Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Browsing Category
Special
ଚର୍ଚ୍ଚାରେ ୧୨୬ ବର୍ଷ ବୟସ୍କା ଶିବାନନ୍ଦ ବାବା : ପଦ୍ମ ପୁରସ୍କାର ପାଇଁ ହେଲେ ମନୋନିତ
ମେଟ୍ରୋ ଟିଭି ଓଡିଶା,୩୧/୧ : ଚର୍ଚ୍ଚାରେ କେନ୍ଦ୍ର ସରକାରଙ୍କ ପଦ୍ମ ପୁରସ୍କାର । ଏହି ପୁରସ୍କାରରେ ଏମିତି ଜଣକର ନା ରହିଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଏଥି ମଧ୍ୟରୁ ଗୋଟିଏ ହେଉଛି ଉତ୍ତରପ୍ରଦେଶର ବାରାଣାସୀ ଜିଲ୍ଲାର ବାସିନ୍ଦା ଶିବାନନ୍ଦ ବାବାଙ୍କ ନାମ । କେନ୍ଦ୍ର ସରକାର ୧୨୬ ବର୍ଷ!-->…
ମନେପଡୁଛନ୍ତି ମହାତ୍ମା ଗାନ୍ଧୀ
ମେଟ୍ରୋ ଟିଭି ଓଡିଶା,୩୦/୧ : ସାରା ଦେଶ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେପକାଉଛନ୍ତି । ଦେଶ ପାଇଁ ଗାନ୍ଧୀ ଦେଇଥିଲେ ବଳିଦାନ । ତାଙ୍କର ଏହି ବଳିଦାନ ଆଜି ବି ଲୋକଙ୍କ ମନରେ ଉଜୁପିତ ହୋଇ ରହିଛି । ସେହି ମହାନ ପୁରୁଷରଙ୍କର ଆଜି ଶ୍ରାଦ୍ଧ ଦିବସ । ଭାରତର ସ୍ୱାଧୀନତା!-->!-->!-->…
ଡିଫେନ୍ସରେ ଯୋଡି ହେବ ଇଲେକଟ୍ରି ଗାଡି
ମେଟ୍ରୋ ଟିଭି ଓଡିଶା,୨୮/୧ : ଦୁନିଆରେ ଏବେ ଇଲେକଟ୍ରିକ ଗାଡ଼ିର କ୍ରେଜ ବଢ଼ିବାରେ ଲାଗିଛି। ଯଦି ଆପଣ ତେଲ ଦରର ମାଡ଼ରୁ ନିଜକୁ ବଞ୍ଚେଇବାକୁ ଚାହୁଁଛନ୍ତି। ତେବେ ଇଲେକଟ୍ରିକ ବାହନ ଆପଣଙ୍କ ପାଇଁ ଭଲ ବିକଳ୍ପ ହେବ। ଏବେ ଏପରି ଇଲେକଟ୍ରି ଗାଡି ତିଆରି ହୋଇଛି ଯାହା ଡିଫେନ୍ସ ଫୋର୍ସରେ ବ୍ୟବହାର!-->…
ସ୍ୱର୍ଣ୍ଣ ପଦକ ବିଜେତା ହକି କ୍ୟାପଟେନ ଚରଣଜିତ ସିଂଙ୍କ ଦେହାନ୍ତ
ମେଟ୍ରୋ ଟିଭି ଓଡିଶା,୨୭/୧ : ଭାରତର ୧୯୬୪ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ହକି ଦଳର କ୍ୟାପଟେନ ଚରଣଜିତ ସିଂ ଗୁରୁବାର ଦିନ ହିମାଚଳ ପ୍ରଦେଶର ଉନାରେ ତାଙ୍କ ଘରେ ହୃଦ୍ଘାତର ଶିକାର ହୋଇଥିଲେ। ପୂର୍ବତନ ମିଡଫିଲ୍ଡର ୯୦ ବର୍ଷ ଥିଲା ଏବଂ ଆସନ୍ତା ମାସରେ ୯୧ ବର୍ଷ ହୋଇଥାନ୍ତା ।!-->…
ଆଜିର ଦିନରେ କାହିଁକି ପାଳନ ହୁଏ ସାଧାରଣତନ୍ତ୍ର ଦିବସ ?
