିକେଟ ଦଳ ଖେଳିବ ବିଶ୍ବକପ । କ୍ୱାଲିଫାୟର ମ୍ୟାଚରେ ସ୍କଟଲ୍ୟାଣ୍ଡକୁ ୪ ୱିକେଟରେ ପରାଜିତ କରିଛି ନେଦରଲ୍ୟାଣ୍ଡ । ଏହି…