Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Special
ସମୁଦ୍ର ମଝିରେ ଜଳିଲା କାର
ମେଟ୍ରୋ ଟିଭି ଓଡିଶା (୧୮.୨.୨୦୨୨) :
ଗତକାଲି ‘ଫୋକ୍ସ୍ ୱାଗେନ୍ ଗ୍ରୁପ୍’ର ହଜାର ହଜାର କାର୍ ବୋହି ନେଇଯାଉଥିବା ପାନାମାର ପ୍ରକାଣ୍ଡ ମାଲ୍ବାହୀ ଜାହାଜ ‘ଦି ଫେଲିସିଟି ଏସ୍’ରେ ‘ଆଟ୍ଲାଣ୍ଟିକ୍ ସାଗର ମଧ୍ୟସ୍ତ ଆଜୋରିଜ୍ ଦ୍ଵୀପପୁଞ୍ଜ ନିକଟରେ ନିଆଁ ଲାଗିଯାଇଛି। ଉକ୍ତ!-->!-->!-->…
ବନ୍ଦ ହେଲା ସିଡ୍ନିର ବେଳାଭୂମି
ମେଟ୍ରୋ ଟିଭି ଓଡିଶା ( ୧୭.୨.୨୦୨୨) :
ବନ୍ଦ ହେଲା ସିଡ୍ନିର ବେଳାଭୂମି । ପ୍ରାୟ ୬୦ ବର୍ଷ ପରେ ଏହା ହେଉଛି ସହରର ବେଳାଭୂମିରେ ପ୍ରଥମ ସାର୍କ ଆକ୍ରମଣଜନିତ ମୃତ୍ୟୁ ଘଟଣା। ମିଳିଥିବା ସୂଚନା ଅନୁସାରେ , ଗତକାଲି ଅଷ୍ଟ୍ରେଲିଆର ବୃହତ୍ତମ ନଗରର ଦକ୍ଷିଣକୁ ପ୍ରାୟ ୨୦ କିଲୋମିଟର୍ ଦୂର!-->!-->!-->…
ମଡେଲ ଵନିଲେ ଟ୍ରକ ଡ୍ରାଇଭର
miss england beauty finalist model-turned truck driver britain milly everatt
ସୂର୍ଯ୍ୟ ଅସ୍ଥ ହେଉନଥିବା ଦେଶ : ନରୱେ
ମେଟ୍ରୋ ଟିଭି ଓଡିଶା,୧୨/୨ : ଲଣ୍ଡନ ରୋମ, ଭେନିସ, ଓ ବର୍ଲିନ ସମେତ ୟୁରୋପରେ ଅନେକ ଦେଶ ଅଛି ଯାହାକି ସୁନ୍ଦରତାରେ ପରିପୂର୍ଣ୍ଣ । କିନ୍ତୁ ଏହି ସହରମାନଙ୍କ ଭିତରେ ଉତ୍ତର ୟୁରୋପରେ ଏମିତି ଏକ ଦେଶ ଅଛି ଯାହାକି ସୁନ୍ଦରତା ଓ ମନ ମୁଗ୍ଧକର ପରିବେଶର ଗନ୍ତାଘର। ଏହି ଦେଶକୁ ଅଦ୍ୱିତୀୟ ଦେଶ!-->!-->!-->…
ପୃଥିବୀ ଭଳି ନୂଆ ଗ୍ରହ ଠାବ
ମେଟ୍ରୋ ଟିଭି ଓଡିଶା,୧୨/୨ : ଆମ ମହାକାଶରେ ରହିଛି ବିଭିନ୍ନ ଗ୍ରହ ଉପଗ୍ରହ । ଏହି ସବୁ ଗ୍ରହ ନକ୍ଷତ୍ରରେ ସାଧରଣ ଜନଜୀବନ ବସବାସ କରିବା ସମ୍ଭବ ପର ନୁହେ । ଏଥିପାଇ କେବଳ ପୃଥିବୀ ଏକମାତ୍ର ଗ୍ରହ ଯେଉଠି ଲୋକ ମାନେ ବାସ କରନ୍ତି । କିନ୍ତୁ ଭାରତୀୟ ଜ୍ୟୋତିର୍ବିଜ୍ଞାନୀମାନେ ମହାକାଶରେ!-->!-->!-->…
ଚିପ୍ସ ପ୍ୟାକେଟକୁ ଶାଢି ଭଳି ପିନ୍ଧି ଭାଇରାଲ ହେଲେ ମହିଳା
ମେଟ୍ରୋ ଟିଭି ଓଡିଶା,୧୧/୨ : ଫିଲ୍ମ ଦେଖିବା ସମୟରେ ଆମକୁ ନିଶ୍ଚିତ ଭାବରେ କିଛି ଖାଇବାକୁ ଇଚ୍ଛା ହୋଇଥାଏ। ସେହି ସମୟରେ ଆଳୁ ଚିପ୍ସ ହେଉ କିମ୍ବା ଚଟପଟା ଜିନିଷ ହେଉ ତାର ମଜା ଅଲଗା ହୋଇଥାଏ । ଏହା କାହାକୁ ବା ନାପସନ୍ଦ। ଅନେକ ଲୋକ ବେଶ ମଜାରେ ଏହାକୁ ଖାଇଥାନ୍ତି। ପ୍ରାୟତଃ ଆଳୁ!-->!-->!-->…