ମେଟ୍ରୋ ଟିଭି ଓଡିଶା,୨୬/୧ : ଆଜି ଦେଶ ପାଳନ କରୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଆମ ଦେଶ ବ୍ରିଟିଶ୍ ରାଜ୍ ରୁ ମୁକ୍ତ ହୋଇ ୧୯୪୭ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନ ହୋଇଥିଲା । ହେଲେ ସମ୍ବିଧାନ ଲାଗୁ ହେଲା ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ । ପ୍ରତି ବର୍ଷ ଜାନୁଆରୀ ୨୬ ତାରିଖକୁ!-->!-->!-->…
ଦେଶ ପାଳିଲା ୧୫,୦୦୦ ଫୁଟ୍ ଉଚ୍ଚରେ ଗଣତନ୍ତ୍ର ଦିବସ
ମେଟ୍ରୋ ଟିଭି ଓଡିଶା,୨୬/୧ : ଆଜି ପୂରା ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ। ଏ ଅବସରରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଭାରତୀୟ ସେନାର ଯବାନମାନଙ୍କର ପତାକା ଉତ୍ତୋଳନ ବେଳର ଚିତ୍ର ସାମ୍ନାକୁ ଆସୁଛି। ଲଦାଖରେ ଭାରତ-ତିବ୍ଦତ ସୀମା ପୋଲିସର ଯବାନ ୧୫ ହଜାର ଫୁଟ୍ ଉଚ୍ଚରେ ଭାରତର!-->!-->!-->…
ଏଥର ୧୨୮ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିବ ଭାରତ
ମେଟ୍ରୋ ଟିଭି ଓଡିଶା,୨୬/୧ : ଘୋଷଣା ହେଇଛି ପଦ୍ମ ସମ୍ମାନ । ଏଥର ଦେଶ ମୋଟ୍ ୧୨୮ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିବ। ସେମାନଙ୍କ ଭିତରୁ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୦୭ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।
ସୂଚନା ଅନୁସାରେ,କଳା!-->!-->!-->!-->!-->!-->!-->…
ବାଲୁକା କଳା ମାଧ୍ୟମରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା
ମେଟ୍ରୋ ଟିଭି ଓଡିଶା,୨୬/୧ : ବାଲୁକାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା । ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ।
୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେ ବାଲୁକା କଳାରେ ଇଣ୍ଡିଆ ଗେଟର ନିର୍ମାଣ କରିଛନ୍ତି । ଇଣ୍ଡିଆ!-->!-->!-->…
ରାସ୍ତା ପାଶ୍ୱର୍ରେ ଚିତ୍ର ଆଙ୍କି ଭାଇରାଲ ହେଲେ ବ୍ୟକ୍ତି
ମେଟ୍ରୋ ଟିଭି ଓଡିଶା,୨୫/୧ : ଦୁନିଆରେ ପ୍ରତିଭାବାନ ଲୋକଙ୍କର ଅଭାବ ନାହିଁ। କିଛି ସାଧାରଣ ଲୋକ ମଧ୍ୟ ଅସାଧାରଣ କାମ କରିଥାନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ପ୍ରତିଦିନ ଆମେ ସେମିତି କିଛି ଲୋକଙ୍କୁ ଭେଟୁ। ଆଜିକାଲି ଏଭଳି ଜଣେ ଦକ୍ଷ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ!-->…
ମାଟିରୁ ୭୦ଫୁଟରୁ ଉଚ୍ଚରେ ଝୁଲୁଛନ୍ତି ଭାଇ-ଭଉଣୀ
https://www.instagram.com/reel/CXxiJfCJen9/?utm_source=ig_embed&ig_rid=f2028b60-966e-4a8f-bf38-4bfa95a183d5
ମେଟ୍ରୋ ଟିଭି ଓଡିଶା,୨୪/୧ : ମଣିଷ ସବୁ ବେଳେ କିଛି ନା କିଛି ଜିନିଷକୁ ଦେଖି ଡରିଥାଏ । ଏହି ସବୁ ଭୟ ଭିତରେ କିଛି ଲୋକ ଅଛନ୍ତି ସେମାନେ ଏପରି କାମ!-->!-->!-->…