Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
Special
ଆରପାରିରେ ସୁପରମମ୍ ଟାଇଗର କଲାରୱାଲି
ମେଟ୍ରୋ ଟିଭି ଓଡିଶା,୧୭/୧: ପେଞ୍ଚ ଟାଇଗର ରିଜର୍ଭ୍ର ସୁପରମମ୍ କଲାରୱାଲି ବୃଦ୍ଧାବସ୍ଥା ହେତୁ ରବିବାର ଦେହାନ୍ତ କରିଛି । ସେ ୨୦୦୮ରୁ ୨୦୧୮ ମଧ୍ୟରେ ୨୯ଟି ଛୁଆ ଜନ୍ମ ଦେଇଥିବାରୁ ସୁପରମମ୍ ଟ୍ୟାଗ୍ ଅର୍ଜନ କରିଥିଲା । ୨୯ଟିଛୁଆ ମଧରୁ ୨୫ଜଣ ଛୁଆ ବଞ୍ଚିଯାଇଥିଲେ । ଏହି ବାଷର ବୟସ ମାତ୍ର!-->!-->!-->…
କଳିଯୁଗର ଶ୍ରବଣ କୁମାର
ମେଟ୍ରୋ ଟିଭି ଓଡିଶା,୧୬/୧: ତ୍ରେତୟା ଯୁଗର ଶ୍ରବଣ କୁମାର ବିଷୟରେ ସମସ୍ତଙ୍କୁ ଜଣା ହେଲେ କଳିକାଳରେ ଶ୍ରବଣ କୁମାର ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । ସେ ଯୁଗର ଶ୍ରବଣ କୁମାର ନିଜର ଅନ୍ଧ ପିତାମାତଙ୍କୁ କାନ୍ଧରେ ବୋହି ଚାଲୁଥିଲେ ହେଲେ ଏହି ମହାମାରୀର ଜଘନ୍ୟ ପରିସ୍ଥିତିରେ ଯେଉଠି କିଏ!-->!-->!-->…
ଜିଭ ଟେକିଲା ୧୨କିଲୋ
ମେଟ୍ରୋ ଟିଭି ଓଡିଶା,୧୬/୧: ସ୍ବାଦ ବାରିବା ପାଇଁ ଜିଭର ଆବଶ୍ୟକତା ପଡ଼େ। ତେବେ ଜାଣନ୍ତି କି ଜିଭ ଶରୀରର ସବୁଠୁ ଶକ୍ତିଶାଳୀ ମାଂସପେଶୀ ବୋଲି। ଜାଣିଥିଲେ ବି ପ୍ରକୃତରେ ଏହା କେତେ ଶକ୍ତିଶାଳୀ କେବେ ପରୀକ୍ଷା କରି ନ ଥିବେ।
image credit-facebook
ମେକ୍ସିକୋ ସିଟିରେ ଆୟୋଜିତ!-->!-->!-->!-->!-->!-->!-->…
ଜଳୁଛି ଘର,ହସୁଛି ବୁଢା
ମେଟ୍ରୋ ଟିଭି ଓଡିଶା,୧୬/୧: ଘର ପୋଡି ଠାରୁ ବିପତ୍ତି ନାହି ଘୋଡା ଚଢା ଠାରୁ ସମ୍ପତ୍ତି ନାହିଁ । ହେଲେ ଦୁନିଆରେ ଏଭଳି ଲୋକ ଅଛନ୍ତି ଯାହାର ଘର ପୋଡି ଯାଏଥିବା ବେଳେ ତାମୁହଁରେ ହସ ଫୁଟି ଉଠୁଛି । ଘର ଲାଗିଥିବା ନିଆଁ ଆଡକୁ ଅନେଁଇ ରହିଛି ଲୋକଟି । ସେହି ଘର ଭିତରୁ ନିଆଁ ପ୍ରଭାବରୁ!-->!-->!-->…
ଅର୍ଡର ଦେବାର ୧୩.୫ ସେକେଣ୍ଡରେ ମିଳେ ଖାଇବା
ମେଟ୍ରୋ ଟିଭି ଓଡିଶା,୧୫/୧: ଭଲ ପର୍ବପର୍ବାଣୀରେ ଆମକୁ ବାହାରେ ଖାଇବାକୁ ଭଲ ଲାଗେ । କିନ୍ତୁ ଏଠାରେ ଖାଇବା ପାଇ ବହୁତ ସମୟ ଲାଗେ । ଏମିତି ରେସ୍ତୋରାଁ ଅଛି ଯେଉଠି ଗ୍ରାହକଙ୍କୁ ଘଣ୍ଟା ଘଣ୍ଟା କାଳ ଅପେକ୍ଷା କରିବାକୁ ପଡେ । ଏହି ପରିପ୍ରେକ୍ଷୀରେ ବିଶ୍ୱରେ ଏପରି ଏକ ରେସ୍ତୋରା ରହିଛି!-->!-->!-->…
ଏଲିୟନ ଯୁବକ ବିନି
ମେଟ୍ରୋ ଟିଭି ଓଡିଶା,୧୫/୧: ଏଲିୟନକୁ ଦେଖିବା ଓ ସେମାନଙ୍କ ବିଷୟରେ ଜାଣିବାକୁ ସମସ୍ତଙ୍କ ଇଚ୍ଛା ।ସେମାନେ କେଉଁ ଗ୍ରହ ସେଠାରେ ଥିବା ସମସ୍ତ ବିହୟକୁ ଜାଣିବାକୁ ଆମର ଆଗ୍ରହ ଥାଏ । ବିଶେଷ କରି ଏଲିୟନ ସମ୍ପର୍କରେ କିଛି ସୂଚନା ସାମ୍ନାକୁ ଆସିଲେ ତାକୁ ଦେଖିବା ଓ ଜାଣିବାକୁ ଲୋକଙ୍କ ମନରେ!-->…
ଭାଇରାଲ ହେଉଛି ବେବି ସାର୍କ ଭିଡିଓ
ମେଟ୍ରୋ ଟିଭି ଓଡିଶା,୧୫/୧: ୟୁୁଟ୍ୟୂବରେ ରେକର୍ଡ କରିଛି ଏକ ବେବି ସାର୍କ ଭିଡିଓ । ଏହି ଭିଡିଓକୁ ଦେଖିଲେଣି ୧୦ବିଲିୟନ ବା ହଜାରେ କୋଟି ଦର୍ଶକ । ଏହାପୂର୍ବରୁ ୟୁଟ୍ୟୁବରେ ଏତେ ସଂଖ୍ୟାରେ ଦର୍ଶକ କୌଣସି ଭିଡ଼ିଓ ଦେଖିନଥିଲେ । ପୂର୍ବରୁ ‘ଡେସପାସିଟୁ’ ଭିଡ଼ିଓକୁ ୭୭୦ କୋଟି ଦର୍ଶକ!-->!-->!-->…
ସେନା ଦିବସରେ ଯବାନଙ୍କୁ ମୋଦୀଙ୍କ ପ୍ରଶଂସା
ମେଟ୍ରୋ ଟିଭି ଓଡିଶା,୧୫/୧: ସାହସିକତା ଏବଂ ଯୁଦ୍ଧ ଦକ୍ଷତା ପାଇଁ ଭାରତୀୟ ସେନାର ବିଶ୍ୱରେ ଖ୍ୟାତି ରହିଛି । ଦେଶର ନିରାପତ୍ତା ପାଇଁ ତା’ର ଅମୂଲ୍ୟ ତ୍ୟାଗ ଓ ବଳିଦାନକୁ କଥାରେ ପରିପ୍ରକାଶ କରିହେବ ନାହିଁ ବୋଲି ଆଜି ‘ସେନା ଦିବସ’ ଅବସରରେ ଯବାନମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ!-->!-->!-->…